IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପ୍ରତ୍ୟେକ ବ୍ୟକ୍ତିର ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି, ଏହି 4ଟି ସଂକେତ

ଏହି ଦୁନିଆରେ ଏମିତିବି କିଛି ଲୋକ ମାନେ ରହିଥାନ୍ତି ଯେଉଁ ମାନେ ନିଜର ଖରାପ୍ ସମୟରେ ଭଗବାନ ଙ୍କ ନାମ କୁ ନେଇ ଥାନ୍ତି ହେଲେ ସେମାନେ କେବେ ବି ସେମାନଙ୍କ ଭଲ ସମୟରେ ସେମାନେ ଭଗବାନ ଙ୍କ ନାମ ନିଅନ୍ତି ନାହିଁ । ହେଲେ ଏଠାରେ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି ଏହି ଖରାପ୍ ଏବଂ ଭଲ ସମୟ ଆସିବା ପୂର୍ବରୁ ଆମକୁ ଭଗବାନ କିଛି ସଂଙ୍କେତ ଦେଇ ଥାନ୍ତି । ତେବେ ସେହି ପରି କ୍ଷେତ୍ରରେ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ସଂଙ୍କେତ ବିଷୟରେ ଆପଣ ମାନଙ୍କ ସହିତ ଆଲୋଚନା କରିବା ପାଇଁ ଚାହିଁବୁ ଜାହାକୁ ଭଗବାନ ନିଜର ଭଲ କିମ୍ଭା ଖରାପ୍ ସମୟ ଆସିବା ପୂର୍ବ ରୁ ଦେଇ ଥାନ୍ତି ।

ପ୍ରଥମେ ରହିଛି ପେଚା ଏହାକୁ ମାତା ଲକ୍ଷ୍ମୀ ଙ୍କର ବାହାନ ବୋଲି କୁହା ଜାଇ ଥାଏ । ତେବେ ଆପଣ ମାନଙ୍କୁ କେଉଁ ଠାରେ ବି ପେଚା ଦେଖା ଯାଏ । ତେବେ ଏହି କଥା କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ନିଅନ୍ତୁ କି । ଆପଣ ମାନଙ୍କ ଭଲ ସମୟ ଆସୁଛି । ଏବଂ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଆଶିଷ ବର୍ଷିବା ପାଇଁ ଯାଉଛି ।

ଦୁଇ ନମ୍ବର ରେ ରହିଛି ଯଦି ଆପଣ ମାନଙ୍କୁ କେବେ ସବୁଜ ରଙ୍ଗ ର ଜିନିଷ ଦେଖା ଦିଏ ଏବଂ ଏହା ହଠାତ୍ ବା ମନେ ରେ ବାରମ୍ଭାର ଆସୁ ଥାଏ ତେବେ ସେହି ପରି କ୍ଷେତ୍ର ରେ ବି ଆପଣ ମାନଙ୍କ ପାଇଁ ଶୁଭ ସଂଙ୍କେତ ରହି ଥାଏ ଏବଂ ଏହା ଆପଣ ମାନଙ୍କ ପାଇଁ ବହୁତ ଶୁଭ ସଂଙ୍କେତ ହୋଇ ଥାଏ ।

ସେହି ପରି ଭାବେ ତୃତୀୟ ରେ ରହିଛି ସଫା ସୁତୁରା . ସବୁ ସମୟ ରେ ମାତା ଲକ୍ଷ୍ମୀ ସେହି ସ୍ଥାନ ରେ ପ୍ରେବଶ କରନ୍ତି ଯେଉଁ ଠାରେ ସଫା ସୁତୁରା ହୋଇ ଥାଏ । ସେମିତି ରେ ଆପଣ ମାନଙ୍କ ଘରେ ଯଦି ଝାଡୁ ରହିଛି ଏବଂ ପ୍ରତ୍ୟେକ ଦିନ ଓଳାଉଛନ୍ତି ତେବେ ଆପଣ ମାନଙ୍କ ଘରକୁବି ଲକ୍ଷ୍ମୀ ଆଶିଷ ମିଳିବ ।

ସେହି ପରି ଭାବେ ଚାରି ରେ ଆପଣ ମାନେ ହଠାତ୍ କ୍ରମେ କେଉଁ ଠାରେ ବି ସଂଙ୍ଖ ର ଧ୍ୱନୀ କୁ ସୁଣନ୍ତି ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ପାଇଁ ବି ଶୁଭ ସଂଙ୍କେତ ହୋଇ ଥାଏ । ତଥା ଆପଣ ମାନଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କ ପ୍ରବେଶ ହୋଇଛି ବୋଲି ଜାଣନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button