IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମୟୁର ପର କୁ ଘରେ କେଉଁଠି ରଖିଲେ 10 ଗୁଣା ଅଧିକ ଧନ ମିଳେ – ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ ତେବେ ସମସ୍ତ ଙ୍କୁ ମୟୁର ବହୁତ ସୁନ୍ଦର ଦେଖାଯାଏ । ତାକୁ ଦେଖିଲେ ଏବଂ ତାର ପଙ୍ଖ କୁ ଦେଖିଲେ ଆମେ ବହୁତ ଖୁସି ଅନୁଭବ କରୁ । ଏବଂ ପୌରାଣିକ କଥାରେ ମୟୁର ପର ର ବିଶେଷ ମହତ୍ତ୍ଵ ରହିଛି । ମୟୁର ପରକୁ ଭଗବାନ ଶ୍ରୀକୃଷ୍ଣ ଙ୍କ ମଥାରେ ଶୋଭା ପାଏ । ଏବଂ ଇନ୍ଦ୍ର ଦେବ ମଧ୍ୟ ମୟୁର ପର ର ସିଂହାସନ ରେ ବିରାଜ ମାନ ହୋଇ ଥାଆନ୍ତି । ଏବଂ ସେ ସମୟରେ ମହା ୠଷି ମାନଙ୍କ ଦ୍ୱାରା ଲେଖିବା ପାଇଁ ମଧ୍ୟ ମୟୁର ପର ର ବ୍ୟବହାର କରା ଯାଉଥିଲା । ଏବଂ ମୟୁର ପରକୁ ସେତେବେଳେ ପୂଜା ମଧ୍ୟ କରା ଯାଉଥିଲା ।ଏହି କାରଣ ଦ୍ୱାରା ସବୁ ଶା-ସ୍ତ୍ର ,ଗ୍ରନ୍ଥ, ପୁରାଣ, ଶା-ସ୍ତ୍ର ଏବଂ ଜ୍ୟୋତିଷ ଶା-ସ୍ତ୍ର ରେ ମଧ୍ୟ ମୟୁର ପର କୁ ସବୁବେଳେ ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଦିଆ ଯାଇଛି । ଆଜି ଆମେ ଆପଣଙ୍କୁ ଏହି ମୟୁର ପରର ଅନେକ ବିଶେଷତା ବିଷୟରେ ଆଲୋଚନା କରିବା । ତେଣୁ ଚାଲନ୍ତୁ ଜାଣିନେବା ସେହି ବିଶେଷତା ମାନଙ୍କ ବିଷୟରେ ।

ପ୍ରଥମ ରେ ଯେଉଁ ବ୍ୟକ୍ତି ନିଜ ଘରେ ଦୁଇଟି ମୟୁର ପର ରଖିଥାଏ । ତେବେ ସେହି ଘରେ କେବେ କେହି ଅଲଗା ହୁଅନ୍ତି ନାହିଁ । ଘରେ ଦୁଇଟି ମୟୁର ପର ରଖିଲେ ଘରେ ସମସ୍ତ ଏକତ୍ର ହୋଇ ରହିଥାନ୍ତି । ଏବଂ କେବେ ଅଲଗା ହୁଅନ୍ତି ନାହିଁ । ଦ୍ଵିତୀୟ ରେ ହେଉଛି ଯେଉଁ ବ୍ୟକ୍ତି ନିଜ ପାଖରେ ସର୍ଵଦା ମୟୁର ପର ନିଜ ପାଖରେ ରଖିଥାଏ । ତେବେ ତା ଉପରେ କେବେବି କିଛି ବି-ପ-ଦ ଆସେ ନାହିଁ । ଏବଂ ସର୍ଵଦା ବଡ଼ ଦୁ-ର୍ଘ-ଟ-ଣା-ରୁ ବଞ୍ଚି ମଧ୍ୟ ଯାଇଥାଏ ।