IBN ଓଡ଼ିଶା ବ୍ୟୁରୋ

Tarot reading; – କାହା ନାମ ଭାବିକି ଏକ ନମ୍ବର ତାଙ୍କ ନାମରେ ବାଛିଦିଅନ୍ତୁ… ଆଉ ଜାଣନ୍ତୁ ତାଙ୍କ ମନର କଥା…

ବନ୍ଧୁଗଣ ଆପଣ ଯଦି କାହାର ମନର କଥା ଜାଣିବାକୁ ଚାହୁଁଥାନ୍ତି । ତେବେ ଆପଣ ଏହି ଟାରୋଟ ରିଡିଙ୍ଗ ଦ୍ଵାରା ଅନ୍ୟର ମନର କଥା ଜାଣିପାରିବେ । ତାଙ୍କ ମନର କଥା ଅର୍ଥାତ ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି, ଆପଣଙ୍କ ପାଇଁ କଣ ରହିଛି ତାହା ଜାଣିବାକୁ ଚାହୁଁଥିଲେ । ଆପଣଙ୍କୁ ଦିଆଯାଇଥିବା 1, 2, 3, 4 ଓ 5 ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର ସେହି ଲୋକଙ୍କ ପାଇଁ ଚୁଜ କରି ତାଙ୍କ ମନର କଥା ବିଷୟରେ ଜାଣନ୍ତୁ ।

1- ଆପଣଙ୍କ ପାଇଁ ଏହି ବ୍ୟକ୍ତିଙ୍କ ମନରେ ବହୁତ ଭଲ ଚିନ୍ତାଧାରା ରହିଛି । ଏହି ବ୍ୟକ୍ତିଙ୍କୁ ଆପଣଙ୍କ ବିଷୟରେ ଏପରି ଲାଗେ । ଯେମିତି ଆପଣଙ୍କ ସହ ଅନେକ ସମୟରେ ବହୁତ ଅନ୍ୟାୟ ହୋଇଛି। ଆପଣ ଏବେ ଯେଉଁ ବି ସ୍ଥାନରେ ରହିଛନ୍ତି । ତାହା ଆପଣଙ୍କ ପରିଶ୍ରମ ପାଇଁ ସମ୍ଭବ ହୋଇପାରିଛି । ହୃଦୟରୁ ବହୁତ ଭଲ ବ୍ୟକ୍ତିତ୍ବ ଆପଣ ତାଙ୍କ ପାଇଁ ଅଟନ୍ତି ।

2-ଏହି ବ୍ୟକ୍ତିଙ୍କ ମନରେ ଆପଣଙ୍କ ପାଇଁ ଏକ ବହୁତ ଭଲ ଫିଲିଙ୍ଗ୍ସ ରହିଛି । ହୁଏତ ଏହି ବ୍ୟକ୍ତି ଆପଣଙ୍କ ଲଭ ପାର୍ଟନର ହୋଇପାରନ୍ତି । ବା ଆପଣଙ୍କ କ୍ରଶ ମଧ୍ୟ ହୋଇପାରନ୍ତି । ସେ ଯେମିତିକା ଜଣେ ପାର୍ଟନର ଚାହୁଁଥିଲେ । ଆପଣଙ୍କ ଠାରେ ସେହି ସଉ କ୍ଵାଲିଟି ସେ ଦେଖିବାକୁ ପାଆନ୍ତି ।

3- ଆପଣ ଜଣେ ବହୁତ ଭାବୁକ ସ୍ଵଭାବର ଲୋକ ଅଟନ୍ତି ବୋଲି ଏହି ବ୍ୟକ୍ତି ଜଣଙ୍କ ଭାବନ୍ତି । ଆପଣ ପ୍ରତ୍ଯେକଟି ନିଷ୍ପତ୍ତି ନେବା ପୂର୍ବରୁ ତାକୁ ବହୁତ ଥର ଭାବନ୍ତି । ତେଣୁ ନିଜର କୌଣସି ନିଷ୍ପତ୍ତି ନେବାରେ ବହୁତ ସମୟ ଲଗାଇ ଦିଅନ୍ତି । ଯେଉଁ ବି କାମ କରନ୍ତୁ ତାକୁ ନେଇ ବହୁତ ଦ୍ଵନ୍ଦରେ ଆପଣ ରହନ୍ତି ।

4- ଆପଣଙ୍କୁ ନିଜ ଦୁନିଆରେ ରହି ନିଜ ହିସାବରେ କାମ କରିବାକୁ ବହୁତ ଭଲ ଲାଗିଥାଏ । ଆପଣ କେବେବି ଅନ୍ୟ ପାଇଁ ଖରାପ ଚିନ୍ତା କରନ୍ତି ନାହିଁ । ହେଲେ ଆପଣ ନିଜ ଲାଇଫରେ ଗୋଟେ ଜିନିଷ ବା କଥାକୁ ବାରମ୍ବାର ରିପୀଡ କରିଥାନ୍ତି । ଆପଣ ଜଣେ ଭଲ ବ୍ୟକ୍ତି ଅଟନ୍ତି । ହେଲେ ଆପଣଙ୍କୁ ଯାହା ଠିକ ଲାଗେ ଆପଣ ସେଇଆ ହିଁ କରିବାକୁ ଭଲ ପାଆନ୍ତି ବୋଲି ଏପରି କିଛି ଚିନ୍ତାଧାରା ଏହି ପର୍ଶନଙ୍କ ମନରେ ରହିଛି ।

5- ଆପଣଙ୍କର ଯାହା ଅତୀତରେ ଘଟିଯାଇଛି । ସେହି କଥାକୁ ମନେ ପକାଇ ଆପଣ ବହୁତ ଚିନ୍ତା କରନ୍ତି । ଆପଣଙ୍କୁ ବହୁତ ଉଦାସ ଥିବାର ମଧ୍ୟ ସେ ଦେଖିବାକୁ ପାଉଛନ୍ତି । ଆପଣ ଅନ୍ୟ କାହାର କଥା ପାଇଁ ନିଜର ଖୁସିକୁ କମ୍ପ୍ରରମାଇଜ କରିବାକୁ ଚାହାନ୍ତି ନାହିଁ । ବହୁତ ବୁଦ୍ଧିମାନ ମଧ୍ୟ ତାଙ୍କ ନଜରରେ ଆପଣ ଅଟନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button