IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସଂସାରର ସବୁଠାରୁ ବଡ ପାପ କଣ ? ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ ହେଇଯିବ- Ajira Anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ସଂସାରରେ ଥିବା ପାପ ସମ୍ବନ୍ଧରେ କହିବାକୁ ଯାଉଛୁ।ବନ୍ଧୁଗଣ ହୁଏ ତ ଏହି ପାପ ଆପଣ ମାନେ ମଧ୍ୟ କରିଥିବେ। ବନ୍ଧୁଗଣ ଆପଣ ମାନେ ତ ଜଣିଛନ୍ତି ଯେ, ଯେତେବେଳେ ପାପ ପୁଣ୍ୟ ର କଥା ଉଠିଥାଏ ସେତେବେଳେ ସଂସାରରେ ପ୍ରତ୍ୟେକ ବ୍ୟକ୍ତି ପୁଣ୍ୟ କରିବାକୁ ଚେଷ୍ଟା କରିଥାଏ କିନ୍ତୁ ଏମିତିରେ କହିବାକୁ ଗଲେ କେବେ ନା କେବେ କୌଣସି କ୍ଷେତ୍ରରେ ମନୁଷ୍ୟ ଦ୍ୱାରା କିଛି ନା କିଛି ପାପ କାର୍ଯ୍ୟ ହୋଇଯାଇଥାଏ। ସଂସାର ରେ କିଛି ଏଭଳି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ନିଜ ଜୀବନ ରେ କେବଳ ପୁଣ୍ୟ କାର୍ଯ୍ୟ କରିଥାଆନ୍ତି ଏବଂ କୌଣସି ଭି ପାପ କାର୍ଯ୍ୟ କରି ନଥାନ୍ତି ଏବଂ ଜୀବନ ସାରା କେବଳ ପୁଣ୍ୟ ଅର୍ଜନ କରିଥାଆନ୍ତି।

କିନ୍ତୁ ଯଦି ଆପଣ ୧୦୦ଟି ପୁଣ୍ୟ କାର୍ଯ୍ୟ କଲାବେଳେ ଆପଣଙ୍କ ଦ୍ୱାରା ଗୋଟିଏ ପାପ ହୋଇଯାଇଥାଏ ତେବେ ଆପଣଙ୍କ ୧୦୦ଟି ପୂଣ୍ୟ କାର୍ଯ୍ୟ ର ଫଳ ନଷ୍ଟ ହୋଇଯାଇଥାଏ ଏବଂ ଆପଣଙ୍କ ପାପ କାର୍ଯ୍ୟ ର ଦଣ୍ଡ ଆପଣଂକୁ ଏହି ଜନ୍ମରେ ନ ମିଳିଲେ ମଧ୍ୟ ପରବର୍ତ୍ତୀ ଜନ୍ମ ରେ ନିଶ୍ଚିତ ଭାବରେ ମିଳିଥାଏ। ତେବେ ବନ୍ଧୁଗଣ ଆଜି ଆମେ ପାପ କାର୍ଯ୍ୟ ରୁ ମୁକ୍ତି ପାଇବାକୁ ହେଲେ କଣ ସବୁ କରିବାକୁ ପଡ଼ିଥାଏ ସେହି ସମ୍ବନ୍ଧରେ କହିବାକୁ ଯାଉଛୁ।

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ସଂସାର ରେ ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ସର୍ବଦା ପାପ କାର୍ଯ୍ୟ ରେ ଲିପ୍ତ ରହିଥାଆନ୍ତି ଏବଂ ସର୍ବଦା ପାପ କାର୍ଯ୍ୟ କରିଥାଆନ୍ତି ଏବଂ ସଂସାର ରେ କିଛି ଏଭଳି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ସର୍ବଦା କେବଳ ପୁଣ୍ୟ କାର୍ଯ୍ୟ କରିଥାଆନ୍ତି ଏବଂ ପୁଣ୍ୟ ଅର୍ଜନ କରିଥାଆନ୍ତି । ଏହି ବ୍ୟକ୍ତି ମାନେ ନିଜେ କେବେ କୌଣସି ପାପ କାର୍ଯ୍ୟ କରି ନଥାନ୍ତି ଏବଂ ଏହା ସହିତ ଅନ୍ୟ ମାନଙ୍କୁ ମଧ୍ୟ କୌଣସି ପାପ କାର୍ଯ୍ୟ କରିବାକୁ ଦେଇନଥାନ୍ତି ।

