IBN ଓଡ଼ିଶା ବ୍ୟୁରୋ

3 ଦିନ ଖାଆନ୍ତୁ, 90 ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମର ଅଭାବ ହେବ ନାହିଁ, ଆଣ୍ଠୁ ଗଣ୍ଠି ସମସ୍ୟା ରହିବ ନାହିଁ.. Calcium

ବନ୍ଧୁଗଣ ଶରୀର ପାଇଁ ଦରକାରୀ ପୋଷକ ତତ୍ଵ ମଧ୍ୟରୁ କ୍ୟାଲସିୟମ ମଧ୍ୟ ଆମ ଶରୀର ପାଇଁ ବହୁ ଦରକାରୀ ହୋଇଥାଏ । ଯଦି ଶରୀରରେ କ୍ୟାଲସିୟମର ଅଭାବ ହୋଇଥାଏ । ତେବେ ବଡିରେ ଗୋଟିଏ ପରେ ଗୋଟିଏ ପ୍ରୋବ୍ଲେମ ଆସିବା ଆରମ୍ଭ ହୋଇଯାଇଥାଏ । ଯେପରି କ୍ୟାଲସିୟମର ଅଭାବରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ବ୍ୟକ୍ତିକୁ ଭୋଗିବାକୁ ପଡିଥାଏ । ଯେଉଁ ମାନଙ୍କ କେଶ ବହୁତ ଉପୁଡୁଛି ବା ସମୟ ପୂର୍ବରୁ କଳା କେଶ ଧଳା ହୋଇଯାଉଛି ।

ସେମାନେ ମଧ୍ୟ ଆମେ କହିବାକୁ ଯାଉଥିବା ଉପଚାରକୁ ଘରେ ବନାଇ ଶରୀରରେ ରହି ଥିବା କ୍ୟାଲସିୟମହୀନତା ବା କ୍ୟାଲସିୟମର ଅଭାବକୁ ଦୂର କରିପାରିବେ । ଏଥିପାଇଁ ଆପଣ ପ୍ରଥମେ ଗ୍ଯାସ ଉପରେ ଏକ ପାତ୍ର ବସାଇ ସେଥିରେ 1 ଚାମଚ ଦେଶୀ ଗାଈ ଘିଅ ପକାନ୍ତୁ । ତାପରେ ସେଥିରେ 1 ଚାମଚ ପୋସ୍ତ ପକାନ୍ତୁ ।

ତାପରେ ସେଥିରେ 1 ଗ୍ଳାସ କ୍ଷୀର ପକାନ୍ତୁ । ଯେତେବେଳେ କ୍ଷୀର ଗରମ ହୋଇଯିବ । ସେତେବେଳେ ସେଥିରେ 1 ମୁଠା ପଦ୍ମ ମଞ୍ଜି ପକାନ୍ତୁ । ଏହି ପଦ୍ମମଞ୍ଜିକୁ ହିନ୍ଦୀରେ ମଖନା ବୋଲି ମଧ୍ୟ କୁହାଜାଇଥାଏ । ଯେଉଁ ବ୍ୟକ୍ତି ମାନଙ୍କ ହାଡ ଦୁର୍ବଳ ହୋଇଥିବା କାରଣରୁ ଅଣ୍ଟା, ପିଠି, ଗୋଡ ଓ ହାତରେ ଯନ୍ତ୍ରଣା ହେଉଥାଏ । ଏହି ପଦ୍ମମଞ୍ଜିର ସେବନ ଦ୍ଵାରା ସେମାନଙ୍କ ଦୁର୍ବଳ ହାଡ ମଜଭୁତ ହୋଇଯାଇଥାଏ ।

ତେବେ ଆପଣ ଯେଉଁ ରେମିଡିଟି ପ୍ରସ୍ତୁତ କରୁଥିଲେ । ସେଥିରେ ସ୍ଵାଦ ଅନୁସାରେ ଖଣ୍ଡେ ମିଶ୍ରୀ ମଧ୍ୟ ମିଶାଇ ଦିଅନ୍ତୁ । ଡାଇବେଟିସ ରୋଗୀ କିନ୍ତୁ ଏହି ରେମିଡିଟି କରିବା ସମୟରେ ସେଥିରେ ମିଶ୍ରୀ ମିଶାଇବେ ନାହିଁ । ତାପରେ ତାହାକୁ ଧିମା ଆଞ୍ଚରେ 10 ମିନିଟ ପର୍ଯ୍ୟନ୍ତ ଫୁଟିବା ପାଇଁ ଛାଡି ଦିଅନ୍ତୁ । ତାପରେ ତାହା ଭଲ ଭାବେ ଫୁଟିଯିବା ପରେ ଏକ ଗ୍ଳାସକୁ ନେଇ ଆସନ୍ତୁ । ତେବେ ଆପଣ ପ୍ରସ୍ତୁତ କରିଥିବା ରେମିଡିକୁ ସେବନ କରିବାର ମଧ୍ୟ ସମୟ ଜାଣି ରଖନ୍ତୁ ।

ସକାଳୁ ତାହାକୁ ଖାଲି ପେଟରେ ସେବନ କରିପାରିବେ । କିମ୍ବା ରାତିରେ ଶୋଇବାର 1 ଘଣ୍ଟା ପୂର୍ବରୁ ତାହାକୁ ସେବନ କରି ଶୋଇପାରିବେ । ସପ୍ତାହକୁ ଏହାର 2 ଥର ସେବନ କରିପାରିବେ । ତେବେ ଏହି ଡ୍ରିଂକ ପ୍ରସ୍ତୁତ କରି ସେବନ କରିବା ଦ୍ଵାରା ଶରୀରରେ କ୍ୟାଲସିୟମର ପରିମାଣ ସଠିକ ଭାବେ ରହିଥାଏ । ଶରୀରରେ ଆଣ୍ଠୁ, ଗଣ୍ଠି ଅଣ୍ଟା ଯନ୍ତ୍ରଣା କଷ୍ଟ ହୋଇନଥାଏ । ଥକାପଣ ମଧ୍ୟ ଦିନ ସାରା ଲାଗିରହିନଥାଏ । ସବୁ କାମ କରିବାକୁ ବଡି ଆକ୍ଟିଭ ହୋଇଯାଏ ।

ଏହା ଛଡା କ୍ୟାଲସିୟମ ଅଭାବରେ ଆମ ଶରୀରରେ ଯାହା ସବୁ ରୋଗ, ବେମାରୀ ଆସିବାକୁ ଥାଏ । ତାହା ମଧ୍ୟ ଜୀବନରେ ଆସିନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button