IBN ଓଡ଼ିଶା ଏକ୍ସକ୍ଲୁସିଭ୍

ନବରାତ୍ରୀରେ ଏହି ଏକ ଚମତ୍କାରୀ ବୃକ୍ଷର ଚେର ଘରକୁ ନେଇ ଆସନ୍ତୁ, ତାପରେ ଦେଖନ୍ତୁ….ଚମତ୍କାରୀ ବୃକ୍ଷର ଚମତ୍କାରୀତା !

ପବିତ୍ର ନବରାତ୍ରୀ ତଥା ଶାରଦୀୟ ଦୂର୍ଗା ପୂଜା ଅବସରରେ ଆପଣ ମାନଙ୍କୁ ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା ! ପବିତ୍ର ଦଶହରାର ପବିତ୍ର ଅବସରରେ ଆପଣଙ୍କ ଘରେ ଧନଧାନ୍ୟରେ ପୁରି ଉଠୁ । ଯଦି ଏହି ଦଶହରା ସମୟରେ ଆପଣ ନିଜ ଘରକୁ ଏକ ଚମତ୍କାରୀ ଗଛର ଚେରକୁ ଉପାଡି ନେଇ ଆସନ୍ତି । ତେବେ ଆପଣଙ୍କର ସମସ୍ତ ମନବାଞ୍ଛା ମା’ ନିହାତି ପୂରଣ କରିବେ । ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଏକ ଚମତ୍କାରୀ ଗଛ ବିଷୟରେ କହିବାକୁ ଯାଉଛୁ ।

ସେଥିରେ ଭଗବାନ ମହାଦେବ, ମା’ ଲକ୍ଷ୍ମୀ ଓ ପ୍ରଭୁ ଶନିଦେବଙ୍କର ବିଶେସ କୃପା ଦ୍ରୁଷ୍ଟି ରହିଥାଏ । ବହୁ ବଡ ବଡ ଅସମ୍ଭବ କାର୍ଯ୍ୟକୁ ଏହି ଗଛ ସମ୍ଭବ କରି ଦେଖାଏ । ଆପଣ ଇଛା କରୁଥିବା ସମସ୍ତ ମନବାଞ୍ଛା ମଧ୍ୟ ଏଘି ଗଛ ପୂରଣ କରିଥାଏ । ବଡ ବଡ ରୋଗ ତଥା ବିମାରୀକୁ ଏହି ଗଛର ପ୍ରୟୋଗ ଦ୍ଵାରା ମଧ୍ୟ ଭଲ କରିହୋଇଥାଏ । ଚୁମ୍ବକ ପରି ମଧ୍ୟ ଘରକୁ ଏହି ବୃକ୍ଷ ଟାଣି ଆଣିଥାଏ ।

ଏପରିକି ତନ୍ତ୍ରମନ୍ତ୍ର ଗୁଣୀ, ଗାରେଡି ଆଦି କାର୍ଯ୍ୟରେ ମଧ୍ୟ ଏହି ଗଛର ବହୁଳ ବ୍ୟବହାର କରାଯାଇଥାଏ । ଏହି ଚମତ୍କାରୀ ଗଛର ଏକ ଚମତ୍କାର ରହିଛି । ଯେ ଯେତେ କହିଲେ ମଧ୍ୟ ଏହା ସରିନଥାଏ । ତେବେ ଏଠାରେ ଆମେ ଆପଣଙ୍କୁ କହିବା ପାଇଁ ଚାହିଁବୁ । ଏହି ବିଶେଷ ବୃକ୍ଷର ନାମ ହେଉଛି ଅପମାର୍ଗ ଗଛ । ଏହି ଗଛର ଯେଉଁ ବୀଜ ରହିଥାଏ ।

ତାହାକୁ ଶନିବାର ଦିନ ଛିଡାଇ ଆଣି ଏକ ନାଲି କପଡାରେ ବାନ୍ଧିକି ରଖନ୍ତୁ । ଏହାପରେ ଶନି ଦେବତାଙ୍କ ନିକଟରେ ଏହି ନାଲି କପଡା ରଖି ଦେଇ ଶନିଦେବଙ୍କର ଚାଳିଶା 51 ଥର ପାଠ କରନ୍ତୁ । ଏହାପରେ ସେହି ନାଲି ପୁଟୁଳାକୁ ନେଇ ଏଭଳି ଏକ ଗୁପ୍ତ ସ୍ଥାନରେ ରଖନ୍ତୁ । ଯେଉଁଠାରେ କାହାର ମଧ୍ୟ ନଜର ପଡିବ ନାହିଁ । ଏହି ଉପାୟ କରିବାର କିଛି ଦିନ ପରେ ଦେଖିବା ପାଇଁ ଆପଣଙ୍କର ବହୁତ କିଛି ପରିବର୍ତ୍ତନ ହୋଇଯିବ ।

ବ୍ୟବସାୟୀ ମାନଙ୍କର ବ୍ୟବସାୟରେ ଲାଭ 2 ଗୁଣା ଅଧିକ ବଢିଯିବ । ଘର ଉପରେ ଖରାପ ଦ୍ରୁଷ୍ଟି ପକାଉଥିବା ଶତ୍ରୁ ମାନଙ୍କ କ୍ଷତି ଘଟିବ । ଚାକିରୀ ହୋଇପାରୁନଥିଲେ । ଚାକିରୀ କ୍ଷେତ୍ରରେ ଭଲ ଖୁସି ଖବର ଶୁଣିବାକୁ ପାଇବେ । ଯଦି ଏହି ନବରାତ୍ରୀ ସମୟରେ କୌଣସି ଏକ ଶୁକ୍ରବାର ଦିନ ଏହି ଗଛର ବୀଜ ତଥା ଫୁଲକୁ ଛିଡାଇ ଆଣି ନାଲି କପଡାରେ ବାନ୍ଧି ତାହା ଉପରେ ଅଳ୍ପ ସିନ୍ଦୁର ଲଗାଇଦେବେ ।

ତାହାପରେ ଆପଣଙ୍କର ଟଙ୍କା ରଖୁଥିବା ସ୍ଥାନରେ ମା’ ଲକ୍ଷ୍ମୀଙ୍କୁ ସ୍ମରଣ କରି ବିଶ୍ବାସର ସହ ରଖିବେ । ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button