IBN ଓଡ଼ିଶା ବ୍ୟୁରୋ

ହାତରେ ଅଛିକି ( Y ଚିହ୍ନ ) – ତେବେ ଆଜି ହିଁ ଜାଣିନିଅନ୍ତୁ

ଯେଉଁ ଲୋକ ମାନଙ୍କ ହାତ ପାପୁଲୀ ରେ ରହି ଥାଏ ଇଂରାଜୀ ଅକ୍ଷର Y ଚିହ୍ନ । ସେମାନେ ହୋଇ ଥାନ୍ତି ବହୁତ ଭାଗ୍ଯ ଶାଳୀ । ହସ୍ତ ରେଖା ଶାସ୍ତ୍ର ଅନୁସାରେ ବ୍ୟକ୍ତର ହାତ ରେ ରହି ଥିବା ଚିହ୍ନ ରୁ ହିଁ ତାର ସଂମ୍ପର୍କ ରେ ଜାଣି ହୋଇ ଥାଏ । ଏହି ଚିହ୍ନ ବ୍ୟକ୍ତି ମାନଙ୍କର ଭୂତ ଏବଂ ଭବିଷ୍ୟତ ଜଣା ପଡି ଥାଏ ।

ପ୍ରତ୍ଯେକ ବ୍ୟକ୍ତି ର ହାତ ରେ ଜିବନ ରେଖା ର ଚିହ୍ନ ରହି ଥାଏ । ଏବଂ ଏହି ରେଖା ଯଦି ସଂଯୁକ୍ତ ହୋଇ ଇଂରାଜୀ ଅକ୍ଷର ସଦୃଶ Y ପରି ଦେଖା ଦିଏ । ତେବେ ଜ୍ୟତିଷ ଶାସ୍ତ୍ର ଅନୁସାରେ ଏହି ବ୍ୟକ୍ତି ମାନେ ବହୁତ ଭାଗ୍ୟବାନ ହୋଇ ଥାନ୍ତି ।ଏବଂ ଏମାନଙ୍କ ସ୍ୱଭାବ ଏବଂ ବ୍ୟକ୍ତିତ୍ୱ ବିଷୟ ରେ ଅଧିକ ଜାଣି ନେବା ଆସନ୍ତୁ ।

ଏମିତି ଚିହ୍ନ ରହି ଥିବା ଲୋକ ମାନେ ଭବିଷ୍ୟତ କୁ ନେଇ ବହୁତ ଚିନ୍ତା କରି ଥାନ୍ତି । ଏହି କାରଣ ରୁ ସେମାନଙ୍କୁ ସବୁ କାମ ରେ ସଫଳତା ମିଳେ । ଏହି ବ୍ୟକ୍ତି ମାନେ ଭଲ ନେତା ହୋ ଇ ଥାନ୍ତି ।

ଏହି ଚିହ୍ନ ରହି ଥିବା ବ୍ୟକ୍ତି ମାନଙ୍କର କଳ୍ପନା ଶକ୍ତି ବହୁତ ଅଧିକ ହୋଇ ଥାଏ । ଏମାନେ ବିଶ୍ଲ ପ୍ରସିଦ୍ଧ ଚିତ୍ରକାର ଏବଂ ପ୍ରସିନ୍ଧ ଲେଖକ ହୋଇ ଥାନ୍ତି ।ଭବିଷ୍ୟତ ରେ ଏମାନଙ୍କ ପାଖରେ ପ୍ରଚୁର ଟଙ୍କା ରହି ଥାଏ ।

ତେଣୁ ଏମାନେ ସବୁ ବେଳେ ନିଜର ଭବିଷ୍ୟତ କୁ ନେଇ ସଜାଗ ରହି ଥାନ୍ତି । ଏମାନଙ୍କର ପ୍ରେମ ବିବାହ କରିବାର ସମ୍ଭାବନା ଅଧିକ ରହି ଥାଏ । ଏବଂ ଆପଣ ମାନଙ୍କୁ ଏହି କଥା ଜଣେଇ ଦେବୁ କି ଏହି ପରି ଲୋକ ମାନଙ୍କର ନେତା ପରି ଗୁଣ ଯୋଗୁଁ ଏମାନେ ଦିନେ ନା ଦିନେ ରାଜ ନେତା ହୋଇ ଥାନ୍ତି ବା ବହୁତ ବଡ ପଦବି ହାସଲ କରି ଥାନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button