IBN ଓଡ଼ିଶା ବ୍ୟୁରୋ

ଦୂର୍ଗା ପୂଜାରୁ 5 ରାଶିର ଭାଗ୍ୟରେ ମହା ପରିବର୍ତ୍ତନ ! ମା’ ଙ୍କ କୃପାରୁ ସମସ୍ତ କାର୍ଯ୍ୟରେ ମିଳିବାକୁ ଯାଉଛି ସଫଳତା !

ଶରାଦୀୟ ଦୂର୍ଗା ପୂଜା ଅବସରରେ ଆପଣ ମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛି । ଏହି ପବିତ୍ର ଦୂର୍ଗା ପୂଜାରେ 12 ଟି ରାଶି ମାନଙ୍କ ମଧ୍ୟରୁ 6 ଟି ରାଶିର ଭାଗ୍ୟର ବଡ ପରିବର୍ତ୍ତନ ହେବାକୁ ଯାଉଛି । ମା’ ଦୂର୍ଗାଙ୍କର ଏହି 6 ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଅସୀମ କୃପା ବୃଷ୍ଟି ହେବା ପାଇଁ ଯାଉଛି । ଯେଉଁ କାରଣରୁ ଏହି ବ୍ୟକ୍ତିଙ୍କ ଭାଗ୍ୟରେ ଲଟେରୀ ଲାଗିବାକୁ ଯାଉଛି ବୋଲି ଜାଣିନିଅନ୍ତୁ । ତେବେ ଚାଲନ୍ତୁ ଆଉ ବିଳମ୍ବ ନକରି ସେହି 5 ଟି ମହତ୍ଵପୂର୍ଣ୍ଣ ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଆଲୋଚନା କରିବା ।

ତୁଳା ରାଶି;- ଏହି ରାଶି ଉପରେ ମା’ ଦୂର୍ଗାଙ୍କର ବିଶେଷ କୃପା ଦ୍ରୁଷ୍ଟି ରହିଛି । ଯେଉଁ କାରଣରୁ ଏହି ରାଶିରେ ଭଲ ପରିବର୍ତ୍ତନ ଆସିବା ପାଇଁ ଯାଉଛି । ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ପୂରଣ ହେବାକୁ ଯାଉଛି । ଘରେ ଶାନ୍ତି ତଥା ଖୁସିର ବାତାବରଣ ଦେଖିବାକୁ ମିଳିବ । ସାଙ୍ଗସାଥି ତଥା ବନ୍ଧୁପରିଜନ ମାନଙ୍କ ସହ ସମୟ ବିତାଇ ମନକୁ ପ୍ରଫୁଲ୍ଲିତ ରଖିବେ ।

କନ୍ୟା ରାଶି;- କନ୍ୟା ରାଶି ଉପରେ ମଧ୍ୟ ମା’ ଙ୍କର କୃପାର ବୃଷ୍ଟି ହେବା ପାଇଁ ଯାଉଛି । ଯେଉଁ କାରଣରୁ ଏମାନଙ୍କର ସ୍ଵପ୍ନ ବର୍ତ୍ତମାନ ପୂରଣ ହେବାକୁ ଯାଉଛି । ବିଦ୍ୟାର୍ଥୀ ମାନଙ୍କର ପାଠ ପଢା ପ୍ରତି ଆଗ୍ରହ ବଢିବ । ଘରକୁ କୌଣସି ଏକ ଖୁସି ଖୁସି ଖବର ଶୁଣିବାକୁ ମିଳିବ । ବ୍ୟବସାୟ ତଥା ଚାକିରୀ କ୍ଷେତ୍ରରେ ଲାଭାନ୍ଵିତ ରହିବେ ।

ମକର ରାଶି;- ସମାଜରେ ମାନ ସମ୍ମାନ ପ୍ରତିଷ୍ଠା କରିବେ । ସମସ୍ତଙ୍କ ଠାରେ ନିଜର ଭଲ ବ୍ୟବହାର ପାଇଁ ପ୍ରଶଂଷାର ପାତ୍ର ହୋଇପାରିବେ । ଧାର୍ମିକ କର୍ମରେ ଅଧିକ ମନନିବେଶ କରିବେ । ଆର୍ଥିକ ସ୍ଥିତି ମଜଭୁତ ହୋଇବ । ନିଜର କର୍ମ କରି ଚାଲନ୍ତୁ । ମା’ ଲକ୍ଷ୍ମୀଙ୍କ କୃପାରୁ ଜୀବନରେ ସଫଳତା ପାଇବେ ।

ମେଶ ରାଶି;- ଆପଣଙ୍କ ଭାଗ୍ୟରେ ମଧ୍ୟ ଖୁସିର ଦିନ ଆସିବା ପାଇଁ ଯାଉଛି । ମାନସିକ ବିଷାଦରୁ ନିଜକୁ ଦୂରେଇ ରଖି ମନକୁ ପ୍ରଫୁଲ୍ଲିତ କରି ରଖିବେ । ଘରେ ଅଭାବ ଅନାଟନ ଧୀରେ ଧୀରେ ଦୂର ହେବାକୁ ଯାଉଛି । ପ୍ରେମ ସମ୍ପର୍କରେ ମଧୁରତା ବଢିବ । ନୂତନ ମିତ୍ର ବନାଇବାର ଯୋଗ ବନୁଛି । ସନ୍ତାନ ପ୍ରାପ୍ତିର ଖୁସି ଖବର ମିଳିବ ।

କୁମ୍ଭ ରାଶି;- ସ୍ଵାସ୍ଥ ଅବସ୍ଥା ଭଲ ରହିବ । ଚାକିରୀ କ୍ଷେତ୍ରରେ ପ୍ରମୋଶନ ମିଳିପାରେ । ବ୍ୟବସାୟ କରୁଥିବା ଲୋକଙ୍କର ଲାଭ ଅଧିକ ବଢିଯିବ । ପରିବାର ସହ ଅଧିକ ସମୟ ବିତେଇବାର ସମୟ ପାଇବେ । ଘରକୁ ଅତିଥି ମାନଙ୍କର ଆଗମନ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button