ସବୁ ମହିଳାମାନେ ଭୁଲରେବି କରନ୍ତୁ ନାହିଁ ଏହି କାମ, ହୋଇଯିବେ ଲକ୍ଷ୍ମୀଛଡା

ଆମେ ମାନେ ନିଶ୍ଚିତ ଭାବେ ଜାଣିଛେ କି ବାସ୍ତୁ ଶାସ୍ତ୍ରର ଅର୍ଥ ହେଲା ଆମ ଚତୁରପାର୍ଶ୍ୱ ରେ ରହି ଥିବା ଶକ୍ତି ତରଙ୍ଗ ର ସନ୍ତୁଳନ । ଯଦି ଆପଣ ମାନେ ଏହି ଆମ ଚତୁରପାର୍ଶ୍ୱ ରେ ରହି ଥିବା ଶକ୍ତି ତରଙ୍ଗ ର ସନ୍ତୁଳନ ସଠିକ୍ ଭାବେ ପ୍ରାପ୍ତ ହେଉଛି । ତେବେ ଜାଣନ୍ତୁ କି ଆପଣ ମାନଙ୍କ ଜିବନ ରେ କୈଣସି ବି ଅସୁବିଧା ଆସିବାର ରହି ନାହିଁ । ହେଲେ ଯଦି ଆପଣ ମାନଙ୍କ ଚତୁରପାର୍ଶ୍ୱ ରେ ରହି ଥିବା ଶକ୍ତି ତରଙ୍ଗ ର ସନ୍ତୁଳନ ସଠିକ୍ ଭାବେ ରହି ନାହିଁ । ଏପରି ବେଳେ ଏହା ଆପଣ ମାନଙ୍କ ପାଇଁ ବହୁତ ଅସୁବିଧା ହୋଇ ପାରେ ବୋଲି ଆମେ ମାନେ କହି ପାରିବା ।
ତେବେ ଏପରି ପର୍ଯ୍ୟୟ ରେ ଆପଣ ମାନଙ୍କୁ ବାସ୍ତୁ ନିଜ ଅନୁସାରେ ବଜାଇ ରଖିବା ପାଇଁ ଆପଣ ମାନଙ୍କୁ କେତେକ ସଫଳ ପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ପଡି ଥାଏ । ଏହି କାର୍ଯ୍ୟ ମାଧ୍ୟ ରେ ଆପଣ ନିଜ ର ଘର କୁ ଏହି କୁ ପ୍ରଭାବ ରୁ ବଞ୍ଚାଇ ପାରିବେ । କେବଳ ସେହିଥି ପାଇଁ ହିଁ ଆପଣ ମାନଙ୍କୁ ନିଜର ଗୃହ ରେ ଏହି ପାଞ୍ଚ ଟି କାର୍ଯ୍ୟ କୁ କରିବା ପାଇଁ କୁହା ଯାଏ ଯେଉଁଥିରେ ଆପଣ ମାନଙ୍କ ଘରେ ଏହି ପରି ଦୁର୍ଦଶା ପଡି୍ବ ନାହିଁ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ପ୍ରଥମେ ହେଲା ଯଦି ଆପଣ ମାନଙ୍କୁ ସୂର୍ଯ୍ୟସ୍ତ ସମୟରେ କେହି ଆପଣ ମାନଙ୍କୁ ଦୁଗ୍ଧ ଜାତୀୟ ଖାଦ୍ୟ ମାଗିବା ପାଇଁ ଆସନ୍ତି । ତେବେ ସେମିତି ବେଳେ ଆପଣ ମାନେ ସେହି ସମୟ ରେ ସେମାନଙ୍କୁ ଏହି ସବୁ ମନା କରି ଦିଅନ୍ତୁ । କାରଣ କୈଣସି ବାହାର ବ୍ୟକ୍ତି ଙ୍କୁ ଏହି ସବୁ ଜିନିଷ ଦେଲେ ଆପଣ ମାନଙ୍କ ଘରେ ଶାନ୍ତି ରହେ ନାହିଁ । ସେହି ପରି ଭାବେ ଭୁଲ ରେ ମଧ୍ୟ ଆପଣ ମାନେ ନିଜ ଘରେ ରାତ୍ରୀ ସମୟ ରେ ଅଇଣ୍ଠା ବାସନ କୁସନ ଙ୍କୁ କେବେ ପକାଇ ରଖନ୍ତୁ ନାହିଁ । ନଚେତ୍ ଆପଣ ମାନଙ୍କ ଘରେ ଲକ୍ଷ୍ମୀ ଛାଡି ଜାଇ ପାରନ୍ତି ।

ଏହା ବି ମଧ୍ୟ ଆପଣ ମାନଙ୍କ ପାଇଁ ଅଶୁଭ ଏବଂ ଲକ୍ଷ୍ମୀ ଛଡା ପରି କାର୍ଯ୍ୟ ହୋଇ ପାରେ । ତେବେ ସାବଧାନ ରୁହନ୍ତୁ ।






