IBN ଓଡ଼ିଶା ଏକ୍ସକ୍ଲୁସିଭ୍

ନିଜର ଭଲ ସମୟ ଆସିବା ପୁର୍ବରୁ ଭଗବାନ ଦିଅନ୍ତି ଏହି 7 ଟି ଶୁଭ ସଙ୍କେତ , ଭଗବାନ ଶିବ ଆପଣଙ୍କୁ ଉପରେ ପ୍ରଶନ୍ନ ହୁଅନ୍ତି

ନମସ୍କାର ବନ୍ଧୁଗଣ ଧନର କେତେ ମହତ୍ତ୍ୱ ଅଛି  । ଏହା କାହାକୁ ଅଛପା ନାହିଁ । ଧନ ର ଅଭାବ ଯୋଗୁଁ କେହି ବି ଖୁସି ରେ ରହି ପାରନ୍ତି ନାହିଁ । ଏହାର ଅର୍ଥ ହେଉଛି ଧନ ହିଁ ଜୀଵନ ତା ବିନା କୌଣସି କାର୍ଯ୍ୟ କରିବା ଅସମ୍ଭବ ଅଟେ । କିନ୍ତୁ ଏହା ମଧ୍ୟ ସତ କି ଧନ ଦ୍ୱାରା ଆମେ କେବେବି ଖୁସି ଏବଂ ସମ୍ପର୍କ କୁ କିଣି ପାରିବା ନାହିଁ । କିନ୍ତୁ ଜୀଵନ ରେ ବଞ୍ଚିବା ପାଇଁ ଏବଂ ଚଳିବା ପାଇଁ ଧନ ର ଆବଶ୍ୟକତା ପଡ଼ିଥାଏ । ଏବଂ ଲୋକମାନେ ଧନ କୁ ପ୍ରାପ୍ତ କରିବା ପାଇଁ ଦିନ ରାତି ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି । ପ୍ରତ୍ୟେକ ବ୍ୟକ୍ତି ଧନ ର କାମନା କରନ୍ତି । ପ୍ରତ୍ୟେକ ବ୍ୟକ୍ତି ଧନବାନ ହେବାର ସ୍ୱପ୍ନ ଦେଖିଥାନ୍ତି । ଏବଂ ଏକ ସୁଖବାନ ଜୀଵନ ଅତିବାହିତ କରିବାର ଆକାଂକ୍ଷା ରହିଥାଏ ।

ବନ୍ଧୁଗଣ ଏହା ଜୀବନର ଏକ କଟୁ ସତ୍ୟ ଅଟେ କି ଯାହା ପାଖରେ ପଇସା ଥାଏ , ତାର ହାତ ମୁଠାରେ ପୁରା ଦୁନିଆ ରୁହେ । ଏବଂ ଯାହା ପାଖରେ ଧନ ନ ଥାଏ । ତାକୁ କେହି ବି ପଚାରି ନ ଥାନ୍ତି।ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ମାଆ ଲକ୍ଷ୍ମୀ ଙ୍କର ଆରାଧନା କରିଥାଏ। ଏବଂ ତାଙ୍କୁ ପ୍ରସନ୍ନ କରି ଧନ ପ୍ରାପ୍ତି କରିବା ପାଇଁ କାମନା ରଖିଥାନ୍ତି । ମାଆ ଲକ୍ଷ୍ମୀ କାହା ଉପରେ ଏତେ ସହଜରେ ପ୍ରସନ୍ନ ହୁଅନ୍ତି ନାହିଁ ।  ମାଆ ଲକ୍ଷ୍ମୀ ଙ୍କୁ ଖୁସି କରେଇବା ଅତି କଠିନ କାମ ଅଟେ । କିନ୍ତୁ ମାଆ ଲକ୍ଷ୍ମୀ ଯାହା ଉପରେ ଖୁସି ହୋଇ ଯାଆନ୍ତି । ତାକୁ ସବୁ ସୁଖ ସୁବିଧା ର ଆଶୀର୍ବାଦ ଦେଇଥାନ୍ତି। ଏବଂ ତାଙ୍କ କୃପା ସର୍ଵଦା ତାଙ୍କ ସହ ରହିଥାଏ । ଏବଂ ସେ ଭକ୍ତିରେ ଖୁସି ହୋଇ ଆମ ଘରେ ଆସି ରୁହନ୍ତି ମଧ୍ୟ।

