IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶରୀରରେ ଦେଖା ଯାଉଛି କି ଏହି ୧୧ ଲକ୍ଷଣ ! ଏପରି ସଂକେତ ମିଳିଲେ ଜାଣି ରଖନ୍ତୁ …ଆପଣଙ୍କର କିଡନୀ ହୋଇଯିବ ଖରାପ !

ନମସ୍କାର ବନ୍ଧୁଗଣ ,  ଆସନ୍ତୁ ଜାଣିବା ଶରୀରରେ  କିଡନୀ  ଖରାପ ହୁଏ  ଶରୀର ଆମ କୁ କେଉଁ ସବୁ ସଂକେତ ଦେଇଥାଏ । କିଡନୀ ଆମ ଶରୀରରେ ରକ୍ତ କୁ ସଫା କରିବାର କାମ କରିଥାଏ କରିଥାଏ ଏହା ସହିତ ବିପି କୁ ନିୟମିତ ରଖେ , ରକ୍ତ କୁ ତିଆରି କରେ । ଯଦି ଆପଣଙ୍କ ରକ୍ତ ରେ କୋଣସି ଆସୁବିଧା  ହେଇ କିଡନୀ  ଖରାପ ହୁଏ , ତେବେ ଆମକୁ ତୁରନ୍ତ ଲକ୍ଷଣ ଦେଖାଯାଇନଥାଏ ।

କାରଣ କିଡନୀ ଏ ଏମିତି କିଛି ଗୁଣ ରହିଥାଏ ଯାହା ଶରୀର କାର୍ଯ୍ୟ କୁ ସଠିକ ଭାବ ରେ କରିବାର ,   କିଡନୀ ଯଦି 70 – 80 % ଖରାପ ହେଇଯାଇଥାଏ । ଏହି ପରିସ୍ଥିତି ରେ ବ୍ୟକ୍ତି କୁ ବଞ୍ଚାଇବା କଷ୍ଟ ହୋଇଥାଏ , ତେଣୁ ଶୀଘ୍ର ଜାଣିବା ଦ୍ଵାରା ବ୍ୟକ୍ତି ବଞ୍ଚିବାର ସମ୍ଭାବନା ରହିଥାଏ । ଆସନ୍ତୁ ଜାଣିବା ଏହାର ସଂକେତ ଏବଂ ଲକ୍ଷଣ ସମ୍ବନ୍ଧରେ 1 – ଆପଣ ପରିସ୍ରା ଯିବା ସମୟରେ ପରିସ୍ରା ରେ ପ୍ରୋଟିନ ନିର୍ଗତ ହୋଇଥାଏ ଓ ଆପଣଙ୍କ ପରିସର ଦୁର୍ଗନ୍ଧ ଜନିତ ଓ ହଳଦିଆ ରଙ୍ଗ ର ହୋଇଥାଏ ।

ବ୍ୟକ୍ତି କୁ କେବେ ପରିସ୍ରା ରେ ଆସୁଥିବା ପରିବବର୍ତ୍ତନ କୁ ହାଲୁକା ରେ ନେବା କଥା ନୁହେ ଏହା ଶରୀର ରେ  କିଡନୀ ଖରାପ ହେବାର ସଂକେତ ଦେଇଥାଏ । 2 – ଶରୀର ରେ ପ୍ରୋଟିନ ରେ ଅଭାବ ହେତୁ ଆପଣଙ୍କୁ ଥକାପଣ , ମୁଣ୍ଡ ବିନ୍ଧା ଭଳି ଦୁର୍ବଳତା ଦେଖାଯିଥାଏ , ଏହା ମଧ୍ୟ ଏକ ଲକ୍ଷଣ ଅଟେ । 3 –   ଆପଣଙ୍କ ଶରୀର ର ପାଦ ପାଖ ରେ ଫୁଲିଯାଇଥାଏ , ସାମାନ୍ୟ ଚାଲିବା ଅଧିକ ସମୟ ବସିବା ଦ୍ଵାରା ପାଦ ଫୁଲିଯାଏ ତେବେ ଏହା ମଧ୍ୟ  କିଡନୀ ଖରାପ ହେବାର ସଂକେତ ଦେଇଥାଏ ।

4 –  କିଡନୀ ଖରାପ ହେବା ଯୋଗୁ ଆପଣଙ୍କୁ  ଚରମ ସମ୍ବନ୍ଧୀୟ ସମସ୍ଯା ଦେଖା ଯାଇଥାଏ । ଯଥା କୁଣ୍ଡେଇ ହେବା , ଲାକ ପଡିବା ଯେତେ ବି ଔଷଧ ର ସେବଣ ଜରିବା ଦ୍ଵାରା ମଧ୍ୟ ନ କମିନା ଆପଣଙ୍କୁ  କିଡନୀ ଖରାପ ହେବାର ସଂକେତ ଦେଇଥାଏ । 5-   ଆମ ଶରୀର ଋ ପ୍ରୋଟିନ ର ମାତ୍ରା କମି ଯିବା ହେତୁ ରକ୍ତ ରେ ସମସ୍ୟା ଦେଖାଯିଥାଏ ଓ ଆପଣଙ୍କୁ ନିଶ୍ଵାସ ନେବା ରେ ବାଧା ଦେଖାଯାଏ ।

6- ଆପଣ  ସଠିକ ପରିମାଣ ରେ ଖାଦ୍ୟ କହୁଥିବେ , ମାତ୍ର ଆପଣଙ୍କ ଓଜନ କମି ଯାଇଥାଏ । ଆପଣଙ୍କ ଶରୀର ଦୁର୍ବଳ ହୋଇଯାଇଥାଏ , ହାଡ ଦେଖାଯାଏ ଏହି ସବୁ  ପ୍ରୋଟିନ ଆଭାବ ଯୋଗୁ ଶରୀର ଦେଖାଯାଏ ଏହା ମଧ୍ୟ  କିଡନୀ ଖରାପ ହେବାର ସଂକେତ ଦେଇଥାଏ । 7- ହାଡ ରେ ଯନ୍ତ୍ରଣା ଆମେ ଖାଦ୍ୟ ରେ ଭିଟାମିନ – ଡି ଖାଇଥାଉ ମାତ୍ର ଭିଟାମିନ – ଡି କୁ ହାଡ ରେ ପହଞ୍ଚାଇବା ର  କାମ  କିଡନୀ କରିଥାଏ ।

ଯଦି  କିଡନୀ ରେ କିଛି ସମସ୍ଯା ହୁଏ ତେବେ ହାଡ କୁ ଭିଟାମିନ – ଡି ପହଞ୍ଚିନଥାଏ ଯାହା ଫଳରେ ଜଡ ବିନ୍ଧା ହୁଏ ଓ ଆମ  କିଡନୀ ଖରାପ ହୋଇଥାଏ । 8 – ଏନିମିଆ ହେଲେ ମଧ୍ୟ ଆମ କିଡନୀ ଖରାପ ହେନାର ସଂକେତ ଦେଇଥାଏ ।

9 –   ଗରମ ଦିନରେ ଆପଣଙ୍କୁ ଥଣ୍ଡା ଲାଗିଥାଏ ଓ ଆପଣଙ୍କ ଶରୀର ଥଣ୍ଡା ପଡେ ତେବେ ଏହା ମଧ୍ୟ କିଡନୀ ଖରାପ ର ସଂକେତ । 10 – ଯଦି ଆପଣ ରକ୍ତଚାପ ବଢିଥାଏ , ଅଧିକାଂଶ 40 % କିଡନୀ ଖରାପ ହେବା ପଛରେ ଉଚ୍ଚ ରକ୍ତଚାପ ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button