IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭଗବାନ ଶିବଙ୍କ କୃପାଦୃଷ୍ଟି ରୁ ଆଜିଠାରୁ ବଦଳିଯିବ ଏହି ୫ଟି ରାଶିର ଭାଗ୍ୟ, ହେବେ କୋଟିପତି

ଓଁ ନମଃ ଶିବାୟ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଭଗବାନ ଶିବ ଆଜିଠାରୁ ଏହି ୫ଟି ରାଶି ଉପରେ ନିଜର କୃପାଦୃଷ୍ଟି ବର୍ଷା କରିବେ । ଏହି ୫ଟି ରାଶି ଚିହ୍ନ ର କାନ୍ଦିବାର ଦିନ ସମାପ୍ତ ହୋଇଛି । ଏମାନେ ନିଜ ଜୀବନର ଆନନ୍ଦ ପାଇବାକୁ ଯାଉଛନ୍ତି । ଏହି ରାଶି ଗୁଡିକ ଚଳିତ ସପ୍ତାହରେ ସଫଳତା ପାଇବେ । ବ୍ୟବସାୟ କ୍ଷେତ୍ରରେ ଅଗ୍ରଣୀ ହେବେ । ପୂର୍ବରୁ ଥମି ଯାଇଥିବା ବ୍ୟବସାୟ ରେ ଜୋରଦାର ତତ୍ପରତା ବୃଦ୍ଧି ଘଟିବ । ଏହି ସପ୍ତାହ ରେ ଧନ ବର୍ଷା ହେବାକୁ ଯାଉଛି ଆପଣଙ୍କ ଉପରେ ।

ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରିବେ । ରାଜନୀତିରେ ଉନ୍ନତି ହେବ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ପାରିବାରିକ ଜୀବନରେ ଗୁରୁଜନ ସନ୍ତୁଷ୍ଟ ରହିବେ ।

ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ । ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବା ଫଳରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ, ପରିଣାମ ମଧ୍ୟ ସାମ୍ନାକୁ ଆସିବ ।

ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । ବ୍ୟବସାୟୀକ କ୍ଷେତ୍ରରେ ଉନ୍ନତି ହେବା ସହ ଆର୍ଥିକ ଗତିବିଧିରେ ବ୍ୟସ୍ତ ରହି ପ୍ରଚୁର ଅର୍ଥ ଲାଭ କରିବେ । ରୋଜଗାର ସମସ୍ୟା ସୁଧୁରି ଯିବ । ଧନ ଲାଭ ହେବାରୁ ମନ ଖୁସି ରହିବ । ରପ୍ତାନି ବାଣିଜ୍ୟରୁ ଯଥେଷ୍ଟ ଲାଭ ପାଇ ଶାନ୍ତିର ନିଃଶ୍ଵାସ ମାରି ପାରିବେ । ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବା ଫଳରେ ସୁଖ ସମ୍ପଦ ପ୍ରାପ୍ତି ହେବ ।

ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । କାହାର ଡାକରା ପାଇ ଯଦି ଦୂରଯାତ୍ରା କରନ୍ତି କଷ୍ଟ ପାଇବେ । ଉଚ୍ଚଶିକ୍ଷାର ମଧ୍ୟ ସୁବିଧାସୁଯୋଗ ପାଇବେ । ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ । ବନ୍ଧୁ ମିତ୍ରମାନଙ୍କର ଓ ବରିଷ୍ଠ କର୍ମୀଙ୍କ ପ୍ରିୟପାତ୍ର ହେବେ ।

ଟଙ୍କାର ଆବଶ୍ୟକତା ପୂରଣ ହେବ । ତେବେ ଏହି ୫ଟି ଭାଗ୍ୟବାନ ରାଶି ଗୁଡିକ ହେଉଛନ୍ତି, ମେଷ ରାଶି, ବୃଷ ରାଶି, ମକର ରାଶି, ବିଛା ରାଶି ଏବଂ ମୀନ ରାଶି । ଓଁ ନମଃ ଶିବାୟ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button