IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମହାବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀରେ ହନୁମାନଙ୍କୁ ପ୍ରସନ୍ନ କରାଇବା ପାଇଁ ଓ ମନୋକାମନା ପୁରଣ ପାଇଁ କରନ୍ତୁ ଏହି ମହା ଉପାୟ

ନମସ୍କାର ବନ୍ଧୁଗଣ , ଆସନ୍ତା ମାସ ଏପ୍ରିଲ ରେ ପଡୁଅଛି ମହାବିଷୁବ ପଣା ସଂକ୍ରାନ୍ତି ଏହି ଦିନ ହିନ୍ଦୁମାନଙ୍କ ନୂଆ ବର୍ଷ ଆରମ୍ଭ ହେଉଛି । ଏହି ଦିନ ହନୁମାନ ଜୟନ୍ତୀ ମଧ୍ୟ ପଡୁଛି ।  ଏହି ଶୁଭ ଦିନରେ ଏହି ଉପାୟ କୁ କରିବା ଦ୍ଵାରା ଆପଣଙ୍କ ଜୀବନରେ ଆସୁଥିବା ଅସୁବିଧା ଦୂର ହେବ , ଦାମ୍ପତ୍ୟ ଜୀବନ ହସ ଖୁସି ଆସିବ , ଜମି ବାଡି ଜନିତ ସମସ୍ୟା ଦୂର ହୋଇଯିବ । ସଂସାରରେ ସାତ ଜଣ ଚିରଞ୍ଜିବି ଅଛନ୍ତି ତହି ମଧ୍ୟ ରୁ ବଜରଙ୍ଗ ବଳି ଅନ୍ୟତମ ।

ବାୟୁ ପୂରାଣ ରେ ସୁନ୍ଦର ଭାବରେ ବର୍ଣ୍ଣନା କରନ୍ତି ଯେ ହନୁମାନ ହେଉଛନ୍ତି  ପ୍ରଭୁ ମହାଦେବଙ୍କ ଏହ ଅବତାର । ଶାସ୍ତ୍ର ଅନୁଯାୟୀ  ମହାଦେବଙ୍କ ଏକାଦଶ ଅବତାର ହେଉଛନ୍ତି ହନୁମାନ ଏବଂ ହନୁମାନ ସଙ୍କଟ କୁ ଦୂର କରିଥାନ୍ତି । ଆମେ ସାଧାରଣତ ଦେଖିଥାଉ ଭୁତ ପ୍ରେତ ଲାଗିଲା ବେଳେ ହନୁମାନଙ୍କ ପାଖ କୁ ଆସିଥାଉ ଓ ଡର ଲାଗିଲେ ହନୁମାନ ଚାଳିଶା କୁ ସ୍ମରଣ କରିବା ଦ୍ଵାଏଆ ଭୂତ ପ୍ରେତ ଦୂର ହୋଇଥାଏ ।

ଯଦି କେହି ଆପଣଙ୍କ ଘର ଉପରେ କଳା ଯାଦୁ କରିଥାନ୍ତି ତେବେ ଆପଣ  ଏହି ଉପାୟ କରନ୍ତୁ । ଏହି ମହାବିଷୁବ ପଣା ସଂକ୍ରାନ୍ତି ଦିନ ଏହି ଉପାୟ କୁ ଆପଣମାନେ କରିବେ । ସେହି ଦିନ ଆପଣ ସକାଳେ  ଶୀଘ୍ର  ଶର୍ଯ୍ୟା ତ୍ୟାଗ କରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଆପଣମାନେ ମନେ ରଖିବେ ଯେ ଅଷ୍ଟାଙ୍ଗଅଜ୍ଞ ନିହାତି ଭାବରେ ସୂର୍ଯ୍ୟ କୁ ଅର୍ପଣ କରନ୍ତୁ ଆପଣଙ୍କୁ ବହୁତ ଭଲ ଶୁଭ ଫଳ ପାଇବେ ।

ଘରେ ଥିବା ସବୁ  ଦେବାଦେବୀମାନଙ୍କ  ସେବା କରିସାରିବା ପରେ ଏକ ଗ୍ଳାସ ପାଣି ରେ ମିଶ୍ରି ମିଶେଇ ମିଠା ପାଣି ପ୍ରସ୍ତୁତ କରି ନିଅନ୍ତି । ଏକ ମାଟି ଦୀପରେ  ରାଶି ତେଲ  ଲାଲ ରଙ୍ଗ ର କପା ବଳିତା  ପକାନ୍ତୁ । ଏବେ  ଏହି ଦୁଇଟି ଜିନିଷକୁ ନେଇ ଅଶ୍ଵତଥ ଗଛ ପାଖ କୁ ଯାଆନ୍ତୁ । ଅଶ୍ଵତଥ ଗଛ ପ୍ରଥମେ ପ୍ରଣାମ କରି ମିଠା ପାଣି କୁ ଗଛ ର ମୂଳରେ ସମର୍ପଣ କରନ୍ତୁ  ତା ପରେ ଦୀପ କୁ ପ୍ରଜ୍ଵଳନ କରି ଗଛ ର ଚାରି ପାଖରେ ପ୍ରଦକ୍ଷଣ କରନ୍ତୁ ।

ଆପଣ ଅଶ୍ଵସ୍ତଥ ଗଛ କୁ ପ୍ରଣାମ କରି ପ୍ରାଥନା କରିବେ ହେ ଦେବତା ମୁଁ ମୋର ପାପ କ୍ଷମା ପାଇଁ ଆପଣଙ୍କ ର ପତ୍ର ନେବାକୁ ଆସିଛି ତେଣୁ ମତେ ଦିଅନ୍ତୁ । ଏହା କହିସାରିବା ପରେ ଗଛ ରୁ ୧୧ ଟି ଭଲ ପତ୍ର କୁ ତୋଳି ସେଥିରେ ରାମ ବୋଲି ଲେଖନ୍ତୁ । ଏବେ ଆପଣ ମହାବୀରଙ୍କ ପାଖ ଯିବେ ତାଙ୍କୁ ସିନ୍ଦୁର ଓ ରାଶି ତେଲ ରେ ଅଭିଷେକ କରିବେ ।

ମନେ ରଖିବେ ବୁନଧି ଲଡୁ ଓ ଗୋଟା ଫଳ କୁ ନେଇକି ଯିବେ ଆପଣ ଗୋଟାଏ ଗୋଟା ଫଳ ଓ ନଡିଆ କୁ ଅଲଗା ରଖିବେ ଓ ଔ ସବୁ ଜିନିଷ ଭୋଗ ଲଗେଇବେ । ଆପଣ ଗୋଟା ଫଳ କୁ ହନୁମାନଙ୍କ ଚରଣ ରେ ଅର୍ପଣ କରି ନଡିଆ କୁ ହାତରେ ରଖି ହନୁମାନଙ୍କ ମାତ୍ର କୁ ୧୦୮ ଥର ଜପ କରି ନିଜର ମନକାମନା କୁ କହି ମନ୍ଦିର ରେ ଥିବା ଭକ୍ତମାନଙ୍କୁ ବାଣ୍ଟି ଦେବେ ଏହି ଉପାୟ କୁ ନିଶ୍ଚିତ କରାଇ ଅର୍ଶୀବାଦ ପ୍ରାପ୍ତ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button