ମନୋରଞ୍ଜନ

ସିଦ୍ଧାନ୍ତ ମହାନ୍ତି ଙ୍କ ସମ୍ପତି କେତେ ଜାଣନ୍ତୁ…

ଆପଣ ମାନେ ଜାଣିଛନ୍ତି ଓଲିଉଡ ର ସୁପର ଷ୍ଟାର କହିଲେ ପ୍ରଥମ ନାମ ଟି ଆସେ ସିଦ୍ଧାନ୍ତ ମହାପାତ୍ର ଙ୍କର ଏହି ବିଷୟ ରେ ଆପଣ ମାନେ ବି ବହୁତ ଭଲ ଭାବେ ଜାଣି ଥିବେ । ସେ ପ୍ରଥମ ଏମିତି ଜଣେ କଳାକାର ଅଟନ୍ତି ଯିଏ ପ୍ରଥମ 7 ଗୋଟିଏ ଓଡ଼ିଶା ଫିଲ୍ମ ଆୱାରର୍ଡ ଜିତିଛନ୍ତି ।

ସେମିତି ରେ ଆପଣ ମାନେ ଜାଣି ଥିବେ ସେ ରଚନା ବାନାର୍ଜି ଙ୍କ ସହିତ ପ୍ରେମ ସଂମ୍ପର୍କ ରେ ରହି ଥିବା ବେଳେ 2004 ମସିହା ରେ ତାଙ୍କ ସହିତ ଡିଭର୍ସ କରି ନେଇ ଥିବା ବେଳେ ପରେ ପରେ ସେ ମାମା ମିଶ୍ର ଙ୍କୁ ବିବାହ କରି ଥିଲେ । ତାଙ୍କର ଏବେ ଦୁଇଟି ସନ୍ତାନ ରହିଛନ୍ତି ।

ସିଦ୍ଧାନ୍ତ ମହାପାତ୍ର ଙ୍କ ଜନ୍ମ ହୋଇ ଥିଲା ଓଡ଼ିଶା ର ବ୍ରହ୍ମପୁର ଜିଲ୍ଲା ରେ ଏବଂ 1993 ମସିହା ରେ ସେ ପ୍ରଥମ ଓଡ଼ିଆ ଫିଲ୍ମ କରି ଥିଲେ । 27 ବର୍ଷ ଫିଲ୍ମ କ୍ୟାରିଅର ରେ ସେ ଏ ପର୍ଯ୍ୟନ୍ତ 150 ରୁ ଉର୍ଧ ଫିଲ୍ମ କରି ସାରିଛନ୍ତି । ତାଙ୍କର ଓଡ଼ିଆ ଫିଲ୍ମ ପୁଅ ମୋର ଜଗତ ଜିତା , ଓଁ ଶାନ୍ତୀ ଓଁ ଏବଂ ଡନ ନଂ ୱାନ୍ ଆଦି କେବଳ ଓଡ଼ିଶା ରେ ନୁହେଁ ବରଂ ସାରା ଭାରତ ରେ ଫେମସ୍ ହୋଇ ଥିଲା ।

ତେବେ ଆପଣ ମାନଙ୍କୁ ସୂଚନା ଦେବୁ ସେ 2009 ମସିହା ରୁ ପଲିଟିକ୍ସ ରେ ପାଦ ଦେଇଛନ୍ତି । ସିଦ୍ଧାନ୍ତ ମହାପାତ୍ର ଙ୍କୁ ଓଡ଼ିଶା ର ସବୁଠୁ ଧନୀ ଅଭିନେତା ବୋଲି କୁହା ଯାଏ ।

ତେବେ ଆପଣ ମାନଙଙ୍କୁ ସିଦ୍ଧାନ୍ତ ଙ୍କ ସଂମ୍ପତୀ ବିଷୟ ରେ କହିବୁ ତେବେ ତାଙ୍କ ପାଖରେ ବର୍ତମାନ ସମୟ ରେ 29 କୋଟି ର ସଂମ୍ପର୍ଣ୍ଣ ସଂମ୍ପତୀ ରହି ଥିବା ବେଳେ ତାଙ୍କ ପାଖରେ ଗୋଟିଏ ବେଷ୍ଟ ଆଲିସାନ୍ ଘର ରହିଛି ।

ଜାହାର ମୂଲ୍ୟ ହେଲା 4 କୋଟି ଟଙ୍କା ଏହା ସହିତ ତାଙ୍କ ପାଖରେ ଗୋଟିଏ BMW କାର୍ ହାର୍ଲି ଡାଭେସନ ପରି ବାଇକ୍ ମଧ୍ୟ କାଙ୍କ ପାଖରେ ରହିଛି । ବଲିଉଡ ଷ୍ଟାର ସଲମାନ ଖାନ୍ ଙ୍କ ପରି ସିଦ୍ଧାନ୍ତ ବି ଗରିବ ଲୋକ ମାନଙ୍କୁ ବହୁତ ଦାନ ଦକ୍ଷିଣା ଦିଅନ୍ତି ।ସେ ସାଇକେଲ ଚଲେଇବାକୁ ମଧ୍ୟ ପସନ୍ଦ କରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button