ଦିନର ଏହି ସମୟରେ ମୁହଁରେ ବିରାଜ ହୋଇଥାନ୍ତି ମା’ ସରସ୍ଵତୀ ! ପାଟିରୁ ଯାହା ବାହାରେ ତାହା ହୋଇଯାଏ ସତ !

ନମସ୍କାର ବନ୍ଧୁଗଣ , ସମଗ୍ର ବିଶ୍ଵ ରେ ମଣିଷ ନିଜର ବୃଦ୍ଧି ବଳ ରେ ପୃଥିବୀରେ ଥିବା ଜୀବଜନ୍ତୁ ପ୍ରାଣୀ , ହିଂସ୍ରକ ପଶୁ ଙ୍କୁ ନିଜର ନିୟନ୍ତ୍ରଣ ରେ ରଖିଥାଏ । ଏହାର କାରଣ ହେଉଛି ଜ୍ଞାନ ପଶୁପକ୍ଷୀଙ୍କ ମଧ୍ୟରେ ଇଶ୍ଵର ଜ୍ଞାନ ହେଇନଥାନ୍ତି । କାରଣ ମଣିଷ ହେଉଛି ସର୍ବ ଶ୍ରେଷ୍ଟ ପ୍ରାଣୀ ତେଣୁ ତାଙ୍କୁ ଜ୍ଞାନ ପ୍ରଦାନ କରାଯାଇଛି । ଆମେ ସମସ୍ତେ ଜାଣିଛୁ ଯେ ଜ୍ଞାନ ର ଦେବୀ ହେଉଛନ୍ତି ମା ‘ ସରସ୍ଵତୀ ।
ମା’ ସରସ୍ଵତୀଙ୍କୁ ପୂଜା କରିବା ଦ୍ଵାରା ଆମେ ଜ୍ଞାନ ପାଇଥାଉ । ଆମ ଶାସ୍ତ୍ର ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ମା ‘ ସରସ୍ଵତୀ ବିଦ୍ୟା ରେ ବିଦ୍ୟମାନ ଏବଂ ସେ ଆମମାନଙ୍କ ଜିଭ ରେ ମଧ୍ୟ ବିରାଜମାନ ଅଟନ୍ତି । ତେଣୁ ମଣିଷ କୁ କଥା ବାର୍ତ୍ତା କରିବା ସମୟରେ ଭାବି ଚିନ୍ତି କହିବ ଉଚିତ୍ । କାରଣ ଅନେକ ସମୟରେ ଆମ ମୁଖ ରୁ ବାହାରିଥିବା ବିଷୟ ସତ୍ୟ ହେଇଥାଏ ।
ମଣିଷ ଜିଭ ରେ ଏତେ ଶକ୍ତି ଥାଏ ଯେ ସେ ଯାହା ବି କହେ ତାହା ହି ଜୀବନ ରେ ସଫଳ ହୋଇଥାଏ । ଆମେ ଶୁଣି ଥାଉ ଯେ ଏହି ବ୍ୟକ୍ତି ର ଜିଭ ଖରାପ ଅଟେ ସେ ବ୍ୟକ୍ତି ଯାହା ବି କହିଥାଏ ତାହା ସଫଳ ହୋଇଥାଏ । ଏହା ପଛରେ କାରଣ କଣ ହୋଇଥାଏ ଯେ ସେ ବ୍ୟକ୍ତି ଯାହା ବି କହିଥାଏ ଠିକ ସେହି ପରି ଘଟିଥାଏ ।
କାରଣ ଏହି କଥା ସତ୍ୟ ଅଟେ ଯେ ମା ‘ ସରସ୍ଵତୀ ମଣିଷ ର ଜିଭ ରେ ବିରାଜିତ ହୋଇଥାନ୍ତି ଏବଂ ଏହି ସମୟରେ ମଣିଷ ତାହାର ମୁଖ ରୁ ଯାହା ବି କହିଥାଏ , ତାହା ହିଁ ଘଟିଥାଏ । ଯଦି ବ୍ୟକ୍ତି ନିଜର ମୁଖ ରୁ ଭଲ କଥା କହେ ତାହା ତା ଜୀବନ ରେ ହୁଏ , ଯଦି ଅନାବଶ୍ୟକ ଖରାପ ଶବ୍ଦ ର ଉଚ୍ଚାରଣ କରେ ତାହା ହି ହୁଏ । ତେଣୁ ବ୍ୟକ୍ତିଙ୍କୁ କଥା କହିବା ପୂର୍ବରୁ ହଜାର ଥର ଭାବିବା ଉଚିତ୍ । ଏବେ ଆମେ ଜାଣିବା କେଉଁ ସମୟରେ ମା ‘ ସରସ୍ଵତୀ ଆପଣଙ୍କ ଜିଭ ରେ ରହିଥାନ୍ତି ।
ଶାସ୍ତ୍ର ଓ ଅନୁଭବ ଅନୁଯାୟୀ ଭୋର ସକାଳ ବ୍ରାଂହ ମୁହୁତ୍ତ 3: 10 ରୁ 3: 15 ମଧ୍ୟରେ ମା ସରସ୍ଵତୀ ଆପଣଙ୍କ ଜିଭ ରେ ରହିଥାନ୍ତି । ତେଣୁ ଏହି ସମୟରେ ଆପଣ ପ୍ରଥମେ ଧନ୍ୟବାଦ ଦେଇ ଆପଣଙ୍କ ଜୀବନ ରେ ଥିବା ଇଛା ବିଶ୍ଵାସ ର ସହିତ କହିବା ଦ୍ଵାରା ତାହା ସଫଳ ହୋଇଥାଏ ।
ଦ୍ଵିତୀୟ ସମୟ ହେଇଉଛି 3:20 ରୁ 3: 40 ମଧ୍ୟରେ ଆପଣ ନିଜର ସମସ୍ୟା ଦୁଃଖ ଦୂର ହେବା ପାଇଁ ବିନତି କରିପାରିବେ । ଏହି ଦୁଇଟି ନିଶ୍ଚିତ ଭାବରେ ଦେଖନ୍ତି ଏହାର ଭଲ ପ୍ରଭାବ ଆପଣଙ୍କ ଜୀବନ ରେ ପଡିଥାଏ ।