ଶୋଇବା ଗୃହରୁ କାଢିଦିଅନ୍ତୁ ଏହି ୫ ଟି ଜିନିଷ, ନହେଲେ ହୋଇଯିବେ ଲକ୍ଷ୍ମୀଛଡା

ବନ୍ଧୁଗଣ ଆପଣ ମାନେ ଯଦି ବି ନିଜର ଶୋଇବା ଘରେ ଏହି ସବୁ ଜିନିଷ କୁ ରଖିଛନ୍ତି । ତେବେ ଏବେ ହିଁ ତୁରନ୍ତ ବାହାର କରି ଦିଅନ୍ତୁ । ନଚେତ୍ ଆପଣ ମାନେ ଲକ୍ଷ୍ନୀ ଛଡା ହୋଇ ଜାଇ ପାରନ୍ତି । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା କି କେଉଁ କେଉଁ ଜିନିଷ ଏମିତି ରହିଛି ।
ଯେଉଁ ଜିନିଷ କୁ ଆପଣ ମାନେ ଯଦି ନିଜର ଶୋଇବା କକ୍ଷ୍ୟ ରେ ରଖନ୍ତି । ତେବେ ଆପଣ ମାନଙ୍କ ଜିବନ ରେ ବହୁତ ଗୁଡ଼ିଏ ଅସୁବିଧା ଦେଖା ଦେଇ ଥାଏ । ତେବେ ଆସନ୍ତୁ ଜାଣି ନେବା ସେହି ଜିବନ ଗୁଡିକ କଣ କଣ ।ପ୍ରଥମେ ରହିଛି ଶୋଇବା ଘରେ ନିଜର ଚପଲ ରଖିବା ବାସ୍ତୁ ଶାସ୍ତ୍ର ଅନୁସାରେ ବହୁତ ବଡ ଅନୁଚିତ ଅଟେ ।

ଏହା ଦ୍ୱାରା ପରିବାର ନାକାରାତ୍ମକ ପ୍ରଭାବ ପଡେ । ସେହି ପରି ବେଳେ ଦ୍ୱତୀୟ ନମ୍ବର ରେ ରହିଛି ଆପଣ ମାନେ ଯଦି ଶୋଇବା ଘରେ ଝାଡୁ କୁ ରଖନ୍ତି ।ତେବେ ଆପଣ ମାନଙ୍କ ଘରେ ଅସାନ୍ତି ରହିବା ସହିତ ଆପଣ ମାନଙ୍କ ପାଖରେ ସବୁ ସମୟ ରେ ଦାରିଦ୍ରତା ଦେଖିବା ପାଇଁ ମିଳେ ।

ସେହି ପରି ଏହାକୁ ସବୁ ସମୟ ରେ କାନ୍ଥ ରେ ଡେରୀ କରି ରଖିବା ହିଁ ଦରକାର ।ତୃତୀୟ ରେ ରହିଛି ।ଚିରା କପଡା । କେବେ ବି ଆପଣ ମାନେ ନିଜର ଶୋଇବା ଘରେ ଭୁଲ ରେ ବି ପୁରୁଣା ଚିରା କପଡା ରଖନ୍ତୁ ନାହିଁ । ଏହା ଦ୍ୱାରା ଘରେ ନାକାରାତ୍ମକ ଉର୍ଜା ଦେଖିବା ପାଇଁ ମିଳେ । ସେହି ପରି ବେଳେ ଆପଣ ମାନେ ପଲିଥିନ୍ ଜାତିୟ ଜିନିଷ ବି ଯଦି ଆପଣ ମାନେ ଘରେ ରଖନ୍ତି ।
ତେବେ ବି ଆପଣ ମାନଙ୍କର ଘରେ ଏପରି ନାକାରାତ୍ମକ ଉର୍ଜା ଦେଖିବା ପାଇଁ ମିଳେ ।ଏହା ପରେ ରହିଛି ଲୁଣ କେବେ ବି ଘରେ ଲୁଣ ରଖିବା କଥା ନୁହେଁ । ଏହା ଦ୍ୱାରା ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟ ରେ ମନ ମାଲିନ୍ୟ ଦେଖିବା ପାଇଁ ମିଳେ ।





