ମନୋରଞ୍ଜନ

Jyotish Shastra- ସବୁବେଳେ ନିଜ ପତ୍ନୀଙ୍କୁ ରାଣୀ ପରି ରଖିଥାନ୍ତି ଏହି ୪ ଟି ନାମର ପୁରୁଷ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବିବାହ ବନ୍ଧନ ଭଗବାନ ଙ୍କ ଦ୍ଵାରା ହେଉଥିବା ଏକ ବନ୍ଧନ ଅଟେ।ଏହି ବନ୍ଧନରେ ଜଣେ ଅଜଣା ପୁରୁଷ ଆଉ ଜଣେ ଅଜଣା ମହିଳା ଙ୍କ ର ନିକଟତର ହୋଇଥାଏ।ଏପରି କିଛି ସ୍ୱାମୀ ଥାନ୍ତି ଯିଏ ନିଜ ପତ୍ନୀ ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ବହୁତ ବିଶ୍ୱସ୍ତ ହୋଇଥାନ୍ତି।ସେ କେବେ ନିଜ ପତ୍ନୀ କୁ ଧୋକା ଦେଇ ନ ଥାନ୍ତି।ସଂସାର ରେ ସବୁ ଝିଅ ଗୋଟେ ଆଶା ରଖିଥାନ୍ତି ଯେ ତାଙ୍କର ବିବାହ ଯାହା ସହିତ ହେବ ସେ ବହୁତ ଭଲ ହେବା ଆବଶ୍ୟକ ଏବଂ ତାଙ୍କୁ ଭବିଷ୍ୟତରେ ବହୁତ ଭଲ ମଧ୍ୟ ପାଇଥିବା ଦରକାର।କେତେକ ଝିଅଙ୍କୁ ନିଜ ମନର ରାଜ କୁମାର ମିଳିଯାଇଥାଏ।

ଯିଏ ତାଙ୍କୁ ଭବିଷ୍ୟତରେ ବହୁତ ଖୁଶିରେ ରଖେ ଏବଂ ବହୁତ ଭଲ ମଧ୍ୟ ପାଇଥାଏ।କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏପରି ପତି ମିଳିବା ସମ୍ଭବ ହୋଇନଥାଏ।ଶାସ୍ତ୍ର ଅନୁଶାରେ ଆପଣଙ୍କ ନାମ ର ପ୍ରଥମ ଅକ୍ଷର ବହୁତ ଜରୁରୀ ହୋଇଥାଏ ବିବାହ ପାଇଁ।ଆମେ ଆଜି ସେହିପରି କିଛି ରୋଚକ କଥା ବସ୍ତୁ ଆପଣଙ୍କୁ ଜଣେଇବାକୁ ନେଇଆସିଛୁ।ତେବେ ଆସନ୍ତୁ ସେ ସମ୍ପର୍କରେ ରେ ଅଧିକ ଆଲୋଚନା କରିବା।

୧. K ନାମର ପୁରୁଷ – ଏହି ନାମ ର ପୁରୁଷମାନେ ସ୍ଵଭାଵ ରେ ବହୁତ ଜିଦି ଅଟନ୍ତି।ଏହା ସତ୍ୱେ ମଧ୍ୟ ସେ ନିଜ ପତ୍ନୀ କୁ ବହୁତ ଭଲ ପାଇଥାନ୍ତି।ସେ ନିଜ ପତ୍ନୀ ର ସବୁ କଥା ମାନିଥାନ୍ତି।ବିବାହ ପରେ ଏମାନଙ୍କ ସ୍ୱଭାବରେ ସ୍ୱତଃ ପରିବର୍ତ୍ତନ ଆସିଥାଏ।ଏହି ନାମ ର ପୁରୁଷ ନିଜ ପତ୍ନୀ ଙ୍କ ପ୍ରତି ବିଶ୍ୱସ୍ତ ହୋଇଥାନ୍ତି।ଏହି ନାମ ର ପୁରୁଷ ଯେଉଁ ମହିଳା ଙ୍କ ଭାଗ୍ୟରେ ଥାଏ ସେ ନିଜକୁ ଭାଗ୍ୟବାନ ମାନିବା ଉଚିତ।ଏହିଭଳି ପୁରୁଷ ଙ୍କୁ ଯିଏ ବିବାହ କରିଥାଏ ତାର ସମସ୍ତ ସମସ୍ୟା ଦୂର ହୋଇଥାଏ।