ତେବେ ବନ୍ଧୁଗଣ ଆମେ ଆପଣଂକୁ କହିବୁ ସଂସାର ର ସବୁଠାରୁ ବଡ଼ ପାପ ସମ୍ବନ୍ଧରେ।ତେବେ ଆସନ୍ତୁ ଜାଣିବା ସଂସାର ର ସବୁଠାରୁ ବଡ଼ ପାପ କଣ ହୋଇଥାଏ?ବନ୍ଧୁଗଣ ସଂସାର ର ସବୁଠାରୁ ବଡ଼ ପାପ ହେଉଛି ନାରୀ ଜାତିର ଅସମ୍ମାନ କରିବା। ସ୍ୱୟଂ ଭଗବାନ କହିଛନ୍ତି ଯେ, ନାରୀ ର ଅସମ୍ମାନ କରିବା ହେଉଛି ସଂସାର ର ସବୁଠାରୁ ବଡ଼ ପାପ ଅଟେ।

ନାରୀ ହେଉଛି ସଂସାର ର ସବୁଠାରୁ ବଡ଼ ଶକ୍ତି ଏବଂ ବିଜ୍ଞାନ ମତରେ ନାରୀ ହେଉଛି ସକଳ ଶକ୍ତି ର ଆଧାର।ନାରୀ ନିଜେ ଅସହ୍ୟ କଷ୍ଟ ସହି ଅନ୍ୟ ଏକ ନୂତନ ଜୀବନ କୁ ଜନ୍ମ ହୋଇଥାଏ । ସଂସାର ର ଏମିତି କୌଣସି କ୍ଷେତ୍ର ନାହିଁ ଯାହା କରିବାରେ ନାରୀ ଅସଫଳ ହୋଇଛି।ତେଣୁ ଯେଉଁ ବ୍ୟକ୍ତି ନାରୀ ର ଇଜ୍ଜତ ସହ ଖେଳିଥାଏ ଏବଂ ନାରୀ ଜାତିର ଅସମ୍ମାନ କରିଥାଏ ସେହି ବ୍ୟକ୍ତି ହେଉଛି ସଂସାରର ସବୁଠାରୁ ବଡ଼ ପାପୀ।

ନାରୀ ଜାତିର ଅସମ୍ମାନ କରିବା ହେଉଛି ସମଗ୍ର ବ୍ରହ୍ମାଣ୍ଡ କୁ ବର୍ବାଦ କରିବା ସହ ସମତୁଲ୍ୟ ଅଟେ। ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ନାରୀ ର ସମ୍ମାନ କରିଥାଏ ସେ କୋଟି ପୂଣ୍ୟ ର ଅଧିକାରୀ ହୋଇଥାଏ ଏବଂ ଯେଉଁ ବ୍ୟକ୍ତି ନାରୀ ର ଅସମ୍ମାନ କରିଥାଏ ସେ ଅସଂଖ୍ୟ ପାପର ଭାଗିଦାରୀ ହୋଇଥାଏ। ତେବେ ବନ୍ଧୁଗଣ ସଂସାର ର ସବୁଠାରୁ ବଡ଼ ପାପ ହେଉଛି ନାରୀ ଜାତିର ଅସମ୍ମାନ କରିବା।

ତେଣୁ ସର୍ବଦା ନାରୀ ଜାତିର ସମ୍ମାନ କରନ୍ତୁ ଏବଂ କୋଟି ପୂଣ୍ୟ ର ଅଧିକାରୀ ହୁଅନ୍ତୁ।ନାରୀ ଜାତିର ଅସମ୍ମାନ କରି ପାପ ର ଭାଗିଦାରୀ ହୁଅନ୍ତୁ ନାହିଁ ଏବଂ ନିଜ ଆଖପାଖ ରେ ଥିବା ସମସ୍ତ ନାରୀଙ୍କୁ ସମ୍ମାନ ପ୍ରଦାନ କରନ୍ତୁ। ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ପାପରୁ ମୁକ୍ତି ପାଇବାର ସରଳ ଉପାୟ ସମ୍ବନ୍ଧରେ।

ବନ୍ଧୁଗଣ ଏହି ପାପ ରୁ ମୁକ୍ତି ପାଇବାର ଏକମାତ୍ର ସର୍ବୋତ୍କୃଷ୍ଟ ଉପାୟ ଟି ହେଉଛି ନିଜ ମାଆ ଙ୍କୁ ସମ୍ମାନ ଦିଅନ୍ତୁ ଏବଂ ସ୍ନେହ କରନ୍ତୁ। ପ୍ରତିଦିନ ନିଜ ମାଆ ଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ। ଏହା କରିବା ଦ୍ୱାରା ଆପଣ କୌଣସି ପାପର ଭାଗିଦାରୀ ହେବେ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button