ମନୋରଞ୍ଜନ

Bollywood ର ଟପ 10 ଷ୍ଟାର କିଡ୍ସ ଯେଉଁମାନେ ନିଜ ମାତା ପିତାଙ୍କର ଅଟନ୍ତି ଜେରକ୍ସ କପି, ଏମାନଙ୍କୁ ଏକା ସହିତ ଦେଖିଲେ ଆପଣ ବି ଧୋକା ଖାଇଯିବେ

ବନ୍ଧୁଗଣ ବଲିଉଡରେ ବର୍ତ୍ତମାନ ଷ୍ଟାରକିଡ୍ସ ମାନେ ବହୁତ ଚର୍ଚାରେ ଅଛନ୍ତି । ପୂର୍ବ ଅପେକ୍ଷା ବର୍ତ୍ତମାନ କେତେକ ଷ୍ଟାରକିଡ୍ସ ମାନେ ବଲିଉଡରେ ଯୋଗ ଦେଇଛନ୍ତି ତ ଅନ୍ୟ କେତେକ ଷ୍ଟାରକିଡ୍ସ ବଲିଉଡରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ ହିରୋ ଓ ହିରୋଇନଙ୍କ ତୁଳନାରେ ସେମାନଙ୍କ ପିଲା ମାନେ ଅଧିକ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଏହିପରି ଆଜି ଆମେ ଆପଣ ମାନଙ୍କୁ କିଛି ଷ୍ଟାରକିଡ ମାନଙ୍କ ବିଷୟରେ କହିବୁ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ-

୧-ଅମୃତା ସିଂହ, ସାରା ଅଲି ଖାନ- ୯୦ଦଶକ ର ଅଭିନେତ୍ରୀ ଅମୃତା ସିଂହ ଙ୍କ ଝିଅ ହେଉଛନ୍ତି ସାର ଅଲି ଖାଁ ,ସାରା ଅବିକଳ ତାଙ୍କ ମା ଅମୃତା ଙ୍କ ପରି ଦେଖାଯାନ୍ତି।ସାରା ଏବେ ଅନେକ ଚଳଚିତ୍ର ରେ କାମ କରିସାରିଲେଣି, ତାଙ୍କର ପ୍ରଥମ ସିନେମା ଥିଲା -‘କେଦାରନାଥ’।ସେହିପାରି ସେ ‘ସିମ୍ବା’, ‘ଲଭ ଆଜ କଲ’ ,’କୁଲୀ ନମ୍ବର୧’, ଆଦି ବହୁତ ଭଲ ଭଲ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ସାରା ତାଙ୍କ ମା ପରି ସବୁଆଡେ ଚର୍ଚ୍ଚିତ।

୨-ସାହରୁଖ ଖାନ-ଆର୍ଯ୍ୟନ ଖାନ-ସାହାରୁଖ ଖାନ ବଲିଉଡର ଏକ ଚର୍ଚ୍ଚିତ ନାମ , ତାଙ୍କୁ କିଙ୍ଗ ଖାନ ବୋଲି କୁହାଯାଏ। ତାଙ୍କ ର ବଡ ପୁଅ ର ନାମ ଆର୍ଯ୍ୟନ ଖାନ ,ଅର୍ଯ୍ୟନ ଅବିକଳ ତାଙ୍କ ପିତାଙ୍କ ପରି ଦେଖିବାକୁ ।ଏବେ ଆର୍ଯ୍ୟନ କୌଣସି ଚଳଚିତ୍ର କରିନାହାନ୍ତି କି ପ୍ରସ୍ତୁତ ମଧ୍ୟ ହେଇନାହାନ୍ତି କିନ୍ତୁ ଖୁବ ଶୀଘ୍ର ଆମେ ତାଙ୍କୁ ବଡ ପରଦା ରେ ଦେଖିବାକୁ ପାଇବା ବୋଲି ଆଶା ଅଛି।

୩. ଶର୍ମିଲା ଟାଗୋର-ସୋହା ଅଲି ଖାନ – ଶର୍ମିଳା ୮୦ଦଶକ ର ଏକ ନାମିଦାମୀ ଓ ଚର୍ଚ୍ଚିତ କଳାକାର ଥିଲେ ତାଙ୍କ ଝିଅ ସୋହା ଅଲି ଖାନ ବଲିଉଡରେ ଏତେ ଖାସ କରାମତି ଦେଖାଇନପାରିଲେ ମଧ୍ୟ ତାଙ୍କ ସୁନ୍ଦରତା ପାଇଁ ଓ ତାଙ୍କ ମା ଶର୍ମିଳା ଟାଗୋର ଙ୍କ ପାଇଁ ସେ ବଲିଉଡରେ ପ୍ରସିଦ୍ଧ ।

