IBN ଓଡ଼ିଶା ବ୍ୟୁରୋ

ଲୁଣ ଡବାରେ ଏହି ଏକ ଜିନିଷ ଅନ୍ୟ ମାନଙ୍କ ନଜରରୁ ଲୁଚାଇ ଶୀଘ୍ର ରଖିଦିଅନ୍ତୁ, ତାପରେ ଘରେ ହେବ ଧନର ବର୍ଷା ! Vastu tips

ଲୁଣକୁ ସାଧାରଣତଃ ଆମେ ମାନେ ଖାଦ୍ୟକୁ ସ୍ଵାଦିଷ୍ଠ କରିବା ପାଇଁ ବ୍ୟବହାର କରିଥାଉ । ତେବେ ଲୁଣ କେବଳ ଖାଦ୍ୟକୁ ସ୍ଵାଦିଷ୍ଟ କରିନଥାଏ, ବଂର ଏହା ବ୍ୟକ୍ତିର ଭାଗ୍ୟକୁ ମଧ୍ୟ ଶକ୍ତିଶାଳୀ କରିଦେଇଥାଏ । ଯାହା ଦ୍ଵାରା ବ୍ୟକ୍ତିର ଶୋଇ ରହିଥିବା ଭାଗ୍ୟର ଉଦୟ ହେବ ସହ ସହ ବ୍ୟକ୍ତି ନିଜ ଜୀବନରେ ବହୁତ କିଛି ଉନ୍ନତି କରିଥାଏ । ସମୁଦ୍ରରୁ ଲୁଣର ଉତ୍ପତ୍ତି ହୋଇଥାଏ । ଯେହେତୁ ଧନର ଦେବୀ ମା’ ଲକ୍ଷ୍ମୀଙ୍କ ବାପା ଘର ହେଉଛି ସମୁଦ୍ର । ତେଣୁ ସମୁଦ୍ରରୁ ଜାତ ଲୁଣ ମଧ୍ୟ ମା’ ଲକ୍ଷ୍ମୀଙ୍କର ପସନ୍ଦ ହୋଇଥାଏ । ତେବେ ବାସ୍ତୁଦ୍ରୁଷ୍ଟିରୁ ଲୁଣକୁ କିପରି ଭାବେ ବ୍ୟବହାର କରିବା ଦ୍ଵାରା ଫାଇଦା ମିଳିଥାଏ ଚାଲନ୍ତୁ ଆଲୋଚନା କରିବା ।

1- ଘର ପୋଛିବା ସମୟରେ ପୋଛା ପାଇଁ ବ୍ଯବହ୍ରୁତ ପାଣିରେ 1 ଚାମଚ ଲୁଣ ମିଶା ସେହି ପାଣିରେ ଲୁଣ ପକାନ୍ତୁ । ଯାହା ଦ୍ଵାରା ଘରେ ଥିବା ଅନେକ ପ୍ରକାର ବାସ୍ତୁଦୋଷ କଟିଥାଏ । ଘର ଉପରେ ଥିବା ନଜର ଦୋଷ ମଧ୍ୟ ଦୂର ହୋଇଥାଏ ।

2- ଦିତୀୟ ଉପାୟରେ ଘରର ମୁଖ୍ୟଦ୍ଵାରର ଡାହାଣ ପଟେ ଏକ ନାଲି କପଡାରେ କିଛି ଲୁଣ ରଖି ବାନ୍ଧି ଦିଅନ୍ତୁ । ଏହି ଉପାୟକୁ କୃଷ୍ଣପକ୍ଷ ଚତୁର୍ଦ୍ଧଶୀ ତିଥିରେ କରନ୍ତୁ । ତାହାର ଏକ ମାସ ପରେ ଠିକ ସେହି ଦିନ ସେହି ଲୁଣର ପୁଟୁଳିକୁ କାଢି ସେହି ସ୍ଥାନରେ ଏକ ନୂଆ ଲୁଣ ପୁଟୁଲୀକୁ ଟାଙ୍ଗୀ ଦିଅନ୍ତୁ । ଏହି ଉପାୟକୁ ମାସ ମାସ କ୍ରମାଗତ ଭାବେ କିଛି ଦିନ କରିବା ଦ୍ଵାରା ଘରର ସମସ୍ତ ନକରାତ୍ମକ ଶକ୍ତି ଦୂର ହେବାକୁ ଲାଗେ । ଆର୍ଥିକ କ୍ଷେତ୍ରରେ ଲାଗି ରହୁଥିବା ବାଦବିବାଦ ଦୂର ହୋଇଯିବ । ଘରେ ମଧ୍ୟ ଶାନ୍ତିର ବାତାବରଣ ଦେଖାଯିବ ।

3- ତୃତୀୟ ଉପାୟରେ କିଛି ଲୁଣ ନେଇ କ କାଚ ବା ପ୍ଲାଷ୍ଟିକ ଡବାରେ ରଖି ଦିଅନ୍ତୁ । ତାପରେ ସେହି ଲୁଣ ମଧ୍ୟରେ ଏକ ଲବଙ୍ଗକୁ ରଖନ୍ତୁ । ତାପରେ ସେହି ଲୁଣ ଡବାକୁ ନେଇ ଟଙ୍କା ରଖୁଥିବା ଆଲମାରୀ, ଟ୍ରଙ୍କ, ସିନ୍ଧୁକ, ଟ୍ରେଜେରୀ ଅବା ଆପଣ ଯେଉଁ ସ୍ଥାନରେ ଟଙ୍କାପଇସା ରଖନ୍ତି । ସେହି ସ୍ଥାନରେ ନେଇ ରଖିଦିଅନ୍ତୁ ।

ଏହି ଉପାୟ କରିବା ଦ୍ଵାରା ଘରେ ଟଙ୍କାପଇସାର ସଞ୍ଚୟ ହେବ । ଅର୍ଥକୁ ନେଇ ସବୁବେଳେ ସମସ୍ଯା ଘରେ ଦେଖାଯିବ ନାହିଁ । ଘରେ ଲୁଣକୁ କେବେବି ସରିବା ପାଇଁ ଦିଅନ୍ତୁ ନାହିଁ । କି ଲୁଣକୁ ଅଯଥା ନଷ୍ଟ କରିକି ଫୋପାଡନ୍ତୁ ନାହିଁ ।

କାରଣ ଘରୁ ଲୁଣ ସରିଗଲେ, ଘରୁ ମା’ ଲକ୍ଷ୍ମୀ ଚାଲିଯାଇଥାନ୍ତି । ଲୁଣକୁ ସାବଧାନୀ ପୂର୍ବକ ବ୍ୟବହାର କରନ୍ତୁ । ଯେପରି ଘରର ଆର୍ଥିକ ଅବସ୍ଥା ଭଲ ରହିବ

Related Articles

Leave a Reply

Your email address will not be published. Required fields are marked *

Back to top button