ତୃତୀୟ ରେ ହେଉଛି ମୟୁର ପର କୁ ନିଜ ଘରେ ସର୍ଵଦା ରଖିଲେ ନ-କ-ରା-ତ୍ମ-କ ରୁହେ ନାହି ଏବଂ ସକରାତ୍ମକ ବାସ କରେ । ଚତୁର୍ଥ ରେ ହେଉଛି ଯଦି ଆପଣଙ୍କ ପିଲା ସଠିକ ଭାବରେ ନ ପଢୁଥାଏ । ଏବଂ ପାଠ ପଢ଼ାରେ ମନ ନ ଲାଗୁ ଥାଏ । ତେବେ ଆପଣ ତାର ସ୍କୁଲ ବ୍ୟାଗ ରେ ଏକ ମୟୁର ପର ରଖି ଦିଅନ୍ତୁ । ତାର ମନ ପାଠ ପଢ଼ାରେ ଲାଗିବ । ପଞ୍ଚମ ରେ ହେଉଛି ନିଜ ପର୍ସ ରେ ଏକ ମୟୁର ପର ରଖିଲେ ରା-ହୁ ଦୋଷ ପ୍ରଭାବିତ କରେ ନାହିଁ ଏବଂ ପଇସା ମଧ୍ୟ ଅଭାବ ରୁହେ ନାହିଁ ।

ଷଷ୍ଠ ରେ ହେଉଛି ସା-ପ ମୟୁର ମାନଙ୍କୁ ଡ-ରି ଥାଆନ୍ତି । ତେଣୁ ଯେଉଁଠି ମୟୁର ପର ଦେଖା ଯାଏ ସାପ ସେଠାକୁ ଯାଇ ନ ଥାଏ । ଏହା ଦ୍ୱାରା ଆପଣଙ୍କ ଘର ସାପ ଠାରୁ ସୁରକ୍ଷିତ ମଧ୍ୟ ରହିବ । ସପ୍ତମ ରେ ହେଉଛି ନିଜ ମୁଣ୍ଡ ରେ ବେଳେବେଳେ ମୟୁର ପର କୁ ଧାରଣ କଲେ ଆପଣଙ୍କ ବୁଦ୍ଧି ବଢ଼ିଥାଏ ଏବଂ ବିଦ୍ୟା ଲାଭ ହୁଏ । ଅଷ୍ଟମ ରେ ହେଉଛି ଘରେ ଯଦି ବାସ୍ତୁ ଦୋଷ ରହି ଥାଏ । ତେବେ ଗଣେଶ ଙ୍କ ଫୋଟୋ ଉପରେ ତିନୋଟି ମୟୁର ପର କୁ ସ୍ଥାପିତ କଲେ ବାସ୍ତୁ ଦୋଷ ଦୁର ହୋଇଥାଏ ।ନବମ ରେ ହେଉଛି ଯଦି ଆପଣଙ୍କ ର ଅଚାନକ କୌଣସି ଅସୁବିଧା ଆସେ କିମ୍ବା କୌଣସି କ-ଷ୍ଟ ଆସେ ତେବେ ନିଜ ଶୋଇବା ଘର ଅ-ଗ୍ନି କୋଣ ରେ ମୟୁର ପର କୁ ସ୍ଥାପନ କରନ୍ତୁ । ସମସ୍ତ କ-ଷ୍ଟ ଅସୁବିଧା ଦୁର ହୋଇଥାଏ । ଦଶମ ରେ ହେଉଛି ଘରେ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ପ୍ରାୟତଃ ଝ-ଗ-ଡା ହେଉଥିଲେ ତେବେ ନିଜ ଘରେ ଦୁଇଟି ମୟୁର ପର ଆଣନ୍ତୁ ଏବଂ ନିଜ ବିବାହ ଆଲବମ୍ ରେ ରଖନ୍ତୁ ଦେଖିବେ ଏହି ସମସ୍ୟା ମଧ୍ୟ ଦୁର ହୋଇଯିବ । ଏକାଦଶ ରେ ହେଉଛି ମୟୁର ପର କୁ ନିଜ ଅଗଣାରେ ରାତି ସମୟରେ ରଖିଲେ ସମସ୍ତ ନ-କ-ରା-ତ୍ମ-କ ଶକ୍ତି ଦୁର ହୋଇଥାଏ ।