୪- ବବିତା କପୂର-କରିସ୍ମା କପୂର- ଆପଣ ମାନେ କରିଶମା କପୁରଏନକେ ଜାଣିଥିବେ ସେ ୯୦ ଦଶକ ଫିଲ୍ମରେ ବହୁତ ଭଲ ଓ ନାମୀ ଅଭିନେତ୍ରୀ ଥିଲେ ।ସେ ତାଙ୍କ ମା ବବିତା କପୂର ଙ୍କ ଠାରୁ ଅଧିକ ସୁନ୍ଦର ଥିଲେ ,ତାଙ୍କର ବହୁତ ଫିଲ୍ମ ସେହି ସମୟରେ ସୁପର ଡୁପର ହିଟ ହୋଇଛି ।

ତେବେ କରିସ୍ମାଙ୍କ ଗ୍ଲାମର ଏବେ ବି କମ ହୋଇ ନାହିଁ ତାଙ୍କର ଦୁଇଟି ଛୁଆ ଅଛନ୍ତି ବୋଲି କେହି କୁହନ୍ତି ନାହିଁ । କରିସ୍ମାଙ୍କ ବିବାହ ସଞ୍ଜୟ କପୁର ସହ ହୋଇଥିଲା କିନ୍ତୁ ଦୁହିଙ୍କ ବିବାହ ଅଧିକ ଦିନ ଚାଲି ପ୍ପାରିଲା ନାହିଁ ଓ ଏବେ କରିସ୍ମା ନିଜ ଦୁଇ ଛୁଆଙ୍କ ସହ ଅଲଗା ରହୁଛନ୍ତି । ତେବେ କରିସ୍ମାଙ୍କ ପୁଅ ନାମ ଇୟାନ ରାଜ କପୁର ଅଟେ ଓ ସେ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ।

୫-ସୈଫ ଅଲି ଖାନ-ଇବ୍ରାହିମ ଖାନ – ସୈଫ ବୋଲଉଡ଼ ର ଛୋଟେ ନବାଵ ନାମରେ ଚର୍ଚ୍ଚିତ ସୈଫ ନବାଵ ଖାନଦାନ ରୁ ଅଟନ୍ତି , ସୈଫ ଙ୍କ ପିତା ମାନସୂର୍ ଅଲି ଖାନ ପଟୋଦି ଜଣେ ‘କ୍ରିକେଟର ‘ଥିଲେ। ସୈଫ ଙ୍କ ପୁଅ ର ନାମ ଇବ୍ରାହିମ ଖାନ ,ଇବ୍ରାହିମ ଅବିକଳ ତାଙ୍କ ପିତାଙ୍କ ପରି ଦେଖିବାକୁ ।ଏବେ ଇବ୍ରାହିମ କୌଣସି ଚଳଚିତ୍ର କରିନାହାନ୍ତି , କିନ୍ତୁ ଖୁବ ଶୀଘ୍ର ଆମେ ତାଙ୍କୁ ବଡ ପରଦା ରେ ଦେଖିବାକୁ ପାଇବା ବୋଲି ଆଶା ଅଛି।ବର୍ତମାନ ଇବ୍ରାହିମ ତାଙ୍କର ମା ଅମୃତା ସିଂହ ଙ୍କ ସହ ରହୁଛନ୍ତି।

୬- କାଜଲ-ନ୍ୟସା ଦେବଗନ- ଆପଣ ମାନେ କାଜୋଲଙ୍କୁ ଭଲ ଭାବରେ ଜାଣିଥିବେ ତେବେ କାଜୋଲ ଙ୍କ ଝିଅ ହେଉଛନ୍ତି ‘ନ୍ୟସା ଦେବଗନ’ ନ୍ୟସା ଏପର୍ଯ୍ୟନ୍ତ ବଲିଉଡ଼ ରେ ପାଦ ରଖି ନାହାନ୍ତି । କାଜୋଲ ଓ ଅଜୟ ଦେବଗନଙ୍କ ଗୋଟେ ପୁଅ ଅଛି ଯାହା ନାମ ୟୁଗ ଦେବଗଣ ଅଟେ ଯିଏ ଦେଖିବାକୁ ବହୁତ କ୍ୟୁଟ ଅଟନ୍ତି ।

