IBN ଓଡ଼ିଶା ଏକ୍ସକ୍ଲୁସିଭ୍
ସନ୍ଧ୍ୟାବେଳେ ଏହି ଭୁଲ କଲେ ମଣିଷ ହୋଇଯାଏ, ଦାଣ୍ଡର ଭିକାରୀ

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସଂନ୍ଧ୍ୟା ସମୟରେ କରା ଜାଉ ଥିବା କିଛି କାର୍ଯ୍ୟ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଯେଉଁ କାମ କରିବା ଦ୍ୱାରା ଆମର ଜିବନରେ ସଂମ୍ପର୍ଣ୍ଣ ଭାବେ ଦାରିଦ୍ରତା ଏବଂ ଘରୁ ଲକ୍ଷ୍ମୀ ଛାଡି ଜାଇ ଥାଏ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ।ପ୍ରଥମେ ରହିଛି ସଂନ୍ଧ୍ୟା ସମୟ ରେ ଖାଦ୍ୟ ଖାଇବା । ଶାସ୍ତ୍ର ଅନୁସାରେ କେବେ ବି ସଂନ୍ଧ୍ୟା ସମୟ ରେ ଭୋଜନ କରା ଯାଏ ନାହିଁ ।
କାରଣ ଏହା ଦିନ ଏବଂ ରାତ୍ରୀର ମଧ୍ୟମ ଭାଗ ହୋଇ ଥାଏ । ଏହି ସମୟରେ ଏମିତି କଲେ ଆପଣଙ୍କ ଘର କିଛି ବି କୂଳେ ନାହିଁ । ଏହା ପରେ ରହିଛି ଘରେ ଝାଡୁ ମାରିବା । ଶାସ୍ତ୍ର ଅନୁସାରେ କେବେ ବି ଘରେ ସଂନ୍ଧ୍ୟା ସମୟ ରେ ଝାଡୁ ମାରିବା କଥା ନୁହେଁ ଏହା କରିବା ଦ୍ୱାରା ଆପଣ ମାନଙ୍କ ଘୁ ଲକ୍ଷ୍ମୀ ଛାଡି ଜାଇ ଥାନ୍ତି ।








