ନିଜ ପସନ୍ଦର ଝିଅକୁ ମନ କଥା କହିପାରୁନାହାନ୍ତି କି ! ତେବେ ଏହି ଉପାୟ କରନ୍ତୁ, ଝିଅ ନିଜେ ଆପଣଙ୍କୁ ଭଲ ପାଇବକୁ ବାଧ୍ୟ ହେବ…

ବନ୍ଧୁଗଣ କିଏ ଅବା ନିଜର ଏକ ସୁନ୍ଦର ଜୀବନ ସାଥିଟିଏ ଚାହିଁନଥାଏ । ବିଶେଷ କରି ସବୁ ପୁରୁଷ ନିଜ ନିଜ ମନ ପସନ୍ଦର ଏକ ଝିଅକୁ ପାଇବା ପାଇଁ ଓ ତାକୁ ନିଜର ଜୀବନସାଥି କରିବା ପାଇଁ ଇଛା ରଖିଥାନ୍ତି । ହେଲେ ଅନେକ ପୁଅଙ୍କର ସ୍ଵପ୍ନ ସେହି ସ୍ଵପ୍ନରେ ହିଁ ରହିଜାଇଥାଏ । ଯାହା ଫଳରେ ସେମାନେ ଗୋଟେ ଝିଅଙ୍କୁ ନିଜ ମନର କଥା କହିପାରିନଥାନ୍ତି । ଆଉ ନିଜ ଜୀବନରେ ପ୍ରେମ ନପାଇବା କାରଣରୁ ସେ ନିରାଶ ମଧ୍ୟ ହୋଇପଡିଥାଏ । ହେଲେ ଆଜି ଆପଣ ମାନେ ଜାଣିବାକୁ ପାଇବେ ।
ଯେ ଝିଅ ପଟେଇବାର କିଛି ଜବରଦସ୍ତ ଫାଇଦା ବିଷୟରେ ଯାହା ଏଠାରେ ଆଲୋଚନା କରିବୁ । ତେବେ ବନ୍ଧୁଗଣ ଏମିତି ବହୁ ଲୋକ ଅଛନ୍ତି । ଯେଉଁ ମାନେ ଝିଅ ମାନଙ୍କୁ ନିଜ ମନର କଥା କହିବା ତ ଦୂରର କଥା । ସେମାନେ ଝିଅଙ୍କୁ ଆଖି ଉଠାଇ ଭଲରେ ଚାହିଁ ମଧ୍ୟ ପାରିନଥାନ୍ତି । ଯାହା ଦ୍ଵାରା ସେମାନେ କୌଣସି ଝିଅ ସହ ଭଲରେ କଥା ହୋଇପାରିନଥାନ୍ତି କି ତାଙ୍କୁ ତାଙ୍କ ମନର କଥା କହି ମଧ୍ୟ ପାରିନଥାନ୍ତି ।
ତେବେ ଆପଣ ମାନେ ଅପମାର୍ଗ ଗଛ ବିଷୟରେ ନିହାତି ଭାବେ ଶୁଣିଥିବେ । ତେବେ ଅମାବାସ୍ୟାର ରାତି 12 ଟା ସମୟରେ ଏହି ଅପମାର୍ଗ ଗଛର ଚେରକୁ ଉପାଡି ଆଣନ୍ତୁ । ତାପରେ ଆପଣଙ୍କୁ କିଛି ଏହିପରି ମନ୍ତ୍ର ଜପ କରିବାକୁ ପଡିବ । ତେବେ ସେହି ଚମତ୍କାରୀ ମନ୍ତ୍ରଟି ହେଉଛି ଓଂ କାମଦେବାୟଃ ନମଃ । ଆପଣ ଏହି ମନ୍ତ୍ରଟିକୁ 3 ଥର ଜପ କରି ହାତରେ ଧରିଥିବା ସେହି ଗଛର ଚେରକୁ 3 ଥର ଫୁଙ୍କି ଦିଅନ୍ତୁ ।
ତାପରେ ସେହି ଚେରକୁ ନେଇ ବାଟି ଦିଅନ୍ତୁ । ତାପରେ ଏକ ମିଠା ପାନ ପ୍ରସ୍ତୁତ କରି ତାପରେ ସେହି ଚେରରୁ ବଟା ହୋଇଥିବା ପେଷ୍ଟରୁ ଅଳ୍ପ ଟିକିଏ ପାନରେ ପକାଇ ଦିଅନ୍ତୁ । ତାପରେ ଆପଣ ଯେଉଁ ଝିଅକୁ ପସନ୍ଦ କରୁଛନ୍ତି ଅର୍ଥାତ ଭଲ ପାଉଛନ୍ତି । ସେହି ଝିଅକୁ ନେଇ ଏହି ପାନକୁ ଖାଇବାକୁ ଦିଅନ୍ତୁ ।
ଯଦି ସେହି ଝିଅଟି ଆପଣ ଦେଇଥିବା ପାନକୁ ଖାଇଡିଏ । ତେବେ ଆପଣଙ୍କର କାମ ହୋଇଗଲା ବୋଲି ଜାଣନ୍ତୁ । ତାପରେ ସେହି ଝିଅ ଆପଣଙ୍କୁ ଭଲ ପାଇବା ସେହି ସମୟରୁ ହିଁ ଆରମ୍ଭ କରିଦେବ । ଉଭୟଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବା ସହ ଦୁହେଁ ଦୁହିଙ୍କୁ ନିଜର ମନର କଥା ଖୋଲି କହିପାରିବେ ।
ସେହି ଝିଅ ମଧ୍ୟ ଆପଣଙ୍କୁ ଛାଡି କେବେବି ଯିବନାହିଁ । ସବୁଦିନ ଆପଣଙ୍କୁ ହିଁ ଭଲ ପାଇବ ।