IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବାଛନ୍ତୁ ଯେ କୌଣସି ଗୋଟିଏ ବ୍ରେସଲେଟ ଓ ଜାଣନ୍ତୁ ସେ ନିଜ ସାଙ୍ଗଙ୍କୁ ଆପଣଙ୍କ ବିଷୟରେ କଣ କୁହନ୍ତି ? Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ନମ୍ବର କୁଇଜ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଂକୁ ନମ୍ବର ଅନୁସାରେ କିଛି ବ୍ରେସଲେଟ ର ଚିତ୍ର ଦେଖାଇବୁ

ଏବଂ ଆପଣଂକୁ ଏହି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ନମ୍ୱର ବ୍ରେସଲେଟ କୁ ବାଛିବାକୁ ପଡ଼ିବ । ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ନମ୍ବର ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କ ପାର୍ଟନର ଅନ୍ୟ ଙ୍କୁ ଆପଣଙ୍କ ସମ୍ବନ୍ଧରେ କଣ କୁହନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ବ୍ରେସଲେଟ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ କୁ ବାଛିବା କୁ ପଡ଼ିବ । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ନମ୍ବର ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ନମ୍ବର ବ୍ରେସଲେଟ ଅନୁସାରେ ଆପଣଙ୍କ ପାର୍ଟନର ଆପଣଙ୍କ ବିଷୟରେ ଅନ୍ୟ ଙ୍କୁ କଣ କୁହନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ରେ ଥିବା ବ୍ରେସଲେଟ ସମ୍ବନ୍ଧରେ । ଯଦି ଆପଣ ପ୍ରଥମ ନମ୍ବର ରେ ଥିବା ବ୍ରେସଲେଟ କୁ ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ଅନ୍ୟକୁ ଆପଣଙ୍କ ସମ୍ବନ୍ଧରେ କୁହନ୍ତି ଯେ, ଆପଣ ବହୁତ ଆଟ୍ରାକ୍ଟିଭ,ସଫା ହୃଦୟ ଏବଂ ପରିଶ୍ରମୀ ଅଟନ୍ତି । ସେ ଆପଣଙ୍କୁ ବହୁତ ସମ୍ମାନ କରନ୍ତି ।

୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ନମ୍ବର ୨ ରେ ଥିବା ବ୍ରେସଲେଟ ସମ୍ବନ୍ଧରେ । ଯଦି ଆପଣ ଦ୍ଵିତୀୟ ନମ୍ବର ରେ ଥିବା ବ୍ରେସଲେଟ କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କ ସମ୍ବନ୍ଧରେ ଅନ୍ୟ ଙ୍କୁ କୁହନ୍ତି ଯେ, ଆପଣ ଜଣେ ରଙ୍ଗୀନ ମିଜାଜ୍ ର ବ୍ୟକ୍ତିତ୍ବ ଅଟନ୍ତି ଏବଂ ଆପଣ ନିଜ ଜୀବନକୁ ମୁକ୍ତ ଆକାଶ ଭଳି ବଂଚିବାକୁ ପସନ୍ଦ କରନ୍ତି । ଏହି କାରଣରୁ ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି ।

୩. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର୩ ରେ ଥିବା ବ୍ରେସଲେଟ ସମ୍ବନ୍ଧରେ । ଯଦି ଆପଣ ତୃତୀୟ ନମ୍ବର ରେ ଥିବା ବ୍ରେସଲେଟ କୁ ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କ ସମ୍ବନ୍ଧରେ ଅନ୍ୟ କୁ କୁହନ୍ତି ଯେ ଆପଣଙ୍କ ହୃଦୟ ସୁନା ଭଳି ଅଟେ । ଆପଣ ସମସ୍ତଙ୍କ ଇଜ୍ଜତ କରନ୍ତି । ଆପଣଙ୍କ ଏହି ଗୁଣ ଅନ୍ୟ ଙ୍କ ଠାରୁ ଆପଣଙ୍କୁ ଭିନ୍ନ ବନାଇଥାଏ ।

୪. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର୪ ରେ ଥିବା ବ୍ରେସଲେଟ ସମ୍ବନ୍ଧରେ । ଯଦି ଆପଣ ଚତୁର୍ଥ ନମ୍ବର ରେ ଥିବା ବ୍ରେସଲେଟ କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କ ସମ୍ବନ୍ଧରେ ଅନ୍ୟ କୁ କୁହନ୍ତି ଯେ ଆପଣ ବହୁତ ରୋମାଣ୍ଟିକ ଅଟନ୍ତି ଏବଂ ଆପଣ ଜୀବନ ରେ ରିସ୍କ ନେବାକୁ ପସନ୍ଦ କରନ୍ତି । ଆପଣଙ୍କ ଏହି ଗୁଣ ତାଙ୍କୁ ବହୁତ ଖାସ ଲାଗିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button