ଦ୍ୱାଦଶ ରେ ହେଉଛି ଯେଉଁ ବ୍ୟକ୍ତି ନିଜ ପାଖରେ ସର୍ଵଦା ମୟୁର ପର କୁ ରଖିଥାଏ । ସେ ନିଜ ଜୀବନ ରେ କେବେବି ଅସଫଳ ହୁଏ ନାହିଁ । ତ୍ରୟୋଦଶ ରେ ହେଉଛି ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ମୟୁର ପର ରଖିଲେ କେବେବି ଖ-ରା-ପ ସ୍ୱପ୍ନ ଆସେ ନାହିଁ ଏବଂ ଦିନ ମଧ୍ୟ ବହୁତ ଭଲ ଯାଇ ଥାଏ । ଚତୁର୍ଦ୍ଦଶ ରେ ହେଉଛି ମୟୁର ପର କୁ କେବେବି ତଳେ ପକାଇବା ଉଚିତ ନୁହେଁ ଏହା ଦ୍ୱାରା ଆପଣଙ୍କ ଘର ର ଉନ୍ନତି ଅଟକି ଯାଇ ଥାଏ ।ପଞ୍ଚଦଶ ରେ ହେଉଛି ଯଦି କିଏ ଅଜଣା ବ୍ୟକ୍ତି ଆପଣଙ୍କୁ ମୟୁର ପର ଦେଇଥାଏ ତେବେ ତାର ସଫଳତା ର ସମସ୍ତ ରାସ୍ତା ଖୋଲି ଯାଇଥାଏ । ଷୋଡ଼ଶ ରେ ହେଉଛି ମୟୁର ପର କୁ ଛି-ଣ୍ଡେ-ଇ ସାରିଲା ପରେ ମଧ୍ୟ ସେ ଜୀବିତ ଥାଏ । ସପ୍ତଦଶ ରେ ହେଉଛି ସର୍ଵଦା ମୟୁର ପର କୁ ଶୁଭ ଅଵସର ରେ ହି କିଣିବା ଉଚିତ ଏହା ଦ୍ୱାରା ଆପଣଙ୍କ ଜୀବନରେ ବହୁତ ଉନ୍ନତି ଆସିଥାଏ । ଅଷ୍ଟଦଶ ରେ ହେଉଛି ଘରର ଦକ୍ଷିଣ ପୂର୍ବ କୋଣ ରେ ମୟୁର ପର କୁ ରଖିଲେ ମଧ୍ୟ ଘରେ ବହୁତ ସୁବିଧା ଏବଂ ଉନ୍ନତି ଆସିଥାଏ

ଉନବିଂଶ ରେ ହେଉଛି ମୟୁର ପର କୁ କିଣିବା ସମୟରେ ଏହା ପ୍ରତି ଗୁରୁତ୍ୱ ଦେବା ଉଚିତ କି ତାହା କୌଣସି ସ୍ଥାନରେ ମଧ୍ୟ ଭା-ଙ୍ଗି ନଥିବ । ଏହି ଭ-ଙ୍ଗା ମୟୁର ପର କୁ କିଣିଲେ ବହୁତ ଅଶୁଭ ମାନି ନିଆଯାଏ ।
ବିଂଶ ରେ ହେଉଛି ଯେବେବି ମୟୁର ପର କୁ ଘରେ ଆଣିବା ସମୟରେ ଶ୍ରୀ କୃଷ୍ଣ ଙ୍କ ନାମ ନେବା ଆବଶ୍ୟକ । ଏହି ପରି କଲେ ଘରେ କେବେବି ନ-କ-ରା-ତ୍ମ-କ ରୁହେ ନାହିଁ ଏବଂ ଧନ ର ଲାଭ ମଧ୍ୟ ହୁଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button