IBN ଓଡ଼ିଶା ଏକ୍ସକ୍ଲୁସିଭ୍

ହନୁମାନଙ୍କ କୃପାରୁ ଆଜିଠାରୁ ଚମକିବ ଏହି ୬ଟି ରାଶିର ଭାଗ୍ୟ, ବୃଷ, କୁମ୍ଭ ,ମୀନ ରାଶି ପାଇଁ ରାଜଯୋଗ

 

ନମସ୍କାର ବନ୍ଧୁଗଣ,ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ୬ଟି ରାଶି ଉପରେ ହନୁମାନ ନିଜର କୃପା ଦୃଷ୍ଟି ପକାଇବା ପାଇଁ ଯାଉଛନ୍ତି। ଭଗବାନ ହନୁମାନଙ୍କ କୃପାରୁ ଆସୁଥିବା ସମସ୍ତ ସଙ୍କଟ ଏହି ରାଶିର ବ୍ୟକ୍ତି ମାନଙ୍କ ଉପରୁ ଉଠିଯିବ। ଭଗବାନ ହନୁମାନ ନିଜେ ଆପଣଙ୍କୁ ସୁରକ୍ଷା ଦେବେ।ତେବେ ସଙ୍କଟ ମୋଚନ ହନୁମାନଙ୍କ କୃପାରୁ ଏହି ୬ଟି ରାଶିର ଶୁଭ ସମୟ ଆସିଯାଇଛି। ଆପଣ ଖୁବ ଶୀଘ୍ର ଧନବାନ ହେବା ପାଇଁ ଯାଉଛନ୍ତି।

ଧନ ସମ୍ପତ୍ତି ରେ ଆଶ୍ଚର୍ଯ୍ୟ ଜନକ ବୃଦ୍ଧି ଘଟିବ। ଦୂର ବାଟ ଗମନା ଗମନ ଯୋଗ ରହିଛି।ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ବ୍ୟବସାୟରେ ଗୁରୁ ଦାୟିତ୍ୱ ବହନ କରି, କଠିନ ପରିଶ୍ରମ କରିବାକୁ ପଡିବ। ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାର ସମସ୍ୟା ସୁଧୁରି ଯିବ।

ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ପଢିବା, ପଢେଇବାରେ ସଫଳତା ମିଳିବ। ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ବିବାଦରୁ ମୁକ୍ତ ହେବେ। ନିଜର ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ କରିବା ଅନୁଚିତ୍।ସମସ୍ତ କାର୍ଯ୍ୟର ସମସ୍ୟା ସମାଧାନ ହୋଇଯିବ। ବସ୍ତ୍ର, ଆଭୁଷଣ ଗହଣା ଆଦି କ୍ରୟ କରିପାରିବେ। ବାଣିଜ୍ୟକ୍ଷେତ୍ରରେ ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳପାଇବେ। ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ।

କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇ ସହଯୋଗୀମାନେ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ପାରିବାରିକ ସମସ୍ୟା ସମାଧାନ କରି ଶାନ୍ତି ପାଇବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ମଧୁରତା ଆସିବ।ସ୍ୱାସ୍ଥ୍ୟରେ ସୁଧାର ଆସିବ। ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରୀ ନେବେ। ରାଜନୀତିରେ ଲୋକସମର୍ଥନକୁ ଆଧାର କରି ଶକ୍ତିଶାଳୀ ହେବେ।

ଶିକ୍ଷାର୍ଥୀମାନେ ଉନ୍ନତିର ଛକ ଉପରେ ପଦାର୍ପଣ କରି ଲକ୍ଷ୍ୟପୂରଣ ଆଡକୁ ଆଗେଇ ପାରିବେ। ମିତ୍ରଙ୍କ ସାହାଯ୍ୟ ଦ୍ଵାରା ବିଗିଡି ଯାଇଥିବା କର୍ମ ସଜାଡି ହେବ। ବିପରୀତ ଲିଙ୍ଗୀଙ୍କ ସହଯୋଗ ଦ୍ଵାରା ଆଗକୁ ବଢିବେ। ନୂଆ ଲକ୍ଷକୁ ନିର୍ଦ୍ଦାରିତ କରିପାରିବେ। ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ।

ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ। ତେବେ ଏହି ଭାଗ୍ୟବାନ ୬ଟି ରାଶି ହେଉଛନ୍ତି ମେଷ,ବୃଷ,ମିଥୁନ,କର୍କଟ,ବିଛା,ମୀନ ରାଶି । ଏହି ରାଶି ମାନେ ଭଗବାନ ହନୁମାନଙ୍କ କୃପାରୁ ଭାଗ୍ୟଶାଳୀ ହେବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button