୭- ରାକେଶ ରୋଶନ-ରିତିକ ରୋଶନ- ରାକେଶ ରୋଶନ ଏକ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବା ନିରଦେଶକ ରାକେଶ ରୋଶନ ଏକ ଚର୍ଚ୍ଚିତ ନାମ ,ତାଙ୍କ ପୁଅ ରିତିକ ରୋଶନ ମଧ୍ୟ ବୋଲିଉଡ଼ ରେ ଚର୍ଚ୍ଚିତ ତାଙ୍କ ସିନେମା କୁ ଦର୍ଶକ ମାନେ ଅତ୍ୟନ୍ତ ପସନ୍ଦ କରିଥାନ୍ତି ।ରିତିକ ରୋଶନ ନୃତ୍ୟ ଭଲ କରନ୍ତି ସେ ତାଙ୍କ ପିତାଙ୍କ ଚଳଚିତ୍ର ରେ ଅଧିକ କାମ କରିଛନ୍ତି ।ରିତିକ ରୋଶନ ତାଙ୍କ ବାପା ରାକେଶ ରୋଶନ ଙ୍କ ପରି ବହୁତ ଭଲ ଦେଖିବାକୁ ।

୮-ଜ୍ୟାକି ଶ୍ରୋଫ-ଟାଇଗର ଶ୍ରୋଫ- ଜ୍ୟାକି ଶ୍ରୋଫ୯୦ ଦଶକ ର ଏକ ଖ୍ୟାତି ଅର୍ଜିତ ଅଭିନେତା ,ସେ ତାଙ୍କ କାଳ ରେ ଅତ୍ୟନ୍ତ ଚର୍ଚ୍ଚିତ ଥିଲେ, ଏଯାଏ ମଧ୍ୟ ସେ ବଲିଉଡ଼ ରେ ନିଜ ସ୍ଥାନ ବଜାୟ ରଖିଛନ୍ତି।ତାଙ୍କ ପୁଅ ଟାଇଗର ମଧ୍ୟ ସିନେମା ଜଗତ ର ଜଣାଶୁଣା ଚେହେରା ,ଟାଇଗର ‘ବାଘି-୧,୨,୩’,’ସ୍ତୁଡେଣ୍ଟ ଅଫ ଦ ୟର ୨’ ଆଦି ଚଳଚିତ୍ର ରେ ମୁଖ୍ୟ ଭୂମିକା କରିଛନ୍ତି,ଟାଇଗର ଟାଇକଣ୍ଡୋ,ମାର୍ଶାଲଟ, ନୃତ୍ୟ, ପାଇଁ ଅଧିକ ଚର୍ଚ୍ଚା ରେ ରୁହନ୍ତି।

୯-ଡିମ୍ପଲ କପଡ଼ିଆ-ଟ୍ଵିନ୍କଲ ଖାନ୍ନା- ଡିମ୍ପଲ କପଡ଼ିଆ ରାଜେଶ ଖାନ୍ନା ଙ୍କ ପତ୍ନୀ ଥିଲେ ଏବଂ ସେ ଭଲ ଅଭିନେତ୍ରୀ ଥିଲେ ।ତାଙ୍କ ଝିଅ ଟ୍ଵିନ୍କଲ ଖାନ୍ନା ବୋଲିଉଡ଼ ଏତେ କମାଲ ଦେଖେଇପାରିଲେନୀ କିନ୍ତୁ ସେ ବୋଲିଉଡ଼ ର ଜଣେ ଅଭିନେତ୍ରୀ ଭାବେ ଚର୍ଚ୍ଚିତ।

୧୦-ସୋନି ରାଜଦାନ-ଆଲିଆ ଭଟ- ଅଳିଆ ଅବିକଳ ତାଙ୍କ ମା ସୋନି ରାଜଦାନ ପରି ଦେଖିବାକୁ ଅଳିଆ ‘ଷ୍ଟେଉଡେଣ୍ଟ ଓଫ ଦ ୟର’,’ସଡକ୨’,’କଳଙ୍କ’,’ରାଜି’, ଆଦି ସଫଳ ଚଳଚ୍ଚିତ୍ର ରେ କାମ କରିଛନ୍ତି। ଆଲିଆ ସୋସିଆଲ ମେଡିଆ ପ୍ଲାଟଫାର୍ମ ରେ ମଧ୍ୟ ଚର୍ଚ୍ଚା ରେ ରୁହନ୍ତି,ଆଲିଆ ଏକ ସଫଳ ଅଭିନେତ୍ରୀ ଭାବେ ବୋଲିଉଡ଼ ରେ ନାମିତ।

୧୧-ଜାବେଦ ଅକ୍ତର- ଫରହାନ- ଜାବେଦ ଅକ୍ତର ରାଜନୀତି, କବି,ଲେଖକ ତାଙ୍କ ପୁଅ ଫରହାନ ଜଣେ ଭଲ ପ୍ରସିଦ୍ଧ ବଲିଉଡ଼ ଅଭିନେତା ସେ ‘ଭାଗ ମିଲଖା ଭାଗ ‘ ,’ବଜୀର’, ଜ଼ୀନ୍ଦିଗି ନା ମିଲେଗି ଦୁବାରା’ ଆଦି ସଫଳ ଚଳଚିତ୍ର ରେ କାମ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button