କାହାର ନାମ ଭାବି ଗୋଟେ ଫୁଲ ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

ଦର୍ଶକ ବନ୍ଧୁ ଆପଣଙ୍କ ଲାଇଫ ପାର୍ଟନର କେମିତି ହୋଇଥିବେ, କଣ କରୁଥିବେ, କେଉଁ ଭଳି ସ୍ଵଭବା ବ୍ୟକ୍ତି ହୋଇଥିବେ ତାହା ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛୁକ ଥିବେ ଯଦି ଆପଣ କାହାକୁ ଲଭ କରୁଛନ୍ତି ତ ? ତେବେ ଆଜିର ସମୟରେ କାହାର ଗାର୍ଲଫ୍ରେଣ୍ଡ କି ବଏଫ୍ରେଣ୍ଡ ନାହି କହିଲେ ଭୁଲ ହେବ । ନିଶ୍ଚୟ ଆପଣ ବି କାହାକୁ ଜୀବନରେ ଲଭ କରୁଥିବେ ।

ଯଦି କରୁଛନ୍ତି ତେବେ ଆପଣଙ୍କ ସାଥିର ମନ କଥା ଜାଣିବାକୁ ଚାହୁଁ ଛନ୍ତି କି ? ସେଥିପାଇଁ ଆପଣଙ୍କୁ 3ଟି କାର୍ଡ ମଧ୍ୟ ରୁ କୌଣସି ଗୋଟେ ବାଛିବାକୁ ପଡିବ । ଯାହା ପରେ ଆପଣ ନିଜ ସାଥିଙ୍କ ମନର ହାଲ ଜାଣି ପାରିବେ । ତେବେ ଆପଣ ବାଛି ନେଲେ କାର୍ଡ । ଏବେ ଆସନ୍ତୁ ଜାଣିବା । 1- ଆପଣ ଯାହାଙ୍କ ପାଇଁ ପ୍ରଥମ କାର୍ଡ ଟି ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ପଜେଟିଭ ଭାବୁଛନ୍ତି ।
ସେ ଭାବୁଛନ୍ତି ବହୁତ ପଜେଟିଭ ଚେଞ୍ଜ ହେଉ । ଆପଣ ବହୁତ ପଜେଟିଭ ଚିନ୍ତାଧାରା ରେ ରହୁଛନ୍ତି । ଆପଣଙ୍କର ସମ୍ପର୍କ ତାଙ୍କ ସହ ରିଲେସନ ହେଉବା ବନ୍ଧୁତା ହେଉ ସେ ବହୁତ ପଜେଟିଭ ଅଛି । ଏବେ ଯାହା ବି ଚିନ୍ତାଧାରା ରହିଛି ତାହା କେବେ ଚେଞ୍ଜ ହେବ ନାହି । ତାଙ୍କ ମନରେ ଆପଣଙ୍କୁ ନେଇ ସନ୍ଦେହ ଥିଲା । ଯାହା ପାଇଁ ଆପଣଙ୍କ ଉପରେ ବିଶ୍ଵାସ କରୁ ନ ଥିଲେ । କିନ୍ତୁ ଏବେ ବହୁତ ଭଲ ଚିନ୍ତାଧାରା ରହିଛି ତାଙ୍କ ପାଇଁ ଆପଣଙ୍କ ମନରେ ।
2- ଆପଣ ଯଦି ଦ୍ଵିତୀୟ କାର୍ଡ ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କ ଆଡକୁ ଆସିବାକୁ ଚାହୁଁ ଛନ୍ତି । ସେ ଆପଣଙ୍କ ବିଷୟରେ ବହୁତ ଭାବୁଛନ୍ତି । ଆପଣ ଏମିତି ମଣିଷ ଯିଏ କି ପୁରା ପରଫେକ୍ଟ ଅଟନ୍ତି । ସେ ଆପଣଙ୍କର ଲଭ ପାର୍ଟନର ଅଟନ୍ତି । ଆପଣଙ୍କୁ ସେହି ନଜର ରେ ଆପଣଙ୍କୁ ଦେଖୁଛନ୍ତି । ତାଙ୍କ ଲାଇଫରେ ଯେମିତି ମଣିଷ ଦରକାର ସେଭଳି କ୍ଵାଲିଟି ଆପଣଙ୍କର ଠାରେ ଅଛି ।

ସେ ଆପଣଙ୍କୁ ଏମିତି ଏନର୍ଜି ରେ ଦେଖୁଛନ୍ତି ଯାହା କେବେ ଚେଞ୍ଜ ହେବ ନାହି । ସେ ଏମିତି ଅନୁଭବ କରୁଛନ୍ତି ଆପଣଙ୍କ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ଲଭ ପାର୍ଟନର ହୋଇଥିଲେ ନିଶ୍ଚୟ ଆପଣଙ୍କ ସହ କନେକ୍ଟ ହେବ । ଯଦି ଲାଇଫ ପାର୍ଟନର ହୋଇଥିବେ ତେବେ ଆପଣଙ୍କର ଏନଗେଜମେଣ୍ଟ ହୋଇ ସାରିଛି ।

3- ଯଦି ଆପଣ ତୃତୀୟ କାର୍ଡ ଚୟନ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଏହା ଭାବୁଛନ୍ତି ଆପଣଙ୍କ ମନରେ କଣ ଅଛି ସେ ଜାଣିଛନ୍ତି । ଆପଣ ଏମିତି ମଣିଷ ଯିଏ କି ସାଧୁ ସନ୍ଥ ଟାଇପର ଅଟନ୍ତି । ଆପଣଙ୍କ ଚିନ୍ତାଧାରା ପୁରୁଣା ରହିଛି । ଆପଣ ବହୁତ ସାଧାରଣ ମଣିଷ ଅଟନ୍ତି । ପ୍ରତେକ ଜିନିଷ କୁ ଆପଣ ବୁଝି ବିଚାରୀ କରନ୍ତି । ଆପଣ ଦେଖନ୍ତି ନାହି କି ତରବର ହୁଅନ୍ତୁ ନାହି । ସେ ଆପଣଙ୍କୁ ପୁରା ଅଲଗା ଦେଖୁଛନ୍ତି । ସେ ଯେମିତି ଆପଣଙ୍କୁ ଚାହୁଁଛନ୍ତି ଆପଣ ସେମିତି ଅଟନ୍ତି ।




