ଘରର ମୁଖ୍ୟ ସ୍ଥାନରେ ଲଗେଇ ଦିଅନ୍ତୁ ଏହି ଗୋଟିଏ ଫୋଟୋ ! ତାପରେ ଦେଖନ୍ତୁ ଅଦ୍ଭୁତ ଚମତ୍କାର ! Vastu tips

ବନ୍ଧୁଗଣ ଜୀବନରେ ଏପରି ଏକ ସମୟ ଆସିଥାଏ । ଯେଉଁ ସମୟରେ କିଛି ନା କିଛି କାରଣରୁ ବ୍ୟକ୍ତି ଅଧିକ ଚିନ୍ତାରେ ରହିଥାଏ । ଘରେ ଦୁଃଖ, ଅଶାନ୍ତି ଦେଖିବାକୁ ମିଳିଥାଏ । ଘର ପରିବାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଯାଇଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ଭଲ ନିୟମ ବିଷୟରେ କହିବାକୁ ଯାଉଛୁ । ଯେଉଁ ଉପାୟ ଦ୍ଵାରା ଆପଣ ନିଜ ଘର ପାଇଁ ସୁଖ ଓ ଶାନ୍ତିର ଏକ ଶୁଦ୍ଧ ବାତାବରଣ ଆଣିପାରିବେ । ବନ୍ଧୁଗଣ ଯେଉଁ ବ୍ୟକ୍ତିଙ୍କ ଘରେ ସବୁଦିନ କିଛି ନା କିଛି ସମସ୍ଯାମାନ ଲାଗି ରହିଥାଏ ।
ଯେଉଁ କାରଣରୁ ପରିବାରର ଲୋକଙ୍କ ମୁହଁରୁ ହସ ଲିଭିଯାଇଥାଏ । ତେବେ ସେହି ପରିବାର ଲୋକ ଏପରି କିଛି କାର୍ଯ୍ୟ ନିହାତି ଭାବେ କରିବା ଉଚିତ । ସେହି ଘରର କୌଣସି ବି ସଦସ୍ୟ ପ୍ରଭୁ ଶିବଙ୍କର ପରିବାରର ଏକ ବଡ ଫୋଟ ଆଣି ଘରର ମୁଖ୍ୟ ସ୍ଥାନରେ ସେହି ଫୋଟଟିକୁ ଲଗାନ୍ତୁ । ଯେଉଁ ଫୋଟରେ ପ୍ରଭୁ ଶିବ, ମା’ ପାର୍ବତୀ, ଭଗବାନ ଗଣେଶ ଓ କାର୍ତ୍ତିକ ଓ ନନ୍ଦୀ ମହାରାଜା ମଧ୍ୟ ରହିଥିବେ ।
ବନ୍ଧୁଗଣ ଭଗବାନ ଶିବଙ୍କର ଏହି ପରିବାରର ଫୋଟରେ ଏତେ ପଜିଟିଭ ଏନର୍ଜି ରହିଥାଏ । ଯେ ଏହି ଫୋଟକୁ ଘରର ମୁଖ୍ୟ ସ୍ଥାନରେ ଲଗାଇବା ଦ୍ଵାରା ଘର ଉପରେ ଏହାର ବହୁତ ଭଲ ପ୍ରଭବ ପଡିଥାଏ । ଏଥିସହ ସେହି ପରିବାର ଉପରେ ଭଗବାନ ଶିବଙ୍କର ମଧ୍ୟ ଆଶ୍ରୀବାଦ ବନି ରହିଥାଏ । ଭଗବାନ ଶିବଙ୍କ ପରିବାରର ସମସ୍ତ ସଦସ୍ୟ ଭଗବାନ ରୂପେ ପୂଜା ପାଇଥାନ୍ତି ।
ପ୍ରଭୁଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ପାଖରେ ଭିନ୍ନ ଭିନ୍ନ ଶକ୍ତି ମଧ୍ୟ ରହିଥାଏ । ମା’ ପାର୍ବତୀ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ପ୍ରଦାନ କରିଥାନ୍ତି । ପ୍ରଭୁ କାର୍ତ୍ତିକ ଗ୍ରହ ଦୋଷରୁ ମୁକ୍ତି ଦେଇଥାନ୍ତି । ଭଗବାନ ଗଣେଶ ରିଦ୍ଧିସିଦ୍ଧିର ଦାତା ଅଟନ୍ତି । ତେଣୁ ସବୁ ମଙ୍ଗଳ କାର୍ଯ୍ୟର ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କର ପୂଜା କରାଯାଇଥାଏ । ତେଣୁ ତାଙ୍କୁ ଅଗ୍ରପୂଜ୍ୟ ରୁବେ ବିବେଚନା କରାଯାଇଥାଏ ।
ତେଣୁ ପ୍ରଭୁ ଶିବଙ୍କର ପରିବାରର ସଂପୂର୍ଣ୍ଣ ସଦସ୍ୟ ଥିବା ଫୋଟ ଆଣି ନିଜ ଘରର ମୁଖ୍ୟ ସ୍ଥାନରେ ଲଗାନ୍ତୁ । ଏହା ଘର ମଧ୍ୟରେ ଥିବା ଅଶାନ୍ତିକୁ ଦୂର କରି ଘର ପରିବାରରେ ଶାନ୍ତିର ବାତାବରଣ ଆଣିଥାଏ । ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରି ଘର ପରିବାରରେ ସୁଖ ଶାନ୍ତି ଆଣିଥାଏ ।