ପ୍ରତ୍ଯେକ ଦିନ ସକାଳୁ ଘରେ ଏହି କାମ କରନ୍ତୁ, ମା’ ଲକ୍ଷ୍ମୀଙ୍କ କୃପାରୁ ଘରେ କେବେବି ଧନର ଅଭାବ ଦେଖାଯାଇନଥାଏ…Vastu Tips

ଜୀବନରେ ସୁଖରେ ରହିବା ପାଇଁ ହେଲେ ଶାସ୍ତ୍ରର ସମସ୍ତ ବିଧିବିଧାନ ନିୟମ ଗୁଡିକ ମଧ୍ୟ ପାଳନ କରି ଚଳିବା ଦରକାର ପଡିଥାଏ । ତେବେ ବନ୍ଧୁଗଣ କଥାରେ ଅଛି, ଯେଉଁ ଘରେ ମା’ ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ରହିଥାଏ । ସେହି ଘରେ କେବେବି ଧନର ଅଭାବ ରହିନଥାଏ । ସେହି ଘରର ସମସ୍ତ ବିପଦକୁ ମା’ ଲକ୍ଷ୍ମୀ ଦୂର କରିଥାନ୍ତି । ଏଥିସହ ସେହି ଘରେ ସଦା ସର୍ବଦା ସୁଖ ଶାନ୍ତି ବଜାୟ ରହିଥାଏ । ହେଲେ ଅନେକ ସମୟରେ ପରିବାରର ସମସ୍ତ ସଦସ୍ୟ ରୋଜଗାର କରିବା ପରେ ମଧ୍ୟ ଘରେ ଅଭାବ ଅନାଟଣ ଲାଗି ରହିଥାଏ ।
ଘରେ ପଇସାର ଅଭାବ କାରଣରୁ କଳହ ମଧ୍ୟ ନୀତି ଦିନ ଲାଗି ରହିଥାଏ । ଯେଉଁ କାରଣରୁ ଲୋକଙ୍କର ମାନସିକ ଚିନ୍ତା ଅଧିକ ବଢିଯାଇଥାଏ । ତେଣୁ ଘରେ ସୁଖ ସମୃଦ୍ଧି ବଢାଇବା ପାଇଁ ଚାହୁଁଥିଲେ । ଘରର ପ୍ରତ୍ଯେକଟି ବ୍ୟକ୍ତିଙ୍କୁ ଶାସ୍ତ୍ର ନିୟମର କିଛି ମହତ୍ଵପୂର୍ଣ୍ଣ କଥା ଉପରେ ଧ୍ୟାନ ଦେବା ପାଇଁ ହେବ । ବିଶେଷ କରି ଘରର ମହିଳା ମାନଙ୍କୁ ନିଜ ଘରର ଉନ୍ନତି କ୍ଷେତ୍ରରେ ନିଜ ଘରେ ଅଧିକ ଯତ୍ନବାନ ହେବାକୁ ପଡିବ ।
ଘରର ପ୍ରତ୍ଯେକଟି ମହିଳା ବ୍ରହ୍ମ ମୂହୁର୍ତ୍ତରୁ ଶଯ୍ୟା ତ୍ୟାଗ କରିନେବା ହିଁ ତାଙ୍କ ପାଇଁ ତଥା ତାଙ୍କ ପରିବାର ପାଇଁ ମଙ୍ଗଳଦାୟକ ଅଟେ । ତେବେ ଯଥା ଶୀଘ୍ର ନିଜର ନିତ୍ୟ କର୍ମ ସାରି ଘରର ସଫାସୁତୁରା ଉପରେ କାମ କରିବା ଦରକାର । ଏହାପରେ ତମ୍ବା ପାତ୍ରରେ କିଛି ଜଳ ନେଇ ଘରର ମୁଖ୍ୟ ଦ୍ଵାରରେ ସିଂଚନ କରନ୍ତୁ ।
କାରଣ କଥାରେ ଅଛି କି ! ସକାଳୁ ସକାଳୁ ମା’ ଲକ୍ଷ୍ମୀ ପୃଥିବୀ ପୃଷ୍ଠକୁ ଭ୍ରମଣ କରିବାକୁ ଆସିଥାନ୍ତି । ତେଣୁ ସର୍ବଦା ମହିଳା ସକାଳୁ ସକାଳୁ ହିଁ ନିଜ ଘର ତଥା ଘରର ମୁଖ୍ୟ ଦ୍ଵାରକୁ ଓଳାଇ ସଫା କରିନେବ ଉଚିତ । ଯେଉଁ ମହିଳା ନିଜ ଘରକୁ ଅସଜଡା ତଥା ପରିଷ୍କାର କରି ରଖିଥାଏ । ସେପରି ଘରକୁ ମା’ ଲକ୍ଷ୍ମୀ ତ୍ୟାଗ କରିଥାନ୍ତି । ତେଣୁ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ନିଜ ଘରର ପରିଷ୍କାର ଓ ପରିଚ୍ଛନତା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ ।
ଯେଉଁ କାରଣରୁ ଘରର ସୁଖ ସମୃଦ୍ଧି ବଢିବାକୁ ଲାଗିଥାଏ । ଏଥି ସହ ଘର ଉପରେ ମା’ ଲକ୍ଷ୍ମୀ ଙ୍କ କୃପା ରହିଥିବା ଯୋଗୁ ଘରର ସବୁବେଳେ ସୁଖ ଶାନ୍ତି ବଜାୟ ରହିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।