ନିଜ ଲଭରଙ୍କ feeling ଜାଣିବା ପାଇଁ ଚାହୁଁଥିଲେ… ବାଛି ନିଅନ୍ତୁ ଲଭରଙ୍କର ନାମର ପ୍ରଥମ ଅକ୍ଷର ! Love Quiz Game

ପ୍ରେମ ହେଉଛି ସତ୍ୟ, ଶାଶ୍ଵତ ଓ ଚିରନ୍ତନ । ଏହି ଦୁନିଆରେ କେହି ନା କେହି କାହା ପାଇଁ ତାଙ୍କ ଜୀବନସାଥି ରୂପେ ଗଢା ହୋଇଥାନ୍ତି । ତେବେ ଯଦି ଆପଣ କାହାକୁ ଭଲ ପାଉଥାନ୍ତି । ତେବେ ଆପଣ ନିଜର ଲଭରଙ୍କ ନାମର ପ୍ରଥମ ଅକ୍ଷର ଅନୁସାରେ ତାଙ୍କ ମନରେ ଥିବା ଭଲ ପାଇବା ଜାଣି ପାରିବେ । ତେବେ ଆପଣ ନିଜର ଗାର୍ଲଫ୍ରେଣ୍ଡ ବା ବୟଫ୍ରେଣ୍ଡର ନାମର ପ୍ରଥମ ଅକ୍ଷର ବାଛି ଦିଅନ୍ତୁ ।
a- ଆପଣଙ୍କ ଲଭରଙ୍କର ନାମର ପ୍ରଥମ ଅକ୍ଷର a ରୁ ଆରମ୍ଭ ହେଉଥିଲେ । ସେ ଆପଣଙ୍କୁ ବହୁତ ଭଲ ପାଇଥାନ୍ତି ।
b-ସେ ଆପଣଙ୍କ ହଁ କି ନା ଉତ୍ତରର ଅପେକ୍ଷାରେ ରହିଛନ୍ତି ।
c-ଏହି ପର୍ଶନ ଆପଣଙ୍କର ବହୁତ କେୟାର କରିଥାନ୍ତି ।
d-ଏହି ନାମର ବ୍ୟକ୍ତି ଆପଣଙ୍କୁ ପ୍ରକୃତ ପ୍ରେମ କରିଥାନ୍ତି ।
e-ଇଏ ଆପଣଙ୍କୁ ତାଙ୍କ ମନର କଥା କିଛି କହିବାକୁ ଚାହୁଁଛନ୍ତି ।
f-ଏହି ଲେଟରର ଲଭର ଆପଣଙ୍କ ସହ ଦେଖା କରିବାକୁ ଚାହୁଁଛନ୍ତି ।
g-ଆପଣଙ୍କୁ ଏହି ଲେଟରର ପ୍ରେମୀ ବହୁତ ଫୋଲୋ କରନ୍ତି ।
h-ଏହି ଅକ୍ଷରରୁ ଆରମ୍ଭ ପର୍ଶନ ଆପଣଙ୍କୁ ବହୁତ ପସନ୍ଦ କରନ୍ତି ।
i-ଏହି ବ୍ୟକ୍ତି ଆପଣଙ୍କ ସବୁଦିନ ପାଇଁ ରହିବା ପାଇଁ ଚାହୁଁଛନ୍ତି ।
j-ଇଏ ଆପଣଙ୍କୁ ପ୍ରପୋଜ କରିବାକୁ ଚାହୁଁଛନ୍ତି ।
k-ସେ ଆପଣଙ୍କ ବିନା ରହିପାରିବେ ନାହିଁ ।
l-ଏହି ବ୍ୟକ୍ତି ଆପଣଙ୍କୁ କିଛି ଗିଫ୍ଟ ଦେବାକୁ ଚାହୁଁଛନ୍ତି ।
m-ଏହି ବ୍ୟକ୍ତି ଆପଣଙ୍କୁ ଭଲ ପାଉଛନ୍ତି, ହେଲେ କିଛି କହି ପାରୁ ନାହାନ୍ତି ।
n-ସେ ଆପଣଙ୍କୁ ତାଙ୍କ ଜୀବନରୁ କେବେ ଦୂରେଇ ଦେବାକୁ ଚାହାନ୍ତି ନାହିଁ ।
o-ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି ।
p-ଆପଣଙ୍କ ଲଭର ଆପଣଙ୍କ ଉପରେ ବହୁତ ଭରଷା କରନ୍ତି ।
q-ଆପଣଙ୍କ ସହ ସେ କିଛି କଥା ହେବାକୁ ଚାହୁଁଛନ୍ତି ।
r-ଯଦି ଆପଣଙ୍କ ଲଭରଙ୍କ ନାମ ଏହି ଅକ୍ଷରର, ତେବେ ସେ ଆପଣଙ୍କ ପାଇଁ ସ୍ପେଶାଲ ଫିଲ୍ କରନ୍ତି ।
s-ସେ ସବୁଦିନ ଆପଣଙ୍କ ସହିତ ହିଁ ଅଛନ୍ତି ।
t-ଆପଣଙ୍କୁ ସବୁଦିନ ଏହି ବ୍ୟକ୍ତି ସମ୍ମାନ କରନ୍ତି ।
u-ସେ ଆପଣଙ୍କୁ ସବୁ ପ୍ରକାର ଖୁସି ଦେବାକୁ ଚାହୁଁଛନ୍ତି ।
v-ଆପଣ ତାଙ୍କ ପାଇଁ ବହୁତ ଖାସ୍ ଅଟନ୍ତି ।
w-ସେ ଆପଣଙ୍କୁ ତାଙ୍କ ନିଜ ପାଖରେ ସବୁବେଳେ ଦେଖିବାକୁ ଚାହାନ୍ତି ।
x-ଏହି ବ୍ୟକ୍ତି ଆପଣଙ୍କ ସାଥ୍ କେବେ ବି ଛାଡିବେ ନାହିଁ ।
y-ଏହି ବ୍ୟକ୍ତି ଆପଣଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି ।
z-ଏହି ବ୍ୟକ୍ତି ଆପଣଙ୍କର ସବୁ ସ୍ଵପ୍ନ ପୁରା କରିବାକୁ ଚାହୁଁଛନ୍ତି ।