ବର୍ଷା ଜଳ ବି ଆପଣଙ୍କୁ କରିପାରିବ ଧନୀ ! ବାସ୍ ଏହି ଉପାୟ ଦ୍ଵାରା ବନ୍ଦ ଥିବା ଭାଗ୍ୟର ତାଲା ବି ଆପେ ଆପେ ଖୋଲିଯିବ…

ବର୍ଷ ଜଳ ଆପଣଙ୍କୁ ବି କରିବ ଧନୀ ! ବନ୍ଧୁଗଣ ଜଳ କେବଳ ବ୍ୟକ୍ତିର ଦୈନଦିନ ଜୀବନରେ ବ୍ୟବହାର କରାଯାଉଥିବା ଏକ ଜିନିଷ ନୁହେଁ । ବଂର ଜଳ ବ୍ୟକ୍ତିର ଅନେକ ଗୁଡିଏ ସମସ୍ଯାର ସମାଧାନ କରିଥାଏ । ଏହି ଯେମିତି ବ୍ୟକ୍ତିର ବନ୍ଦ ରହିଥିବା ଭାଗ୍ୟର ତାଲାକୁ ମଧ୍ୟ ଖୋଲିବାରେ ଜଳ ସାହାଜ୍ଯ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ବର୍ଷା ଜଳର ଉପକାରୀତା ସମ୍ପର୍କରେ ଏଠାରେ କହିବାକୁ ଯାଉଛୁ । ଯେଉଁ ବର୍ଷା ଜଳ ବ୍ୟକ୍ତି ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିଥାଏ ।
1- ସ୍ଵାତୀ ନକ୍ଷତ୍ରରେ ଯେଉଁ ବର୍ଷା ହୋଇଥାଏ । ସେହି ଦିନରେ ଘରର ଐଶାନ୍ୟ କୋଣରେ ଏକ ପତ୍ର ନେଇ ରଖିଦିଅନ୍ତୁ । ଯଦି ଐଶାନ୍ୟ କୋଣରେ ପାତ୍ରଟି ରଖିବାର ସ୍ଥାନ ନଥାଏ । ତେବେ ଛାତ ଉପର କିମ୍ବା ତଳେ କୌଣସି ସ୍ଥାନରେ ପାତ୍ରଟି ରଖି ସେହି ପାତ୍ରରେ ବର୍ଷା ଜଳ ଭରି ହେବାକୁ ଦିଅନ୍ତୁ । ଯେତେବେଳେ ପାତ୍ରଟି ବର୍ଷ ଜଳରେ ଭର୍ତ୍ତି ହୋଇଯିବ । ତେବେ ବର୍ଷା ଜଳ ପୂର୍ଣ୍ଣ ପାତ୍ରଟି ନିଜ ଘରର ଐଶାନ୍ୟ କୋଣରେ ନେଇ ରଖିଦିଅନ୍ତୁ । ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ ।
ତେବେ ସ୍ଵାତୀ ନକ୍ଷତ୍ର ଦିନ ହେଉଥିବା ବର୍ଷା ଯେତେବେଳେ ସମୁଦ୍ରକୁ ଯାଇଥାଏ । ସେତେବେଳେ ସେହି ବର୍ଷା ପାଣି ଶାମୁକାକୁ ଯାଇ ମୁକ୍ତାରେ ପରିଣତ ହୋଇଥାଏ । 2- ଏଥିସହ ସେହି ବର୍ଷା ଜଳକୁ ଯଦି କୌଣସି ବୋତଲ କିମ୍ବା କୌଣସି ପାତ୍ରରେ ଭରି ତାର ମୁହଁକୁ ବନ୍ଦ କରି ନିଜର ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତି ।
ଏଥିସହ ନିଜର ଦୋକାନ ବା କୌଣସି କାର୍ଯ୍ୟ କରୁଥିବା କାର୍ଯ୍ୟ ସ୍ଥାନରେ ଯଦି ରଖନ୍ତି । ତେବେ ଏହା ବହୁତ ଭଲ ଶୁଭ ପରିଣାମ ଦେଇଥାଏ । ସେହି ବ୍ୟକ୍ତି ଉପରେ ମା’ ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି । ଘରକୁ ସୁଖ, ଶାନ୍ତି ମେୟ ମାତା ଲକ୍ଷ୍ମୀ ଆସିଥାନ୍ତି । ଯାହା ଦେୟାର ଘରର ସୁଖ, ସମୃଦ୍ଧି ବଢିବାରେ ଲାଗିଥାଏ ।
3- ଯଦି ବେପାର, ବାଣିଜ୍ୟରେ କୌଣସି ବ୍ୟକ୍ତିର ବହୁତ କ୍ଷତି ହେଉଥାଏ । ଯେଉଁ କାରଣ ସେହି ବ୍ୟକ୍ତିକୁ ସବୁବେଳେ ଚିନ୍ତାରେ ରହିବାକୁ ପଡୁଥାଏ । ତେବେ ଏକ ନୂଆ କିମ୍ବା ସଫା ପିତ୍ତଳର ପାତ୍ରରେ ବର୍ଷା ଜଳ ନେଇ ମା’ ଲକ୍ଷ୍ମୀଙ୍କର ଅଭିଷେକ କରାନ୍ତୁ । ଏହା କରିବା ଦ୍ଵାରା ବ୍ୟକ୍ତିକୁ ନିଜ କାର୍ଯ୍ୟ କ୍ଷେତ୍ରରେ ବହୁତ ଜଲ୍ଦି ସଫଳତା ଦେଖିବାକୁ ମିଳିଥାଏ। ତେବେ ବର୍ଷା ଜଳର ଏହି ସବୁ ଉପାୟ କରିବା ଦ୍ଵାରା ଭାଗ୍ୟ ଚମକି ଉଠିଥାଏ ।
ବ୍ୟକ୍ତିର ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିଥାଏ । ଘରେ ଶାନ୍ତିର ବାତାବରଣ ମଧ୍ୟ ରହିଥାଏ ।