ଘରର ଏହି ଦିଗରେ ଭଗବାନ ଗଣେଶଙ୍କ ମୂର୍ତ୍ତି ରଖିଲେ, ସବୁ ବିଘ୍ନ ଦୂର ହୋଇଥାଏ… Vastu tips

ବନ୍ଧୁଗଣ ପ୍ରଭୁ ଗଣେଶଙ୍କୁ ସୁଖ, ସମୃଦ୍ଧି ଓ ସୌଭାଗ୍ୟର ଦେବତା ବୋଲି ବିବେଚନା କରାଯାଇଥାଏ । ଅନେକ ଲୋକ ନିଜ ନିଜର ମନୋସ୍କାମନା ପୂରଣ ପାଇଁ ଘରେ ଗଣେଶଙ୍କ ମୂର୍ତ୍ତି ସ୍ଥାପିତ କରିଥାନ୍ତି । ତେବେ ଘରେ ଗଣେଶଙ୍କର ମୂର୍ତ୍ତି ରଖିବାକୁ ବହୁତ ଶୁଭ ମାନାଯାଇଥାଏ । ହେଲେ ପ୍ରଭୁ ଗଣେଶଙ୍କର ମୂର୍ତ୍ତି ଘରର କେଉଁ ସବୁ ସ୍ଥାନରେ କେଉଁ କାର୍ଯ୍ୟ ପୂରଣ ପାଇଁ ରଖିଲେ ଫଳାଫଳ ଶୁଭ ହୋଇଥାଏ ଚାଲନ୍ତୁ ଆଲୋଚନା କରିବା ।
1- ଧଳା ରଙ୍ଗର ଗଣେଶ ମୂର୍ତ୍ତି ଅଧିକ ସୁଖ, ଶାନ୍ତି ଓ ସମୃଦ୍ଧିର ପ୍ରତୀକ ରୂପେ ବିବେଚିତ ହୋଇଥାନ୍ତି । କେବଳ ଧଳା ରଙ୍ଗର ମୂର୍ତ୍ତି ନୁହେଁ, ବଂର ଧଳା ରଙ୍ଗର ଫୋଟ ଲଗାଇବାକୁ ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ହେଲେ ଏଠାରେ ଆମେ କହି ରଖିବା ପାଇଁ ଚାହିଁବୁ ।
2- ଗଣେଶଙ୍କର ମୂର୍ତ୍ତିକୁ ଘରର ପୂର୍ବ ଓ ପଶ୍ଚିମ ଦିଗରେ ରଖିବା ଉଚିତ । ଘରର ପୂର୍ବ ଉତ୍ତର ଦିଗରେ ଗଣେଶଙ୍କର ମୂର୍ତ୍ତି ସ୍ଥାପନ ପାଇଁ ଭଲ ଦିଗ ବୋଲି ମାନାଯାଇଥାଏ । ଯଦି ଏହି ଦିଗରେ ଗଣେଶଙ୍କର ମୂର୍ତ୍ତି ରଖିବା ଉଚିତ ହେଉନାହିଁ । ତେବେ ପ୍ରଭୁ ଗଣେଶଙ୍କ ମୂର୍ତ୍ତିକୁ ଏପରି ଭାବେ ରଖନ୍ତୁ । ଯେଉଁଠାରେ ଆପଣ ପ୍ରାଥନା କରୁଥିବା ସମୟରେ ଉତ୍ତର ବା ପୂର୍ବ ଦିଗକୁ ସାମ୍ନା ହେଉଥିବ ।
3- ଶାସ୍ତ୍ର ଅନୁସାରେ ଘରେ କେବେନି ଗଣେଶଙ୍କ ମୂର୍ତ୍ତି ଦକ୍ଷିଣ ଦିଗକୁ କରି ରଖିବା ଉଚିତ ହୋଇନଥାଏ । 4- ଯେଉଁ ସ୍ଥାନରେ ଭଗବାନ ଗଣେଶଙ୍କର ମୂର୍ତ୍ତି ରଖୁଛନ୍ତି । ସେହି କାନ୍ଥଟି ବାଥରୁମ୍ ର ହୋଇନଥିବା ଆବଶ୍ୟକ । 5- ଗଣେଶଙ୍କ ମୂର୍ତ୍ତି ଆଗରେ ଗୋଟେ ଛୋଟ ପାତ୍ରରେ ଚାଉଳ ରଖିବାକୁ ବହୁତ ଶୁଭ ବୋଲି କୁହାଯାଇଥାଏ ।
6- ଏଥିସହ ଯଦି ଆପଙ୍ଘାରେ ଗଣେଶଙ୍କର ଠିଆ ହୋଇଥିବା ମୂର୍ତ୍ତି ରଖନ୍ତି । ତେବେ ଏହା ମଧ୍ୟ ଘର ପାଇଁ ଶୁଭଦାୟକ ହୋଇଥାଏ । 7- ପ୍ରଭୁ ଗଣେଶଙ୍କର ମୂର୍ତ୍ତିକୁ ବେଡ୍ ରୁମ୍ ରେ ଭୁଲରେ ବି ରଖନ୍ତୁ ନାହିଁ । ଯଦି କୌଣସି ପରିସ୍ଥିତି ଯୋଗୁ ଗଣେଶଙ୍କର ମୂର୍ତ୍ତିକୁ ନିଜ ବେଡ୍ ରୁମ୍ ରେ ରଖିବାକୁ ଚାହୁଁଛନ୍ତି । ତାହାକୁ ରୁମ୍ ର ଉତ୍ତର ପୂର୍ବ ଦିଗରେ ରଖିବା ଆପଣଙ୍କ ପାଇଁ ଭଲ ହେବ ।
ବାସ୍ତୁ ଅନୁସାରେ ଯେପରି କୌଣସି ବ୍ୟକ୍ତିଙ୍କ ପାଦ ମୂର୍ତ୍ତି ରହୁଥିବା ଦିଗକୁ ନରହିବା ଉଚିତ । ଯେଉଁ ବ୍ୟକ୍ତି ଏହି ସମସ୍ତ ନିୟମ ଉପରେ ଧ୍ୟାନ ରଖି ଗଣେଶ ପ୍ରଭୁକର ମୂର୍ତ୍ତି ନିଜ ଘରେ ରଖିବ । ସେହି ଘରର ଉନ୍ନତି ହୋଇବ ।