IBN ଓଡ଼ିଶା ବ୍ୟୁରୋ

ନିଦ ଆସୁନଥିଲେ, କେବଳ ଏହି ଗୋଟିଏ ମଞ୍ଜିର ସେବନ ଦ୍ଵାରା କୁମ୍ଭକର୍ଣ୍ଣ ଭଳି ନିଦ ଆସିଯିବ, Best tips for sleeping.

ବନ୍ଧୁଗଣ ଖାଇବା, ପିଇବା ଭଳି ଶୋଇବା ମଧ୍ୟ ମନୁଷ୍ୟର ଶରୀର ପକ୍ଷେ ଅତ୍ୟନ୍ତ ଦରକାରୀ ହୋଇଥାଏ । ହେଲେ ଯେତେବେଳେ ବ୍ୟକ୍ତି ରାତିରେ ଭଲ ଭାବେ ଶୋଇପାରିନଥାଏ । ତାକୁ ଦିନ ସାରା ଭାରୀ ଭାରୀ ଅନୁଭବ ହେବା ସହ କୌଣସି କାର୍ଯ୍ୟରେ ମଧ୍ୟ ମନ ଲାଗିନଥାଏ । ଆମକୁ ଦିନ ସାରା ଆଳସ୍ୟ ଅନୁଭବ ହୋଇଥାଏ । ତେଣୁ ରାତିରେ 7 ରୁ 8 ଘଣ୍ଟା ନିହାତି ଭାବେ ଶୋଇବା ଦରକାର ହୋଇଥାଏ । ହେଲେ ଯେଉଁ ଲୋକଙ୍କୁ ରାତିରେ ଭଲ ଭାବେ ନିଦ ହେଉନଥାଏ ।

ସେମାନଙ୍କୁ ଆଜି ଆମେ ଏକ ବହୁତ ଭଲ ଉପାୟ ବିଷୟରେ କହିବାକୁ ଯାଉଛୁ । ତେବେ ଏଠାରେ ଆମେ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ । ସେଥିପାଇଁ ବୋଇତାଳୁ ମଞ୍ଜିର ଦରକାର ପଡିବ । ବୋଇତାଳୁ ମଞ୍ଜିରେ ଚୋପା ଥିଲେ ତାହା ହଳଦିଆ ଦେଖାଯାଇଥାଏ । ହେଲେ ତାହାର ଚୋପା ଛଡାଇବା ପରେ ତାହାର ରଙ୍ଗ ସବୁଜ ହୋଇଯାଇଥାଏ । ପ୍ରତିଦିନ ରାତିରେ1 ଗ୍ଳାସ ପାଣିରେ ଏହି ସବୁଜ ରଙ୍ଗର ବୋଇତାଳୁ ମଞ୍ଜିରୁ 1 ଚାମଚ ଭେଦାଇ ଦିଅନ୍ତୁ ।

ତାପରେ ସକାଳୁ ଉଠି ଫ୍ରେସ ହୋଇସାରିବା ପରେ ଆପଣ ଏହାକୁ ଖାଲି ପେଟରେ ସେବନ କରାନ୍ତୁ । ଏହାକୁ ଖାଇବା ସମୟରେ ସେହି ବୋଇତାଳୁ ମଞ୍ଜି ଗୁଡିକୁ ଭଲ ଭାବେ ଚୋବାଇ ଚୋବାଇ କରି ଖାଆନ୍ତୁ । ତାପରେ ପାଣି 1 ଗ୍ଳାସ ପିଇଦିଅନ୍ତୁ । ଏହାକୁ ଖାଇବା ଦ୍ଵାରା ଆପଣଙ୍କ ପେଟ ଥଣ୍ଡା ହୋଇଥାଏ । ରାତିରେ ନିଦ ମଧ୍ୟ ଭଲ ହୋଇଥାଏ ।

ଏଥିସହ ଶରୀରକୁ ଭିଟାମିନ-c ମିଳିପାରିଥାଏ । ଏହି ଉପାୟକୁ ଆପଣ 2 ରୁ 3 ଦିନ ପର୍ଯ୍ୟନ୍ତ କରିବେ । ଏହାଦ୍ବାରା ଆପଣଙ୍କୁ ବହୁତ ଭଲ ନିଦ୍ରା ଆସିଯିବ । ଏଥିସହ ଏହି ମଞ୍ଜିକୁ ନେଇ ଅନ୍ୟ ଏକ ଉପାୟ ମଧ୍ୟ କହିବୁ । ପ୍ରଥମେ ଏକ ତାୱା ବସାଇ ସେଥିରେ 2 ରୁ 3 ଚାମଚ ଏହି ମଞ୍ଜିକୁ ନେଇ 3 ରୁ 4 ମିନିଟ ଡ୍ରାଏ ରୋଷ୍ଟ କରିଦିଅନ୍ତୁ ।

ଧିମା ଆଞ୍ଚରେ ଏହାକୁ ଭାଜିବାକୁ ପଡିବ । ତାପରେ ସେହି ଭଜା ଯାଇଥିବା ମଞ୍ଜି ଗୁଡିକୁ ନେଇ କୌଣସି ଏକ ଡବାରେ ମଞ୍ଜି ଥଣ୍ଡା ହେବାପରେ ଭର୍ତ୍ତି କରି ରଖିଦିଅନ୍ତୁ । ଯେତେବେଳେ ଆପଣଙ୍କୁ ନିଦ ଆସୁନଥିବ । ସେତେବେଳେ ଆପଣ ଏହି ମଞ୍ଜିରୁ କିଛି ଚୋବାଇ କରି ଖାଇବା ସହ ପାଣି ପିଇଦିଅନ୍ତୁ । ତେବେ ବୋଇତାଳୁ ମଞ୍ଜିର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ଯଦି ଭିଟାମିନ-c ର ଅଭାବ ଥାଏ । ତାହା ପୂରଣ ହୋଇଯିବ ।

ଏହା ଛଡା ଏହାର ସେବନରେ ସୁଖନିଦ୍ରା ମଧ୍ୟ ହୋଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button