IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆପଣଙ୍କ ଶରୀରର ଅଙ୍ଗ ହିଁ କୁହେ, ଆପଣଙ୍କ ଭାଗ୍ୟ ଓ ଭବିଷ୍ୟ ! ଜାଣନ୍ତୁ ଆପଣ କେତେ ଭାଗ୍ୟଶାଳୀ ? Bishnu purana

ନମସ୍କାର ବନ୍ଧୁଗଣ, ଭଗବାନ ଏହି ସଂସାରରେ ଅନେକ ପ୍ରକାର ଲୋକା ଅଛନ୍ତି ଆଉ ସମସ୍ତଙ୍କ ସ୍ଵଭାବ ମଧ୍ୟ ଭିନ୍ନ ଭିନ୍ନ ତେଣୁ ଜଣେ ଜଣଙ୍କ ସହ ନିଜକୁ ଖାପ ଖୁଆଇବା ପାଇଁ ସର୍ବ ପ୍ରଥମେ ଚେଷ୍ଟା କରିଥାଏ ସାମ୍ନା ବାଲା ମାନିଶର ସ୍ଵାଭାବକୁ ଜାଣିବାକୁ । ଆଉ ଏହା ବହୁତ ସହଜ ଅଟେ । କାରଣ ଭଗବାନ ବ୍ରହ୍ମା ଜଣାଇଛନ୍ତି ମଣିଷର ଶରୀରର ଅଙ୍ଗରୁ ଆପଣ କିଭଳି ସେହି ମଣିଷର ସ୍ଵାଭାବର ପରିଚୟ ପାଇପାରିବେ । ଖା କରି ପୁରୁଷଙ୍କର କିଛି ଅଙ୍ଗ ଜଣାଇଥାଏ ସେମାନଙ୍କ ସ୍ଵାଭାବ ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ପାଦ: ଯଦି କୌଣସି ପୁରୁଷଙ୍କ ପାଦର ବୁଢା ଆଙ୍ଗୁଠି ପାଖ ଆଙ୍ଗୁଠି ବଡ ହୋଇଥାଏ ତେବେ ସେହି ପୁରୁଷ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଯଦି କୌଣସି ପୁରୁଷଙ୍କ ପାଦ ଭରପୁର, କୋମଳ ଏବଂ ଲାଲ ହୋଇଥାଏ କିମ୍ବା ଯାହା ପାଦରେ ଝାଳ ଆସିନଥାଏ ସେମାନେ ସମସ୍ତ ସୁଖ ସୁବିଧା ପ୍ରାପ୍ତ କରିବା ବାଲା ହୋଇଥାନ୍ତି ।

ଏଭଳି ଲୋକ ବହୁତ ଆରମରେ ନିଜ ଜୀବନକୁ ଅତିବାହିତ କରିଥାନ୍ତି । ଯଦି କୌଣସି ପୁରୁଷର ଆଙ୍ଗୁଠି ବହୁତ ମୋଟା ହୋଇଥାଏ ତେବେ ସେମାନଙ୍କୁ ଭାଗ୍ୟର ସାଥ ମିଳିନଥାଏ । ସେହିଭଳି ଯଦି କୌଣସି ପୁରୁଷଙ୍କ ପାଦ ଧଳା ହୋଇଥାଏ, ଶୁଖିଲା ଏବଂ ବଙ୍କାଟଙ୍କା ନଖ ହୋଇଥାଏ ଏହା ସହିତ ଆଙ୍ଗୁଠିର ଗଠନ ମଧ୍ୟ ବଡ ସାନ ହୋଇଥାଏ ତେବେ ଏଭଳି ଲୋକ ସବୁବେଳେ ଅସୁବିଧାର ସାମ୍ନା କରିଥାନ୍ତି ।

ଏମାନଙ୍କ ଜୀବନରେ ସବୁବେଳେ ଧନର ଅଭାବ ରହିଥାଏ । ଯେଉଁ ପୁରୁଷଙ୍କ ଜଙ୍ଘ ଲମ୍ବା ଏବଂ ମୋଟା ହୋଇଥାଏ ସେମାନଙ୍କ ସାଥ ସର୍ବଦା ସେମାନଙ୍କ ଭାଗ୍ୟ ଦେଇଥାଏ। ମଜବୁତ ଜଙ୍ଘ ଥିବା ପୁରୁଷ ଧନ ଜନ ସମସ୍ତ ସୁଖ ହାସଲ କରିଥାନ୍ତି । ପେଟ:- ଯଦି କୌଣସି ପୁରୁଷଙ୍କ ପେଟ ଭରି ରହିବା ଭଳି ଦେଖାଯିବା ସହ ସିଧା ଏବଂ ଗୋଲ ହୋଇଥାଏ ସେହି ଲୋକ ସମସ୍ତ ସୁଖ ପ୍ରାପ୍ତ କରିଥାନ୍ତି । ଯେଉଁ ଲୋକମାନଙ୍କ ପେଟ ଲମ୍ବା ଏବଂ ପତଳା ଦେଖାଯାଇଥାଏ ସେମାନଙ୍କୁ ଗରିବୀର ସାମ୍ନା କରିବାକୁ ପଡିଥାଏ ।

ନାଭି: ଯେଉଁ ପୁରୁଷଙ୍କ ନାଭି ଚଉଡା ଗୋଲ ଏବଂ ଛୋଟ ହୋଇଥାଏ ସେମାନେ ସୁଖୀ ହୋଇଥାନ୍ତି । ଯେଉଁ ପୁରୁଷଙ୍କ ନାଭି ଅଣ୍ଟା ସାମ୍ନାରେ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଛାତି:- ଯେଉଁ ପୁରୁଷଙ୍କ ଛାତିରେ ବହୁତ ଚୁଟି ରହିଥାଏ ସେମାନେ ଧନବାନ ହୋଇଥାନ୍ତି ।

କାନ:- ଯାହାର କାନ ବଡ ହୋଇଥାଏ ସେମାନେ ରାଜା ସମାନ ଭାଗ୍ୟଶାଳୀ ହୋଇଥାନ୍ତି । ଚେପେଟା କାନ ହୋଇଥିବା ବ୍ୟକ୍ତି ବହୁତ କଷ୍ଟ ପାଇଥାଏ । ଛୋଟ କାନ ଥିବା ବ୍ୟକ୍ତି ବହୁତ କଞ୍ଜୁସ ହୋଇଥାନ୍ତି । ଏବଂ ଯାହାର କାନ ସାରା ଚୁଟି ରହିଥାଏ ସେମାନେ ଦୀର୍ଘଜୀବୀ ହୋଇଥାନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button