୨. A ନାମର ପୁରୁଷ – ଏହି ନାମ ର ପୁରୁଷ ମାନେ ସ୍ଵଭାଵ ରେ ବହୁତ ଭଲ ହୋଇଥାନ୍ତି।ଏମାନେ ନିଜ ପତ୍ନୀକୁ ବହୁତ ଭଲ ପାଇଥାନ୍ତି।ଏମାନେ ସମସ୍ତ ଜୀବନ ନିଜ ପତ୍ନୀ କୁ ଖୁସିରେ ରଖିଥାନ୍ତି।ଏମାନଙ୍କୁ ନିଜ ପତ୍ନୀ ଙ୍କ ବ୍ୟତୀତ ଅନ୍ୟ କେହି ନଜର ଆସିନଥାଏ।ଏମାନେ ସାରା ଜୀବନ ନିଜ ପତ୍ନୀ ଙ୍କ ସହିତ ହିଁ ରହିଥାନ୍ତି।ଏମାନେ ପୁରା ଦିନ ନିଜ ପତ୍ନୀର ଦିୱାନା ହେଇକି ରହିଥାନ୍ତି।ଏହି ପରି ପୁରୁଷ ଯେଉଁ ମାନଙ୍କୁ ମିଳିଥାଏ ସେ ବହୁତ ଭାଗ୍ୟବାନ ହୋଇଥାନ୍ତି।

୩. R ନାମର ପୁରୁଷ – ଏହି ନାମ ର ବ୍ୟକ୍ତିମାନେ ବହୁତ ଭଲ ହୋଇଥାନ୍ତି।ଏମାନେ ନିଜ ପତ୍ନୀର ଅତି ଛୋଟ ଛୋଟ କଥାର ଯତ୍ନ ନେଇଥାନ୍ତି।ଏମାନେ ନିଜ ପତ୍ନୀ କୁ ବହୁତ ଭଲ ପାଇଥାନ୍ତି।ଏହି ଭଳି ପୁରୁଷ ବହୁତ ଭାଗ୍ୟବାନ ମହିଳା କୁ ମିଳିଥାଏ।ଏନନେ ନିଜ ପତ୍ନୀ ସହିତ ସାରା ଜୀବନ ରହିଥାନ୍ତି।ଏମାନେ ନିଜ ପତ୍ନୀକୁ ସବୁ କାମରେ ସାହାର୍ଯ୍ୟ କରିଥାନ୍ତି ଏବଂ ବହୁତ ଭଲ ପାଇଥାନ୍ତି।

୪. P ନାମର ପୁରୁଷ – ଏହି ନାମ ର ପୁରୁଷ ମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି।ଏମାନେ ନିଜ ପତ୍ନୀ କୁ ବହୁତ ଭଲ ପାଇଥାନ୍ତି।ନିଜ ପତ୍ନୀ ର ସାରା ଜୀବନ ଯତ୍ନ ନେଇଥାନ୍ତି।ନିଜ ପତ୍ନୀ ବ୍ୟତୀତ ଅନ୍ୟ କାହାକୁ ଦେଖିନଥାନ୍ତି।ସବୁ ବେଳେ ନିଜ ପତ୍ନୀର ବିଶ୍ୱସ୍ତ ହୋଇରହିଥାନ୍ତି।ନିଜ ଭିତରେ ଠିକ ବୁଝାମଣା ରହିଥିବାରୁ ଏମାନଙ୍କ ସମ୍ପର୍କ ବହୁତ ଭଲ ହୋଇଥାଏ।ଏମାନେ ହୃଦୟ ରୁ ବହୁତ ସ୍ୱଚ୍ଛ ହୋଇଥାନ୍ତି।ଏମାନଙ୍କ ମଧ୍ୟରେ ପତ୍ନୀର ସବୁ କଥା ମାନିବା ପାଇଁ କ୍ଷମତା ରହିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button