ରାଜ୍ୟ

ଭାରରେ ବୁହା ହେଲେ ଗର୍ଭବତୀ ମହିଳା – Ibnodisha

[ad_1]

କୋରାପୁଟ: କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଳକ ଅନ୍ତର୍ଗତ ପଟାଙ୍ଗୀ ପଞ୍ଚାୟତର ନୂଆଗୁଡ଼ା ଗାଁର ସୁନିଲ୍ ରୁଆଙ୍କ ସ୍ତ୍ରୀ ଶୁସିମୀତା ରୁଆ ବୟସ ବାଇଶି ରୁ ତେଇଶି ବର୍ଷ ହେବ ବୋଲି ଅନୁମାନ କରାଯାଇଛି ଆଜି ସକାଳେ ଗର୍ବ ଜତ୍ରଣା ହେବା ପରେ ଗାଁର ଆଶା କର୍ମୀଙ୍କୁ ଜଣାଇଥିଲେ ତତ୍ପର ହୋଇ ଆମ୍ବୁଲାନ୍ସ ଗାଡିକୁ ଯୋଗା ଯୋଗ କରିଥିଲେ ହେଲେ ରାସ୍ତା ସୁବିଧା ନଥିବାରୁ ଗାଁରୁ ଦୁଇରୁ ତିନି କିଲୋମିଟର ହେବ ଏକ କାଠ ବଲା ଠାରେ ସାଡି଼ବାନ୍ଦୀ ବହିକୀ ଗାଁ ଖଣ୍ଡିରେ ବୋହି ଆଣି ଅଟୋ ନିକଟରେ ପହଞ୍ଚାଇଥିଲେ ଅଶେଷରେ ଆମ୍ବୁଲାନ୍ସ ଆସି କାଦୁଅ ରାସ୍ତାକୁ ଯାଇନପାରିବାରୁ ଅଧା ରାସ୍ତାରେ ଅପେକ୍ଷା କରିଥିଲା ଅଟୋ ଦ୍ୱାରା ଆଣି ଆମ୍ବୁଲାନ୍ସରେ ପହଞ୍ଚାଇ ଥିଲେ ପରେ ଆମ୍ବୁଲାନ୍ସ ପଟାଙ୍ଗି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣିଥିଲା ଡାକ୍ତରୀ ମାନଙ୍କ ଚିକିତ୍ସା କରିବା
ପରେ ତାଙ୍କର ଏକ ପୁତ୍ର ଶନ୍ତାନ ପ୍ରସବ ହୋଇଥିଲା ।

ଲୋକଙ୍କ ଅଭିଯୋଗ ରହିଛି ସର୍ବୁ ପାଙ୍ଗି,ଗପି ରୁହା,ମଙ୍ଗୁଲୁ ରୁହା, ହରି ଧାଙ୍ଗଡାନାୟକ, ଆପାନା ସେମୀଲି , ଆପାନା ରୁହା, ଗୁନାୟା ରୁହା , ରବି ଧାଙ୍ଗଡାନାୟକ, ଧନପତି ବାଟୁ , ଗପି ଧାଙ୍ଗଡାନାୟକ, ଶିମାନ୍ଦ୍ରି ଧାଙ୍ଗଡାନାୟକ , କେନ୍ଦୁ ପଡାଲ ବିଷମ ଧାଙ୍ଗଡାନାୟକ, ଭଗବାନ ପଡାଲ , କଣ୍ଡା ପଡାଲ ,ଏହି ଲୋକ ମାନଙ୍କ କହିବା କଥା ଯେ ସେହି ରାସ୍ତା ଦେଇ ପାଞ୍ଚ ଖଣ୍ଡଗାଁ ପଡାଲଗୁଡ଼ା , ଧରାଗୁଡ଼ା,ଗଦବାଗୁଡ଼ା,ନୂଆଗୁଡ଼ା ଡୁମୁରିଗୁଡ଼ା ଗ୍ରାମକୁ ସଂଯୋଗ କରି ପାରିବେ ଲୋକେ ଏହି ବିଷୟକୁ ନେଇ କଂଗ୍ରେସ ଦଳର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମକୁ ଜୋଣାଇ ଥିଲେ ସୁଦ୍ଧା କୌଣସି ସଫଳ ହେଲା ନାହିଁ ଏବଂ ତାଙ୍କ ପରେ ବିଜେଡି ଦଳର ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗିଙ୍କୁ ମଧ୍ୟ ଏହି ରାସ୍ତା ବିଷୟରେ ଅବଗତ କରିଥିଲେ ହେଲେ ପାଙ୍ଗି ଗାଁ ଲୋକଙ୍କ ସମ୍ମୁଖରେ ଏକ ନଡ଼ିଆ ମାରି ସୁବ ଦେଇ ରାସ୍ତା ହେବାର ପ୍ରୁତିସୁତି ଦେଲା ପରେବି କୈାଣସି ସଫଳ ହେଲା ନାହିଁ । ସ୍ଥାନୀୟ ସରପଞ୍ଚ ମଧ୍ୟ ଏହି ରାସ୍ତା ବିଷୟକୁ ନେଇ ବ୍ଳକ ପ୍ରଶାସନଙ୍କୁ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ସୁଧା କାହାରି ଦୃଷ୍ଟି ପଡୁ ନାହିଁ ହେଲେ ବର୍ତ୍ତମାନର ବିଧାୟକ ପିତମ ପାଡିଙ୍କୁ ଏବଂ ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ଗୁଆରୀ କଲେ ସୁଧା କୈାଣସି ଦୃଷ୍ଟି ପଡ଼ୁନାହିଁ ସେଥିପାଇଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି

The post ଭାରରେ ବୁହା ହେଲେ ଗର୍ଭବତୀ ମହିଳା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button