IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆମିଷ ଖାଉଥିଲେ ବି ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଡାଲି, ୬ ସପ୍ତାହରେ କମାଇଦେବ ମୋଟାପଣ !

ଡାଲି ପ୍ରୋଟିନର ଏକ ଭଲ ମାଧ୍ୟମ। କିନ୍ତୁ ଏକ ନୂଆ ଅଧ୍ୟୟନରୁ ଖୁଲାସା ହୋଇଛି ଯେ ଏହାଦ୍ୱାରା ଓଜନ ମଧ୍ୟ ହ୍ରାସ କରାଯାଇପାରିବ। ବିଶେଷଜ୍ଞଙ୍କ ମୁତାବକ, ୧୩୦ ଗ୍ରାମ ବିନ୍ସ, ମଟର, ରାଜମା, ଛୋଲେ ବା କାବୁଲି ବୁଟ ଏବଂ ଡାଲି(ଚଣା) ଖାଇବା ଦ୍ୱାରା ସପ୍ତାହରେ ୩୪୦ ଗ୍ରାମ ପର୍ଯ୍ୟନ୍ତ ଓଜନ ହ୍ରାସ କରାଯାଇପାରିବ।

rrrc

ଡାଲିର ଏତେ ସବୁ ଗୁଣ ଥାଇ ବି ଲୋକେ ଏହାକୁ କମ ଖାଇଥାନ୍ତି। କାରଣ, ଏହାକୁ ଖାଇଲେ ପେଟ ଭରିଯାଇଥାଏ। ଆମ ସମସ୍ତଙ୍କୁ ନିଜ ଆହାରରେ ଡାଲିର ମାତ୍ରା ବଢ଼ାଇବା ଜରୁରୀ। ଖାସ କରି ଏହାର ଓଜନ ହ୍ରାସ ଗୁଣକୁ ନଜରରେ ରଖି ଆମକୁ ଏହା କରିବାକୁ ପଡ଼ିବ।

ytr

tythy

ଏହି ଅଧ୍ୟୟନରେ ୯୪୦ଜଣ ବ୍ୟକ୍ତି ସାମିଲ ହୋଇଥିଲେ, ଯେଉଁମାନେ ଡାଲି ଖାଇ ୬ ସପ୍ତାହରେ ୩୪୦ ଗ୍ରାମ ପର୍ଯ୍ୟନ୍ତ ଓଜନ ହ୍ରାସ କରିପାରିଥିଲେ। ତେବେ ଏହି ସମୟରେ ସେମାନେ ନିଜ ଖାଦ୍ୟରେ ଅନ୍ୟ ସାମଗ୍ରୀ ଖାଇବା କମ କରି ନ ଥିଲେ। ବରଂ ପ୍ରତିଦିନ ଖାଦ୍ୟରେ କେବଳ ଥରେ ଡାଲିକୁ ସାମିଲ କରିଥିଲେ। ତେବେ ଆମିଷ ଖାଉଥିଲେ ବି ଆପଣ ମଧ୍ୟ ପ୍ରତିଦିନ ନିଜ ଖାଦ୍ୟରେ ଡାଲି ସାମିଲ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button