IBN ଓଡ଼ିଶା ବ୍ୟୁରୋ

କେଉଁ ଦିନ କେଉଁ ପରିବା ଖାଇଲେ ଶତ୍ରୁ ବୃଦ୍ଧି ହେବା ସହିତ ଧନ ଏବଂ ଆୟୁ ନାଶ ହୋଇଥାଏ କେଉଁ ଦିନ ତାଳ, ମସୁର ଡାଲି, ବିରି, ପୋଇ, କୋଶିଳା ଶାଗ, ନିମ୍ବ ଖାଇବା ମନା …?

ନମସ୍କାର ବନ୍ଧୁଗଣ ,  ଶାସ୍ତ୍ର ରେ କୁହାଯାଇଥିବା ନିୟମ ଗୁଡିକୁ ପାଳନ କରିବା ଦ୍ଵାରା ଲୋକମାନଙ୍କର ମଙ୍ଗଳ ସାଧନ ହୋଇଥାଏ । ଶାସ୍ତ୍ର ରେ କୁହାଯାଇଥିବା ବିଷୟ ସବୁ ଲୋକମାନଙ୍କ ହିତ ଉଦେଶ୍ୟ ରେ ଲେଖାଯାଇ ଅଛି । ଏହା କୁ ପାଳନ କରିବା ଦ୍ଵାରା ମଣିଷ ଜୀବନରେ ଧନ , ସୁଖ , ସମବୃଦ୍ଧି ଆଦି କୁ ପ୍ରାପ୍ତ କରିଥାଏ । ମଣିଷ ତା ‘ ଜୀବନ ରେ ଅନେକ ଗୁଡାଏ ଜିନିଷ ର ସେବନ କରିଥାଏ , ମାତ୍ର ତାହାକୁ ଖାଇବା ହେତୁ କଣ ଘଟିଥାଏ ତାହା ସିଏ ଜାଣିନଥାଏ । ଆଜି ଆମେ ଆପଣମାନଙ୍କ ଆଗକୁ ଏକ ସୁନ୍ଦର ବିଷୟ ଯାହା ସମ୍ବନ୍ଧରେ ଆମେ ଅଧିକାଶ ଜାଣିନଥାଉ ।

ମାତ୍ର ଏହା ମାଧ୍ୟମରେ ଆପଣଙ୍କୁ କହିବୁ ଓ ଆପଣ ସେହି ସବୁ  ଠାରୁ ଦୂରରେ ରହିବା ଉଚିତ୍ ହୋଇଥାଏ । ସନାତନ ଧର୍ମ ଶାସ୍ତ୍ରରେ କହିବା ବିଷୟ କୁ ନେଇ ବର୍ଣ୍ଣନା କରାଯାଇଛି । କେଉଁ ସବୁ ଜିନିଷ କୁ ଖାଇବା ଉଚିତ୍ ଓ ବାରଣ କରିଥିବା ଜିନିଷ କୁ ଖାଇବା ଦ୍ଵାରା କଣ ଘଟିଥାଏ । ଶାସ୍ତ୍ର ଅନୁସାରେ ଶୁକ୍ଳ ପକ୍ଷ ତିଥି ରେ ପାଣି କଖାରୁ ଖାଇବାକୁ ବାରଣ କରାଯାଇଥାଏ । କାରଣ ଏହି ତିଥି ରେ ତାହାକୁ ଖାଇବା ଦ୍ଵାରା ଧନର କ୍ଷୟ ହୋଇଥାଏ ।

ଦ୍ଵିତୀୟ ତିଥି ରେ ବେଜି ବାଇଗଣ ଖାଇବା ଦ୍ଵାରା ଚରମ ସମ୍ବନ୍ଧୀୟ ସମସ୍ୟା ହେବାର ସମ୍ଭାବନା ରହିଥାଏ । ତୃତୀୟା ତିଥିରେ ପୋଟଳ ଖାଇବାକୁ ବାରଣ କରାଯାଇଥାଏ । ଯଦି ଆପଣ ଏହି ତିଥି ର୍ରେ ପୋଟଳ କୁ ଖାଇଥାନ୍ତି ତେବେ ଶତ୍ରୁ ପୀଡା ବା ଶତ୍ରୁ ର ସମସ୍ୟା କୁ ଭୋଗିବାକୁ ପଡିଥାଏ । ଚତୃଥି ତିଥି ରେ ମୂଳା କୁ ଖାଇଥାଉ ତେବେ ଧନ ର ନାଶ ହୁଏ ।

ପଞ୍ଚମୀ ତିଥି ରେ ବେଳ ଓ ପଣସ ଖାଇବାକୁ ମନା କରାଯାଇଛି , ମାତ୍ର ଯଦି ଆମେ ଏହାକୁ ଖାଇଥାଉ ତେବେ ମାନ ସମ୍ମାନ ଓ ଯଶ ର ହାନି ହୋଇଥାଏ । ନିମ୍ବ  ଖାଇବାକୁ ମନା କରନ୍ତୁ କାରଣ ପରବତ୍ତୀ ଜନ୍ମ ରେ ଆମେ ନୀଚ ହୋଇ ଜନ୍ମ ଗ୍ରହଣ କରିଥାଉ । ସପ୍ତମ ତିଥି ରେ ତାଳ ଖାଇବା ଅନୁଚିତ୍ ଓ ଏହା ଦ୍ଵାରା ଗଭୀର ରୋଗ ହେବାର  ସମ୍ଭାବନା ରହିଥାଏ । ଶାସ୍ତ୍ର ଅନୁସାରେ ଅଷ୍ଟମ ତିଥି ରେ ଆମେ ନଡିଆ ଓ ଆମିଷ ଖାଇଥାଉ ତେବେ ଆମେ ବୃଦ୍ଧି ନାଶ ହୁଏ ।

ନବମୀ ତିଥି ରେ ଲାଉ ଓ  ଦଶମୀ ତିଥିରେ କଳମ ଶାଗ ଖାଇବା ଅନୁଚିତ୍ ହୋଇଥାଏ । ଏକା ଦଶି ତିଥି ରେ ଶିମ୍ଭ ଖାଇବା ଦ୍ଵାରା ଘର କୁ ଦରିଦ୍ରତା ଆସିଥାଏ । ଚଉଦଶୀ ତିଥିରେ ମସୁର ଡାଲି ,  ସଜନା ଶାଗ ଖାଇବା ଦ୍ଵାରା ଧନ ର ହ୍ରାସ ହୋଇଥାଏ ।

ପୂର୍ଣ୍ଣିମା , ଆମବ୍ୟାସ ରେ ଆମିଷ ଖାଇବାକୁ ବାରଣ କରିବା ଉଚିତ୍ ହୋଇଥାଏ । ଏହା ଥିଲା ଶାସ୍ତ୍ର ନିୟମ  ଆପଣ ଚେଷ୍ଟା କରନ୍ତୁ ଶାସ୍ତ୍ରଗତ ନିୟମକୁ ପାଳନ କରିବାକୁ   ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button