ମନୋରଞ୍ଜନ

Bollywood ର ଏହି 5 ଜଣ ହିରୋଇନ ଙ୍କୁ ନିଜର ଅଜବ ଗଜବ ଡ୍ରେସ ପାଇଁ ସମସ୍ତଙ୍କ ସାମ୍ନାରେ ହେବାକୁ ପଡିଲା ବେଜିତ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଛୁ ଯେଉଁମାନେ ନିଜ ଡ୍ରେସ ପାଇଁ ପ୍ରାୟ ସମୟ ଧରି ଚର୍ଚ୍ଚା ରେ ଆସୁଛନ୍ତି । ବଲିଉଡ ପ୍ରାୟତଃ ଅଭିନେତ୍ରୀ ମାନେ ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ଗୋଟିଏ ସମୟରେ ଅଭିନେତ୍ରୀ ମାନଙ୍କର ସୁନ୍ଦରତା ଠାରୁ ତାଙ୍କର ଅଭିନୟ ଉପରେ ଅଧିକ ଧ୍ୟାନ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟର ଅଭିନେତ୍ରୀମାନେ ନିଜର ସୁନ୍ଦରତାକୁ ଅଧିକ ମହତ୍ଵ ଦେଉଛନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀ ଙ୍କ ବିଷୟରେ କହିବୁ ଯିଏ ନିଜ ପୋଷାକ କୁ ନେଇ ଚର୍ଚ୍ଚା ରେ ରୁହନ୍ତି। ଏହି ନାମ ଭିତରେ ନୋରା ଫତେହୀ ଙ୍କ ଠାରୁ ଆରମ୍ଭ କରି ମଲାଇକା ଅରୋରା ପଯ୍ୟନ୍ତ ସାମିଲ ଅଛନ୍ତି ।

୧-ନୋରା ଫତେହୀ- ବନ୍ଧୁଗଣ ‘ଭିକି କୌଶଳ’ ନୋରା ଙ୍କ ଗୀତ ‘ପସ୍ଥାଓଗେ’ ଆଲବମ ଆସିଥିଲା । ଗୀତ ରିଲିଜ ହେଲା ମାତ୍ରେ ତାହା ସୁପର ହିଟ ହାଇଥିଲା , ତ ସେଥି ପାଇଁ ଗୋଟେ ପାର୍ଟି ମଧ୍ୟ ଦିଆ ଯାଇଥିଲା। ସେହି ଟାଇମ ରେ ଭିକି ଓ ନୋରା ସେଇ ଗୀତ ରେ ନାଚୁ ବି ଥିଲେ, କିନ୍ତୁ ନାଚିବା ବେଳେ ନୋରା ଙ୍କ ପୋଷାକ ବିଗିଡି ଯାଇଥିବା ରୁ ସେ ଲଜ୍ଜିତ ଅନୁଭବ କଲେ ,ପରେ ସେ ଡ୍ରେସ କୁ ସଯଦ୍ବାର ଲାଗିଥିଲେ।

୨- ପ୍ରିୟଙ୍କା ଚୋପ୍ରା- ବନ୍ଧୁଗଣ ଆଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ଅତରଂଙ୍ଗୀ ଅନ୍ଦାଜ ଓ ପୋଷାକ ପାଇଁ ଚର୍ଚ୍ଚାରେ ରୁହନ୍ତି । ‘ ଗ୍ରାମୀ ଆୱାର୍ଡ’ ପାର୍ଟି ରେ ଧଳା ରଙ୍ଗର ଗୋଟେ ‘ଗାଉନ’ପିନ୍ଧିଥିଲେ ଯାହା କି ବହୁତ କଟିଙ୍ଗ ଥିଲା । ଯାହାକୁ କିଛି ଫ୍ୟାନ୍ସ ପସନ୍ଦ କରିନଥିଲେ ।

୩-ଆଲିଆ ଭଟ-ବଲୀଉଡ ଇଣ୍ଡଷ୍ଟ୍ରିରେ ଅଳିଆ ଭଟ ତାଙ୍କ ଡ୍ରେସ ପାଇଁ ଚର୍ଚ୍ଚିତ । ନିଜ ଚଳଚିତ୍ର’ ହମଟି ଶର୍ମା କି ଦୁଲହନିଆ’ ର ପ୍ରମୋସନ ବେଳେ ବରୁଣ ଓ ଆଲିଆ ଏକ ଜାଗା ରେ ପହଞ୍ଚି ଥିଲେ । ଆଲିଆ ଗୋଟେ ଜାଲି ଵାଲା ଡ୍ରେସ ପିନ୍ଧିଥିଲେ। ଯାହା ତାଙ୍କୁ ବହୁତ ମହଙ୍ଗା ପଡିଥିଲା ।ଯାହା ତାଙ୍କୁ ମିଡ଼ିଆ ସାମ୍ନାରେ ଲଜ୍ୟା ର ପାତ୍ର ବନାଇଥିଲା।

୪-କଙ୍ଗନା ରଣାବତ- ବଲିଉଡ ର କୁଇନ କଙ୍ଗନା ‘ମଣିକର୍ନିକ’ ର ପ୍ରମୋସନ ବେଳେ ଗୋଲାପୀ ରଙ୍ଗ ର ଡ୍ରେସ ପିନ୍ଧିଥିଲେ ଯାହାକୀ ଜାଲି ବାଲା ଥିଲା, ସବୁକିଛି ସେ ଡ୍ରେସ ରେ ଦେଖା ଯାଉଥିଲା। ଯାହା ଫଳରେ ସେ ମିଡିଆ ସାମନା ରେ ଓପ୍ସ ମୋମେଣ୍ଟ ର ସିକାର ହୋଇଥିଲେ।

୫-ମଲାଇକା ଅରୋରା- ବନ୍ଧୁଗଣ ମଲାଇକା ନିଜ ପୋଷାକ ପାଇଁ ବହୁତ ଟ୍ରୋଲ ହେବକୁ ପଡେ। କିନ୍ତୁ ଯେବେ ମଲାଇକା ମୁମ୍ବାଇ ର ନୂଆ ଦୋକାନ ଓପନିଙ୍ଗ ରେ ଯାଇଥିଲେ , ମଲାଇକା ବେଶୀ ‘ଡ଼ିପ ନେକ’ ଥିବା ଡ୍ରେସ ପିନ୍ଧି ଯାଇଥିଲେ । ଯାହା ଫଳରେ ତାଙ୍କୁ ଫ୍ୟାନ୍ସ ଙ୍କ ଟ୍ରଲିଙ୍ଗ ର ଶିକାର ହେବାକୁ ପଡ଼ିଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button