Vastu Tips; – ଶନିବାର ଦିନ ଅଜାଣତରେ ବି କିଣନ୍ତୁ ନାହିଁ…. ଏହି 8 ଟି ଜିନିଷ ! ଏପରି ଭୁଲ କରୁଥିବା ବ୍ୟକ୍ତି ଉପରେ ପଡିଯାଏ ମହା ଶନିଦଶା !

ନମସ୍କାର ବନ୍ଧୁଗଣ , ଶନିବାର ଦିନ ଭୁଲରେ ବି କିଣନ୍ତୁ ନାହିଁ ଏହି ଆଠ ଟି ଜିନିଷ ନ ହେଲେ ଆପଣଙ୍କ ଉପରେ ପଡିଥାଏ ଶନିଙ୍କ ମହାଦଶା । ଶନିବାର ହେଉଛି ଶନିଦେବଙ୍କ ଦିନ ଏହି ଦିନରେ ଶନି ଦେବଙ୍କ ପ୍ରଭାବ ରହିଥାଏ ଏବଂ ଅନେକ ଲୋକେ ଏହି ଦିନ ସମସ୍ୟା ର ସମାଧାନ ପାଇଁ ଶନିଦେବଙ୍କୁ ପୂଜା କରିଥାନ୍ତି । ଶନିଦେବ ହେଉଛନ୍ତି ସୂର୍ଯ୍ୟଙ୍କ ସନ୍ତାନ ସୂର୍ଯ୍ୟଙ୍କ ଠାରୁ ଶନିଦେବଙ୍କ ପ୍ରଭାବ ଅଧିକ ରହିଥାଏ ।
ସମସ୍ତକ ରାଶିରେ ସୂର୍ଯ୍ୟ ଗୋଟେ ମାସ ପାଇଁ ଚନ୍ଦ୍ରଙ୍କ ଦୁଇ ମାସ ପଯ୍ୟନ୍ତ ମଙ୍ଗଳଙ୍କ ଦେଢ ମାସ ଯାଏ ବୁଧଙ୍କ ଏକ ମାସ ଏବଂ ଶୁକ୍ରଙ୍କ ଏକ ମାସ ପଯ୍ୟନ୍ତ , ବୃହସ୍ପତିଙ୍କ ତେର ମାସ ପଯ୍ୟନ୍ତ ଶନିଦେବଙ୍କ ଯେକୋଣସି ରାଶିରେ ଓଡେଇ ବର୍ଷ ରୁ ଆରମ୍ଭ କରି ସାଡେ ସାତ ବର୍ଷ ଯାଏ ରହିଥାନ୍ତି । ଜାତକର କୁଡଳି ଅନୁସାରେ ଶନି ଆସିବାର ତିନି ମାସ ପୂର୍ବରୁ ରାଶି ଉପରେ ପ୍ରଭାବ ଦେଖାଇବା ଆରମ୍ଭ କରିଥାଏ ।
ପ୍ରତେକ ମଣିଷ ର ଜୀବନରେ ଶନିଦେବ ତିନି ତୁ ଚାରି ଥର ଆସିଥାନ୍ତି । ବ୍ୟକ୍ତି ର ଗ୍ରହ ଅନୁସାରେ ଶନିଦେବ ଆସିଥାନ୍ତି ତେଣୁ ଶନିଦେବଙ୍କ ବକ୍ରୋ ଦୃଷ୍ଟିରୁ ବଞ୍ଚିବା ଦରକାର । ମୁଁ ଆଜି ଆପଣଙ୍କୁ ଆଠ ଟି ବସ୍ତୁ ବିଷୟରେ ଯାହାକୁ ଆପଣ ଶନିବାର ଦିନ ଭୁଲରେ ବି କିଣନ୍ତୁ ନାହିଁ । ପ୍ରଥମ ହେଉଛି ଲୁହା ଶନିବାର ଦିନ ଲୁହାର କୋଣସି ବସ୍ତୁ କିଣିବା ଉଚିତ୍ ନୁହେଁ ।
ବିକ୍ରମ ଆଦିତ୍ୟ ଶନି ଦେବକୁ ବସିବାକୁ ଲୁହାର ଆସନ ଦେଇଥିଲେ ଯାହା ଉପରେ ଶନିଦେବ ତାଙ୍କ କ୍ରୋଧ ଦ୍ରୁଷ୍ଟି ପକେଇ ଥିଲେ । ତେଣୁ କରି ଶନିବାର ଦିନ ଲୁହା ଜିନିଷ କିଣନ୍ତୁ ନାହିଁ ନଚେତ୍ ଆପଣଙ୍କ ଉପରେ ବି ପଡିଯାଇପାରେ ଶନିଦେବଙ୍କ କୁ ଦୁଷ୍ଟି । ଦ୍ଵିତୀୟ ରେ ଶନିବାର ଦିନ ଚମଡା ଜିନିଷ ଚପଲ , ପର୍ସ ଆଦି କିଣି ବେ ନାହିଁ । ଏହା କିଣିବା ଦ୍ଵାରା ଆପଣଙ୍କ ସଫଳତା ରେ ବାଧା ଆସିଥାଏ । ତୃତୀୟ ରେ ଶନିବାର ଦିନ ତେଲ ନା ଖାଇବା ତେଲ କିଣିକି ଆଣିବା ଅନୁଚିତ୍ ହୋଇଥାଏ ।
କାରଣ ତେଲ କିଣିବା ଦ୍ଵାରା ଘରେ କଷ୍ଟକର ପରିସ୍ଥିତି ସୃଷ୍ଟି ହୋଇଥାଏ । ଚର୍ତୁର୍ଥ ଶନିବାର ଦିନ କୋଣସି ପ୍ରକାରର ଇନ୍ଧନ ଏବଂ କୋଇଲା ଆଣିବା ଅନୁଚିତ୍ ଅଟେ । ପଞ୍ଚମ ହେଉଛି ଶନିବାର ଦିନ ଝାଡୁ କିଣି ବେ ନାହିଁ କାରଣ ଶନିବାର ଦିନ ଝାଡୁ କିଣି ଘରକୁ ଆଣିବା ଦ୍ଵାରା ଘରେ ଧନ ର ଅଭାବ ଦେଖାଯାଇଥାଏ । ଷଷ୍ଟ ଶନିବାର ଦିନ କଳା ରାଶି କୁ ଆଣିବେ ନାହିଁ । କାରଣ ଶନିବାର ଦିନ କଳା ରାଶିକୁ ଆଣିବା ଯାହା ଶନିଦେବଙ୍କୁ ଆଣିବା ଏକା କଥା ହୋଇଥାଏ ।
ସପ୍ତମ ଶନିବାର ଦିନ ଲୁଣ କିଣିବେ ନାହି ଏହି ଦିନ କିଣାଯାଇଥିବା ଲୁଣ ଘର କୁ ରୋଗ ନେଇକି ଆସିଥାଏ । ଶେଷ ହେଉଛି ଶନିବାତ ଦିନ କଳା କାଜଲ କିଣିବେ ନାହିଁ । ଶନିବାର ଦିନ ବିଶେଷ ରୂପରେ ଏହି ସବୁ ଜିନିଷ କିଣିବେ ନାହିଁ ।