IBN ଓଡ଼ିଶା ଏକ୍ସକ୍ଲୁସିଭ୍

ତୁଳସୀ ଗଛ ଘର ସମ୍ମୁଖରେ ରହିବା ଦ୍ଵାରା ଘର ଉପରେ କ’ ଣ ପ୍ରଭାବ ପଡିଥାଏ ? ଜାଣିନଥିଲେ…ନିହାତି ଥରେ ଜାଣନ୍ତୁ, Sadhu Vani

ନମସ୍କାର ବନ୍ଧୁଗଣ , ଏକ ଗୋତ୍ର ଏବଂ ଅଜାଙ୍କ କୁଳ ରେ କେବେ ବି ବିବାହ କରନ୍ତୁ ନାହିଁ । ପୁଅ ଏବଂ ଝିଅ ଙ୍କର ଏକ ଗୋତ୍ର ଥିଲେ ଏହା କ୍ଷତି କାରକ ହୋଇଥାଏ । ତେଣୁ ଏପରି ବିବାହ କରିବେ ନାହିଁ । ତୁଳସୀ ଗଛ କୁ ଘରୁ ବାହାରିବା ସମୟରେ ଘର ର ଡାହାଣ ପଟ ରେ ରଖିବା ଉଚିତ୍ ହୋଇଥାଏ । ମା ‘ ବୃନ୍ଦାବତୀଙ୍କ ପାଖରେ କେବେ ବି ଭଗବାନ ଶିବଙ୍କ ମୂର୍ତ୍ତି ବ ଫଟ କୁ କେବେ ବି ରଖିବେ ନାହିଁ ।

ମା ‘ ବୃନ୍ଦାବତୀଙ୍କୁ ରଖିବା ସ୍ଥାନ କୁ ସର୍ବଦା ସଫା ସୁତୁରା ରଖିବେ କାରଣ ଏହା ଶୁଭ ହୋଇଥାଏ । ରାତ୍ରି ସମୟରେ ଆମେ ଭୋଜନ କରିଥାଉ ସର୍ବଦା ମନେ  ରଖିବେ ଯେ ରାତି  ସମୟରେ କମ୍ ଖାଦ୍ୟ ଗ୍ରହଣ କରିବା ଉଚିତ୍ । ରାତି ରେ କମ୍ ପାଣି ପିଇବା ଉଚିତ୍ ହୋଇଥାଏ । ରାତି ବାରଟା ପରେ ଯେଉଁ ବ୍ୟକ୍ତି ଖାଦ୍ୟ ଖାଇଥାଏ ସେମାନଙ୍କୁ ସମ୍ମାନ ମିଳେ ନାହିଁ। ରାତି ବାରଟା ପରେ ଖାଦ୍ୟ ନିଷିଦ୍ଧ ଅଟେ ।

ତେଣୁ କେବେ ବି ଏହି ସମୟ ରେ ଖାଦ୍ୟ ଗ୍ରହଣ କରିବେ ନାହି । ଏହାକୁ ପାଳନ କଲେ ଆପଣଙ୍କ  ମଙ୍ଗଳ ହୋଇଥାଏ । ଯେଉଁ ନାରୀ ମାନଙ୍କ ହାତ ଲମ୍ବା ହୋଇଥାଏ , ପାଦ ଏ ଆଙ୍ଗୁଠି ଲାଗି ଲାଗି ରହିଥାଏ , କାନ ଈଷତ ଲାଲ ଦେଖା ଯାଉଥିବା , ପାଦର ତଳ ଭାଗ ଚିକ୍କଣ ହୋଇଥିବ ଏବଂ ଆଖି ଉପରେ କଳା ଯାଇ ଥିବ ଏହି ପଞ୍ଚୋଟି ଲକ୍ଷଣ ମଧ୍ୟ ରୁ ଯେକୋଣସି ଗୋଟେ ଲକ୍ଷଣ ଥିଲେ ମଧ୍ୟ  ସ୍ତ୍ରୀ ବହୁତ ଶୋଭାଗ୍ୟଶାଳୀ ହୋଇଥାନ୍ତି ।

ମହାଭାରତ ର ମହା ପ୍ରୟାଣ ପର୍ବ ରେ ଲେଖା ହୋଇଛି କି କୁକୁର କୁ ଯେଉଁମାନେ ପାଳନ୍ତି , ସେମାନଙ୍କୁ ସ୍ଵର୍ଗ ରେ ସ୍ଥାନ ମିଳିନଥାଏ । କିନ୍ତୁ ଆଜିକାର ଲୋକମାନେ କୁକୁର କୁ ଘରେ ରଖନ୍ତି କୁକୁର କୁ ରଖିବା  ଭୁଲ ଏହା ମୁଁ କହୁ ନାହିଁ , କିନ୍ତୁ ଆପଣ ଶୋଊଥିବା ସ୍ଥାନରେ ଖଟ ଉପରେ କୁକୁର କୁ ଶୁଆନ୍ତୁ ନାହିଁ ।ଯାହି ଆପଣଙ୍କ କୋଣସି କାମ ଆଜିଯାଏ ହେଉ ନାହିଁ , ଚାକିରୀ କ୍ଷେତ୍ର ରେ ଉଚ୍ଚ ଅଫିସର ଙ୍କ ଆଗରେ ଆପଣ କାମ ହେଇପାରୁନି ତେବେ ଆପଣ ପଚାଶ ଗ୍ରାମ ର ମିଶ୍ରି ଖଣ୍ଡ କୁ ଗୋଟିଏ ସ୍ଥାନରେ ରଖି ଦିଅନ୍ତୁ ।

ଦେଖିବେ ଆପଣଙ୍କ ରହିଯାଇଥିବା କାମ ଟି ହୋଇଯାଇଥାଏ । ଯଦି ଆପଣ ଶରୀର ର କହୁଣି ହାତ ପାଖ ରେ କଳା ଦାଗ ହୋଇଥାଏ ତେବେ ଆପଣ ଘର ତିଆରି ନଡିଆ ତେଲରେ କର୍ପୁର ଗୁଣ୍ଡ କରି ପକେଇ ଟିକେ ଉଷୁମ କରି ବତୋଲ ରେ ରଖି ସବୁ ଦିନ ଲଗାନ୍ତୁ ଦେଖିବେ ଆପଣଙ୍କ କଳା ଦାଗ କମି ଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button