ତେବେ ମାତା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ଦେଇଥାନ୍ତି କିଛି ସଙ୍କେତ ।  ଆଜି ଆମେ ସେହି ସଙ୍କେତ ବିଷୟରେ ହିଁ ଆଲୋଚନା କରିବୁ। ତେବେ ଆସନ୍ତୁ ଜାଣିନେବା ମାତା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ କେଉଁ ସଙ୍କେତ ଦେଇଥାନ୍ତି ।
ପ୍ରଥମ ସଙ୍କେତ ହେଉଛି ଯଦି ଆପଣ ସକାଳୁ ଉଠିବା ପରେ ଆପଣ ଙ୍କୁ ବହୁତ ଖୁସି ଲାଗେ କିମ୍ବା ଆଇନା ରେ ଦେଖିବା ପରେ ଜାଣି ପାରିବେ କି ଆପଣଙ୍କ ମୁହଁରେ ଏକ ପ୍ରକାରର ଚମକ ଆସିଥାଏ ତେବେ ଏହା ଏକ ଶୁଭ ସଙ୍କେତ ଅଟେ ।

ଦ୍ଵିତୀୟ ରେ ହେଉଛି ଯଦି ଆପଣଙ୍କ ଘରର କୌଣସି ସଦସ୍ୟ ଙ୍କ ଠାରୁ ବିନା କାରଣ ରେ ଟଙ୍କା ମିଳିଥାଏ  । ତେବେ ଏହା ଏକ ଶୁଭ ସଂକେତ କାରଣ ଏହା ଦ୍ୱାରା ଆପଣ ଜାଣି ପାରିବେ କି ବହୁତ ଦିନ ଧରି ରହି ଅଟକି ଥିବା କାର୍ଯ୍ୟ ବର୍ତ୍ତମାନ ସମାଧାନ ହେବ ।


ତୃତୀୟ ରେ ହେଉଛି ଆପଣ ଘରୁ ବାହାରକୁ ଯିବା ସମୟରେ ଯଦି ରାସ୍ତାରେ ପାଣି ଭରା ଡ୍ରମ କିମ୍ବା କୌଣସି ପାଣି ଭର୍ତ୍ତି ଥିବା ପାତ୍ର ଦେଖନ୍ତି ତେବେ ଏହା ବହୁତ ଶୁଭ ସଙ୍କେତ ଏବଂ ଆପଣ ଯେଉଁ କାର୍ଯ୍ୟ କରିବାକୁ ଯାଉଛନ୍ତି ତାହା ମଧ୍ୟ ସଫଳ ହୋଇଯିବ ।


ଚତୁର୍ଥ ରେ ହେଉଛି ଆପଣ ଜାଣିଥିବେ କି ଆମ ଚାରି ପାଖରେ ରହୁଥିବା ପଶୁ ପକ୍ଷୀ ମାନେ ମଧ୍ୟ ଆମ ପାଇଁ ବହୁତ ଶୁଭ ଅଟନ୍ତି ।  ତେବେ କୌଣସି ସ୍ଥାନ କୁ ଯିବା ସମୟରେ କିମ୍ବା କୌଣସି କାର୍ଯ୍ୟ କରିବା ପୂର୍ବରୁ ଆପଣଙ୍କୁ ଏକ ବିଲେଇ ଯିଏ ନିଜ ଛୁଆ ଜନ୍ମ କରିଥିବାର ଦେଖନ୍ତି ତେବେ ଏହା ବହୁତ ଶୁଭ ଏବଂ ଆପଣଙ୍କ କାମ ମଧ୍ୟ ସଫଳ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button