ମନୋରଞ୍ଜନ

ଜିଲ୍ଲାପାଳ (collector)ଙ୍କ ଦରମା କେତେ ଜାଣିଛନ୍ତି କି, ଜାଣିଲେ ଆଶ୍ଚର୍ଯ୍ୟ ହେବେ

IAS Officer ବର୍ତମାନ ସମୟ ରେ ଆମ ଭାରତ ର ସବୁଠୁ ବଡ ଚାକିରୀ ତାଙ୍କ ପାଖରେ ସବୁ କିଛି ପାୱାର ଥାଏ ଏକ ଅଁଚଳ ର ଉନ୍ନତି ପାଇଁ । କେବଳ ସେହି ମାନଙ୍କ ପାଇଁ ଗୋଟିଏ ଜିଲ୍ଲା ବା ରାଜ୍ୟ ଚଳି ପାରୁଛି । ଆଜି ଆମେ ଏହି ଠାରେ ସେମାନଙ୍କ ବିଷୟରେ ସଂମ୍ପର୍ଣ୍ଣ କଥା ଜାଣିବା।

ସେମାନଙ୍କ ସେଲେରୀ କେତେ ଏବଂ ଆମ ରାଜ୍ୟ ର ମୂଖ୍ୟ ମନ୍ତ୍ରୀ ଙ୍କ ଆଶିଷ୍ଟାଣ୍ଟ BK ପାଣ୍ଡିଆନ ଙ୍କ ସେଲେରୀ କେତେ କହିବା ପାଇଁ ଗଲେ IAS Officer ମାନଙ୍କ ସେଲେରୀ ସବୁ ବେଳେ ସମାନ ନ ଥାଏ । ପ୍ରତି ବର୍ଷ ସିଭିଲ ସର୍ଭିସ ପରିକ୍ଷା ମାଧ୍ୟମ ରେ 150 ଟି IAS Officer ଭର୍ତି କରା ଯାଏ ।

ଏବଂ ସେମାନଙ୍କ ଭେଶିକ୍ ପେ ସମସ୍ତଙ୍କର ସମାନ ଥାଏ ମାନେ 57 ହଜାର ଏବଂ ଏହା ସହିତ ସେମାନଙ୍କ ଘର ଖର୍ଚ୍ଚ ମିଳେ ଏହା ସହିତ ସେମାନଙ୍କ ଘର ଖର୍ଚ୍ଚ ମାନେ DA HRA ଏବଂ TA ବି ତାଙ୍କୁ ଅଲଗା ମିଳି ଥାଏ ହଁ ଯଦି ସେମାନେ ସରକାରୀ ଘରେ ରହି ଥାନ୍ତି ତେବେ ସେମାନଙ୍କୁ ଏହି ସବୁ କିଛି ବି ଦିଆ ଜାଇ ନ ଥାଏ ।

ହେଲେ ସେମାନଙ୍କୁ ଟ୍ରାଭେଲିଂ ଏଲାଭେନ୍ସ ସବୁ ବେଳେ ମିଳି ଥାଏ । ତେବେ ବର୍ତମାନ ଆମେ ଆପଣ ମାନଙ୍କୁ ଏହି DA, HRAଏବଂ TA ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ । ଯଦି ଗୋଟିଏ IAS ଅଫିସର ର ଚାରିକୀ କ୍ଲାସ ଏକ୍ସ ସିଟି ଯେମିତି କଲିକଲା ମୁମ୍ବାଇ ବା ଦିଲ୍ଲୀ ରେ ପଡେ ତେବେ ସେହି ସ୍ଥାନ ରେ ରହିବା ଖର୍ଚ୍ଚ ବେଶୀ ଖାଇବା ଖର୍ଚ୍ଚ ବେଶୀ ତେବେ ସେହି ସବୁ ସହର ରେ ପୋଷ୍ଟି ହୋଇ ଥିଲେ HRA ସେଲେରୀ ର 24 ପ୍ରତିଶତ ମିଳେ ।

ସେହି ପରି ଭାବେ କ୍ଲାସ Y ସିଟଟି ମାନେ 5 ରୁ 50 ଲକ୍ଷ ରହି ଥିବା ସ୍ଥାନ ରେ 16 ପ୍ରତିଶତ ମିଳେ । ଏବଂ ସେହି ପରି ଭାବେ କ୍ଲାସ Z ସିଟି ମାନେ ଏମିତି ଗ୍ରାମାଞ୍ଚଳ ଏବଂ ଏମିତି ବହୁତ କମ୍ ଲୋକ ସଂଖ୍ୟା ରହି ଥିବା ସିଟି ରେ 8 ପ୍ରତିଶତ ମିଳେ ।

ହେଲେ ସେମାନଙ୍କ ବେଶିକ ପେ ସବୁ ଆଡେ ସମାନ ହିଁ ରହି ଥାଏ । ସେହି ପରି ସେମାନଙ୍କୁ TA ମାନେ ଡ୍ରାଇଭିଂ ବା ଟ୍ରାଭେଲିଂ ଆଲାଭେନ୍ସ ନିଜ ବେଶିକ୍ ପେ ର 17 ପ୍ରତିଶତ ମିଳି ଥାଏ । ମାନେ 9 ହଜାର ପାଖା ପାଖି ମିଳି ଥାଏ ।

ସେହି ପରି ଭାବେ HRA କଥା କହିବା ମାନେ ରହିବା ଖର୍ଚ୍ଚ ସବୁ ବେଳେ କ୍ଲାସ ଏକ୍ସ ସିଟି ରେ ଅଧିକ ମିଳେ ସେହି ପରି ଭାବେ କ୍ଲାସ Y ରେ ତା ଠାରୁ ଟିକିଏ କମ୍ ମିଳେ ଏବଂ Z ଟିସି ରେ ସେମିତି ଆଉ ଟିକିଏ କମ୍ ମିଳେ । ଏବଂ ଏହି ସବୁକୁ ମିଶେଇ ଆମେ ଯଦି କହିବା ତେବେ ସେଷ ରେ ଗୋଟିଏ IAS ଅଫିସର ର ସେଲେରୀ 86 ହଜାର ହୋଇ ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button