IBN ଓଡ଼ିଶା ଏକ୍ସକ୍ଲୁସିଭ୍

କେବେ ହେଲେ ଏହି 6ଟି ଭୁଲ କରନ୍ତୁ ନହିଁ ହୋଇଥାଏ ଅପମୃତ୍ୟୁ, ମହାଭାରତ ରେ କୁହାଯାଇଛି ଜାଣନ୍ତୁ

ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଯେଉଁ ପରି ଭାବେ ବିଜ୍ଞାନ ର ଗରିମା ବଢି ବଢି ଚାଲିଛି ସେହି ପରି କ୍ଷେତ୍ରରେ ଆମର ବହୁତ ଗୁଡ଼ିଏ ଜିନିଷରେ ବିଭିନ୍ନ ପ୍ରକାରର ଫାଇଦା ମଧ୍ୟ ବଢି ବଢି ଚାଲିଛି । ଏହି ବିଜ୍ଞାନ ର ଆସିବା ଯୋଗୁଁ ଆମ ମାନଙ୍କର ପ୍ରତ୍ୟେକ କାର୍ଯ୍ୟ ମଧ୍ୟ ସହଜ ହେଉଛି । ସେହି ପରି ଭାବେ ଧାର୍ମିକ ଗ୍ରନ୍ଥରେ ଆମ ପାଇଁ ବହୁତ ନୂତନ ଉର୍ଜା ମାନ ଆଣିଛି ।

ସେମିତିରେ ମହାଭାରତ ଗ୍ରନ୍ଥ ରେ ଅନୁଶୋସଣ ଏବଂ ଏହାର ଗତି ବିଧି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କୁହା ଜାଇଛି । ଏହା ସେହି ଥି୍ରେ ଉଲ୍ଲେଖ ରହିଛି କି ଗୋଟିଏ ବ୍ୟକ୍ତି ର ଆୟୁ କେଉଁ କାରଣ ରୁ କମି ଥାଏ ଏବଂ କେଉଂ କାରଣ ରୁ ବଢି ଥାଏ ।ମହାଭାରତ ଅନୁସାରେ ଯେଉଁ ଲୋକ ମାନେ ଧର୍ମ ରୁ ବାହାରେ ଆସି କାର୍ଯ୍ୟ କରନ୍ତି ।

ଏମିତି ଗୋଟିଏ ପ୍ରଶଙ୍ଗ କୁ ନେଇ ରାଜା ଧୁତ୍ର ରାଷ୍ଟ୍ର ମହାତ୍ମା ବିଦୁର ଙ୍କୁ ଆୟ କମିବା କୁ ନେଇ ପ୍ରଶ୍ନ କରି ଥିଲେ । ତେବେ ସେ ଏମିତି ହିଁ କିଛି ଉଲ୍ଲେଖ କରିଛନ୍ତି । ଅଧିକ ରୁ ଅଧିକ କଥା କହୁ ଥିବା ବ୍ୟକ୍ତି । ପଦବୀ ର ଅହଙ୍କାର ନିଜର ପ୍ରସଂଶା ସୁଣୁ ଥିବା ବ୍ୟକ୍ତି ମାନେ ସବୁ ବେଳେ ଶ୍ରେଷ୍ଟ ବ୍ୟକ୍ତି ବୋଲି ଭାବନ୍ତି ସେହି ପରି କ୍ଷେତ୍ର ରେ ସେମାନେ ଶ୍ରେଷ୍ଟ ବ୍ୟକ୍ତି ଙ୍କୁ ଘୃଣା ଏବଂ ସେମାନଙ୍କୁ ମାନନ୍ତି ନାହିଁ ।

ତେବେ ସେହି ପରି କ୍ଷେତ୍ର ରେ ସେମାନେ ଅନ୍ୟ ଙ୍କୁ ବହୁତ ଖରାପ୍ ବ୍ୟବହାର କରି ଥାନ୍ତି ତେବେ ଆପଣ ମାନଙ୍କୁ କହିବୁ ଏହି ପରି ବ୍ୟକ୍ତି ମାନଙ୍କର ଆୟ ସବୁ ସମୟ ରେ କମି ଜାଇ ଥାଏ ।ଏବଂ ଏମାନଙ୍କ ମଧ୍ୟ ରେ ବହୁତ ପରିମାଣ ରେ କ୍ରୋଧ ଏବଂ ତ୍ୟଗ ର ଅଭାବ ଦେଖିବା ପାଇଁ ମିଳେ ସେମିତି ରେ ଏହି ବ୍ୟକ୍ତି ମାନଙ୍କ ପତନ ନିଶ୍ଚିତ ଅଟେ ।

ଏମାନେ କେବେ ନିଜର ଜିବନ ରେ ଆଗକୁ ବଢି ପାରନ୍ତି ନାହିଁ ଏବଂ ଏମାନେ ସବୁ ସମୟ ରେ ଦୁଖଃ କୁ ହିଁ ଭାଜନ କରନ୍ତି । ତେବେ ସେମିତି ବେଳେ ଆପଣ ମାନେ ଯଦି ଏପରି ସବୁ କି ବର୍ଜିତ କରନ୍ତି ତେବେ ଆପଣ ମାନଙ୍କ କ୍ଷେତ୍ର ରେ ଏମିତି କିଛି ବି ହେବ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button