ରୋଷେଇ ଘରେ ବେଲଣା ସହ ବେଲଣା କାଠି ରଖିଥିଲେ, ଏହି କିଛି ବିଶେଷ କଥା ଅବଶ୍ୟ ଜାଣନ୍ତୁ ! ନଚେତ ଘରେ ଅଶାନ୍ତି ଦେଖାଦିଏ…

ରୋଷେଇ ଘରେ ଅନେକ ରୋଷେଇ ସହ ଜଡିତ ସାମଗ୍ରୀ ରହିଥାଏ । ଯାହା ରୋଷେଇ ସମୟରେ ଆମର ଆବଶ୍ୟକତାରେ ଆସିଥାଏ । ତେବେ ସେଥିମଧ୍ୟରୁ ବେଲଣା ପଟା ଓ ବେଲଣା କାଠି ରୋଷେଇ ଘରର ଏକ ମାତ୍ର ଯୋଡିଦାର ସାମଗ୍ରୀ ହୋଇଥାଏ । ତେବେ ବେଲଣା ଓ ତା’ ର କାଠିକୁ ନେଇ ଶାସ୍ତ୍ର ସମ୍ବଦ୍ଧୀୟ କିଛି ମହତ୍ଵପୂର୍ଣ୍ଣ କଥା ଏଠାରେ ଆଲୋଚନା କରିବାକୁ ଯାଉଛୁ ।ଯଦି ଆପଣଙ୍କ ଘରେ ରୁଟି ବେଲିବା ପାଇଁ ଏହି 2 ଟି ସାମଗ୍ରୀ ରହିଥାଏ । ତେବେ ଏଥିସହ ଯଦି କିଛି ନିୟମମନ ବିଷୟରେ ଅବଶ୍ୟ ଜାଣି ରଖନ୍ତୁ ।
1- ରୁଟି ବେଲିବା ସମୟରେ ବେଲଣା ପଟା ଯଦି ଠିକ ଭାବେ ଭୂମୀ ସହ ଲାଗିକି ରହିନଥାଏ । ତେବେ ସେଥିରୁ ଖଟଖଟ ଆବାଜ ବାହାରିଥାଏ । ଯାହା ପରିବାରର ସଦସ୍ୟଙ୍କ ସ୍ଵାସ୍ଥ ଉପରେ କୁପ୍ରଭାବ ପକାଇ ଥାଏ । ତେବେ ରୁଟି ବେଲିବା ସମୟରେ ଯେପରି ବେଲଣା ପଟା ଭୂମୀ ଉପରେ ଠିକରେ ରହିବା ସହ ସେଥିରୁ ଆବାଜ ବାହାରିନଥାଏ । ସେଥିଉପରେ ଧ୍ୟାନ ଦେବା ଆବଶ୍ୟକ ।
2- ବେଲଣା ଓ ତା’ ର କାଠି କାଠରେ ପ୍ରସ୍ତୁତ ହୋଇଥିବା ଆବଶ୍ୟକ । କାରଣ କାଠରୁ ନିର୍ମିତ ବେଲଣା କାଠି ଓ ପଟା ଘର ପାଇଁ ବହୁତ ଶୁଭ ହୋଇଥାଏ । ପ୍ଲାଷ୍ଟିକର ବେଲଣା ପଟା ଓ କାଠି ବ୍ୟବହାର ଘରର ସଦସ୍ୟଙ୍କ ପାଇଁ ଭଲ ହୋଇନଥାଏ । 3- ବେଲଣା କାଠିରେ ସିଧାସଳଖ କେବେବି ତେଲର ବ୍ୟବହାର କରି ବେଲନ୍ତୁ ନାହିଁ । ନଚେତ ଏହା ଦ୍ଵାରା ଘରକୁ ଅଶାନ୍ତି ଆସିଥାଏ ।
4- କାଠର ବେଲଣା ପଟା ସହ କାଠର ବେଲଣା କାଠିକୁ ହିଁ ବ୍ୟବହାର କରନ୍ତୁ । 2 ଟି ଅଲଗା ଅଲଗା ପଦାର୍ଥରୁ ନିର୍ମିତ ବେଲଣା ପଟା ଓ କାଠିକୁ ରୁଟି ବେଲିବା ପାଇଁ ବ୍ୟବହାର କରିବା ଅଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ଦରିଦ୍ରତା ଦେଖାଦେଇଥାଏ । ଏପରିକି ବିନା ବେଲଣା ପଟାକୁ ବ୍ୟବହାର କରି ବେଲଣା କାଠି ସାହାଜ୍ଯରେ ରୋଷେଇ ଘରର ସ୍ଲ୍ଯାବ ଉପରେ କୌଣସି ଜିନିଷ ବେଲନ୍ତୁ ନାହିଁ ।
5- ଆପଣଙ୍କ ଘରେ ଯେଉଁ ଆକାରର ରୁଟି ପ୍ରସ୍ତୁତ କରାଯାଉଥିବ । ସେହି ଆକାରର ବେଲଣା ପଟା ରୁଟି ବେଲିବା ପାଇଁ ପ୍ରୟୋଗ କରନ୍ତୁ । ନିଜ ଘରର ବେଲଣା ପଟା ଓ କାଠିକୁ ନିଜ ଘର ସଦସ୍ୟଙ୍କ ଛଡା ଅନ୍ୟ କାହାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ । ନଚେ ଏହା ଘରର ବାସ୍ତୁ ଉପରେ କୁପ୍ରଭାବ ପକାଇଥାଏ ।
ତେବେ ନିଜ ବେଲଣା ପଟା ଓ ବେଲଣା କାଠି ସମ୍ବଦ୍ଧରେ ଏହି କିଛି ନିୟମ ମାନି ରୁଟି ପ୍ରସ୍ତୁତ କରନ୍ତୁ ।