IBN ଓଡ଼ିଶା ବ୍ୟୁରୋ

ଏହି ନାମର ପୁଅ ମାନଙ୍କୁ ଧନୀ ହେବାରୁ କେହି ମଧ୍ୟ ଅଟକାଇ ପାରନ୍ତି ନାହିଁ : ଏମାନଙ୍କ ଭାଗ୍ୟ ବହୁତ ଟାଣ ହୋଇଥାଏ ! Chanaky Niti

ବନ୍ଧୁଗଣ ଚାଣକ୍ୟନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତିଗ୍ରନ୍ଥ ଅଟେ । ଯାହା ଜୀବନକୁ ସୁଖମୟ ଓ ସଫଳମୟ ବନାଇବା ପାଇଁ ଉପଯୋଗ ମାଧ୍ୟମ ଦିଆଯାଇ ଅଛି । ମାନବ ସମାଜ ଜୀବନର ପ୍ରତ୍ଯେକ ବିଷୟର ବ୍ୟବହାରିକ ଶିକ୍ଷା ଦିଆଯିବା ଏହି ଗ୍ରନ୍ଥର ମୂଳ ଲକ୍ଷ ଅଟେ । ବନ୍ଧୁଗଣ ପ୍ରତ୍ଯେକଟି ନାମ ସେହି ବ୍ୟକ୍ତି ଉପରେ ଅନେକ ପ୍ରଭାବ ପକାଇଥାଏ । ବିଶେଷ କରି ସେହି ନାମର ପ୍ରଥମ ଅକ୍ଷର ସେହି ବ୍ୟକ୍ତି ଉପରେ ଅଧିକ ପ୍ରଭାବ ପକାଇଥାଏ । ତେବେ  ବନ୍ଧୁଗଣ ଏପରି 5 ଟି ନାମର ପୁଅଙ୍କ ବିଷୟରେ ଏଠାରେ କହିବାକୁ ଯାଉଛୁ । ଯେଉଁ ମାନେ ଜନ୍ମରୁ  ହିଁ କୋଟିପତି ବନିବାର ଭାଗ୍ୟ ନେଇକି ଆସିଛନ୍ତି ।

1- C ନାମର ଲୋକମାନଙ୍କର ଭାଗ୍ୟ ତାଙ୍କ ସପକ୍ଷରେ ବହୁତ ସମୟରେ ରହିଥାଏ । ଯାହା ଦ୍ଵାରା ଏହି ନାମର ଲୋକଙ୍କୁ ସଫଳତା ବହୁତ ଜଲ୍ଦି ମିଳିଯାଇଥାଏ । ଏମାନେ ଅଧିକାଂଶ ବ୍ୟବସାୟ ଭଳି କର୍ମରେ ନିଜକୁ ନିଯୋଜିତ କରିଥାନ୍ତି । ଏମାନେ ପର ଅଧୀନରେ ଖଟିବା ଅପେକ୍ଷା ନିଜ ବ୍ୟବସାୟରେ ନିଜେ ମାଲିକ ହେବାର ସ୍ଵପ୍ନ ଦେଖି ଆସିଥାନ୍ତି । ତେଣୁ ଏହି ଲୋକମାନେ ନିଜର ପରିଶ୍ରମ ବଳରେ ଧନୀ ହୋଇପାରିଥାନ୍ତି ।

2- H ନାମର ଲୋକମାନେ ଟଙ୍କା ପ୍ରତି ବହୁତ ଆକର୍ଷିତ ଥାନ୍ତି । ତେଣୁ ସେମାନେ କିଛି ନା କିଛି ରୋଜଗାର କରି ଟଙ୍କା ଅର୍ଜନ କରିବାର ଇଛା ରଖିଥାନ୍ତି । ଏମାନେ ନିଜକୁ ବହୁତ ଭଲ ପାଇଥାନ୍ତି । ନିଜର ସବୁ କାମ ଯଥା ସମୟରେ ସାରିବାକୁ ପସନ୍ଦ କରିଥାନ୍ତି । ଯାହା ଦ୍ଵାରା ଏମାନେ ଜୀବନରେ ବହୁତ ଶୀଘ୍ର ଉନ୍ନତି କରିପାରିଥାନ୍ତି ।

3- M ନାମର ଲୋକମାନେ ଜୀବନରେ ବହୁତ କର୍ମଠ ହୋଇଥାନ୍ତି । ଏମାନେ ବିଭିନ୍ନ ପ୍ରକାର କାର୍ଯ୍ୟରେ ନିଜକୁ ନିଯୋଜିତ କରି ରଖିଥାନ୍ତି । ତେଣୁ ଏମାନଙ୍କର ଧନ ଜନିତ ସମସ୍ଯାର ଅଧିକ ସାମ୍ନା କରିବାକୁ ପଡିନଥାଏ ।

4- S ଅକ୍ଷରର ନାମର ବ୍ୟକ୍ତି ବହୁତ କ୍ରିଏଟିଭ ମାଇଣ୍ଡର ହୋଇଥାନ୍ତି । ଏମାନେ ସବୁବେଳେ କିଛି ନା କିଛି ନୂଆ କରିବାକୁ ପସନ୍ଦ କରିଥାନ୍ତି । ଏମାନେ ନିଜର କ୍ଯାରିଅର ପ୍ରତି ଅଧିକ ଯତ୍ନବାନ ହୋଇଥିବା କାରଣରୁ ଏମାନଙ୍କୁ ତାଙ୍କ କ୍ଯାରିଅରରେ ସଫଳତା ନିହାତି ଭାବେ ମିଳିଥାଏ ।

5- V ନାମର ଲୋକମାନେ ମଧ୍ୟ ବ୍ୟବସାୟ କି ଚାକିରୀ କୌଣସି କ୍ଷେତ୍ରରେ ବି ମହୀର ହୋଇଥାନ୍ତି । ଯେଉଁ ବି କାମ ହେଉ ଏମାନେ ନିଜର ବେଷ୍ଟ ଦେଇ ସେହି କାର୍ଯ୍ୟକୁ କରିବାର ଇଛା କରିଥାନ୍ତି । ତେଣୁ ଏମାନେ ବହୁତ ଶୀଘ୍ର ଧନୀ ହେବାର ମଧ୍ୟ ସମ୍ଭାବନା ରହିଥାଏ । ଏମାନଙ୍କର କର୍ମ ସହିତ ଏମାନଙ୍କ ଭାଗ୍ୟ ମଧ୍ୟ ଏମାନକୁ ଧନୀ ବନାଇବାରେ ସାହାଜ୍ଯ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button