IBN ଓଡ଼ିଶା ଏକ୍ସକ୍ଲୁସିଭ୍

ରୋଜଗାର କମ ହେଉଥିଲେ କରନ୍ତୁ ଏହି ଗୋଟିଏ ଉପାୟ, ଘରେ ହେବ ଧନବର୍ଷା, ଭାଗ୍ୟ ବଦଳିଯିବ

ଏହି ଦୁନିଆରେ କମ ପରିଶ୍ରମ କରି କିଏ ଅବା ଅଧିକ ଟଙ୍କା ରୋଜଗାର କରିବାକୁ ନଚାହେଁ । ଧନର ଆବଶ୍ୟକତା ସଭିଙ୍କ ଜୀବନରେ ରହିଛି । ଘରେ ଧନ ବୃଦ୍ଧି ପାଇବା ପାଇଁ ଚମତ୍କାର ଉପାୟ ଆସନ୍ତୁ ଆଜି ଜାଣିବା । ପ୍ରତ୍ୟେକଙ୍କ ଘରେ ଆବଶ୍ୟକତା ଜିନିଷ ମେଣ୍ଟାଇବା ପାଇଁ ଧନର ନିତ୍ୟନ୍ତ ଆବଶ୍ୟକ ହୋଇଥାଏ । ଧନ ମନୁଷ୍ୟର ମୌଳିକ ଆବଶ୍ୟକତା ଯୋଗାଇବାରେ ସାହାଯ୍ୟ କରିଥାଏ ।

ସେହିପରି ମନୁଷ୍ୟ ପାଖରେ ଧନ ର ଅଭାବ ଦେଖାଦେଲେ ସେ ବହୁତ ଚିନ୍ତିତ ହୋଇ ପଡ଼ିଥାଏ । ତେବେ ଘରେ ଧନର କିପରି ବୃଦ୍ଧି କରିବା ସାମାନ୍ୟ ଛୋଟ ଉପାୟରେ । ଆପଣ ସରକାରୀ ଚାକିରିଆ ହୋଇଥାନ୍ତୁ, କି ବ୍ୟବସାୟୀ ହୋଇଥାନ୍ତୁ କି ଆପଣ ଦିନ ମଜୁରିଆ ହୋଇଥାନ୍ତୁ ଏହି ଉପାୟ ଦ୍ୱରା ଆପଣଙ୍କର ଧନ ବୃଦ୍ଧି ହୋଇପାରିବ । ଧନ ସମସ୍ତଙ୍କର ଆବଶ୍ୟକତା ରହିଛି ।

ଏହା ମଧ୍ୟ ନିଶ୍ଚିନ୍ତ ଧନ ଦ୍ୱାରା ଆପଣମାନେ ବଡ଼ ଲୋକ ହୋଇପାରିବେ । ଧନ ବୃଦ୍ଧି ପାଇଁ ପ୍ରଥମତଃ ଏକ ପିତଳ ଧାତୁ ଢ଼ାଳ କିଣି ଆଣିବେ । ସେହି ଢାଳକୁ ଘରେ ଭାଲସେ ସଫା କରି ଧୋଇଦେବେ । କିଛି ମୁଦ୍ରା କୁ ଆଣିବେ ଯେପରି ମୁଦ୍ରା ଗୁଡିକ ନୁଆ ଥିବା ଦରକାର ।

ମୁଦ୍ରା ଗୁଡିକୁ ଭାଲସେ ସଫା କରିବେ ପରେ ପିତଳ ପାତ୍ରରେ ଭଲ ବା ପରିଷ୍କାର ଜଳ କୁ ଭରି କରିଦେବେ ସେଥିରେ ସେହି ରଖିଥିବା ମୁଦ୍ରା ଗୁଡିକୁ ଢାଳ ଭିତରକୁ ପୁରେଇ ପୁଣିଥରେ ଭଲ ଭାବରେ ଧୋଇଦେବେ ।

ସେହି ମୁଦ୍ରା ଗୁଡିକୁ ଢାଳ ରୁ ବାହାର କରି ଏକ ଅନ୍ୟ ପାତ୍ର ଉପରେ ରଖିବା । ପରେ ସେହି ଢାଳ ଓ ମୁଦ୍ରା ଗୁଡିକୁ ଭଲ ଭାବରେ ଏକ କପଡା ସାହାଯ୍ୟରେ ପୋଛିଦେବା । ତାପରେ ଉଭୟ ଢାଳ ଏବଂ ମୁଦ୍ରା ଗୁଡିକ ଉପରେ ପଞ୍ଚାବୃତ ଛିଞ୍ଚି ଦେବେ । ସେହି ମୁଦ୍ରା ଗୁଡିକୁ ପିତଳ ଢ଼ାଳ ମଧ୍ୟରେ ପୁରା ପୂର୍ଣ୍ଣ ହେବାଯାଇ ସବୁ ମୁଦ୍ରା ଗୁଡ଼ିକୁ ପୁରାଇ ଦେବେ ଠିକ ଉପରକୁ ଦେଉଳ ଆକାର ର ଦେଖାଯିବା ଦରକାର ।

ସେହି ଢାଳ ପତ୍ରଟିକୁ କୁ ନେଇ ଆପଣଙ୍କ ଘରର ପଶ୍ଚିମ ପଟରେ ଘରର ଭିତରେ ନେଇ ଏକ କୋଣ ପଟକୁ ରଖିଦେବେ । ଦେଖିବେ ତା ପରେ ଆପଣଙ୍କର କୌଣସି ଧନର ଅଭାବ ଦେଖାଯିବ ନାହଁ । ଏହା ଦ୍ୱାରା ମା ଲକ୍ଷ୍ମୀ ସର୍ବଦା ଆପଣଙ୍କର ଧନ ବୃଦ୍ଧି କରିଥାନ୍ତି । ଆପଣଙ୍କ ଉପରେ ଧନ ର କୃପା ରଖିଥାନ୍ତି । ଏହି ଉପପାୟକୁ ଅପଣାଇବା ବା ପ୍ରୟୋଗ କରିବା ପରେ ଆପଣଙ୍କର କୌଣସି ଧନର ଅଭାବ ଦେଖାଯିବ ନାହିଁ ।

ବିପୁଳ ମାତ୍ରା ରେ ଆପଣଙ୍କର ଧନ ବୃଦ୍ଧି ହବ । ପୁଣି ଆପଣଙ୍କ ସଂସାର ଖୁସିରେ ଚାଲିବ । ଆପଣ ସମାଜ ରେ ଆପଣଙ୍କ ଇଚ୍ଛାକୁ ପୁରଣ କରିବା ସହ ଆପଣଙ୍କ ପିଲା ମାନଙ୍କର ଇଚ୍ଛା ମଧ୍ୟ ଆପଣ ପୂରଣ କରିପାରିବେ । ଆଜି କାଲିକା ଦିନରେ ଧନର ବହୁତ ଆବଶ୍ୟକତା ହୋଇଥାଏ

ଯେପରି ନୂଆ ଘଟ ତିଆରି କରିବା, ନୂଆ ଭଲ ଗାଡି ବା ନିଜ ପସନ୍ଦରର ଗାଡି କିଣିବା, ଏହିପରି ଅନାନ୍ୟ ଇଚ୍ଛା କୁ ମଧ୍ୟ ପୂରଣ କରିପାରିବେଏହି ଉପାୟ ସାହାଯ୍ୟରେ ଧନ ବୃଦ୍ଧି କରି ପାରିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button