ରାଜ୍ୟ

ଅକ୍ଟୋବର ୪ରୁ ଦଶମ ଷାଣ୍ମାସିକ ପରୀକ୍ଷା – Ibnodisha

[ad_1]

ବ୍ୟୁରୋ : ଅକ୍ଟୋବର ୪ ତାରିଖ ରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା | ଷାଣ୍ମାସିକ ପରୀକ୍ଷା ସୂଚୀ ଜାରି କଲା ମାଧ୍ୟମିକ ଶିକ୍ଷା ବୋର୍ଡ | ଦିନ ୧୦ରୁ ୧୨ ଟା ୩୦ ପ୍ରଥମ , ସାଢେ ୧ଟାରୁ ୪ଟା ୨ୟ ସିଟିଙ୍ଗ | ୪ରେ ପ୍ରଥମ ସିଟିଙ୍ଗ ରେ ଓଡ଼ିଆ ଏବଂ ୨ୟ ସିଟିଙ୍ଗରେ ଇଂରାଜୀ ପରୀକ୍ଷା | ୫ରେ ଗଣିତ , ୬ରେ ବିଜ୍ଞାନ ଏବଂ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା | ୭ ତାରିଖ ୨ୟ ସିଟିଙ୍ଗ ରେ ତୃତୀୟ ଭାଷା ହିନ୍ଦୀ / ସଂସ୍କୃତ ପରୀକ୍ଷା |

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button