IBN ଓଡ଼ିଶା ବ୍ୟୁରୋ

ଏହି ଗୋଟିଏ ପତ୍ର ଆପଣଙ୍କୁ ୮୦ ବର୍ଷ ପର୍ଯ୍ୟନ୍ତ ରୋଗ ହେବାକୁ ଦେବ ନାହିଁ- Ramdev Baba Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ପତ୍ର ସମ୍ବନ୍ଧରେ କହିବାକୁ ଯାଉଛୁ ଯାହାର ବ୍ୟବହାର ଦ୍ୱାରା ଆପଣ ସବୁ ରୋଗରୁ ମୁକ୍ତ ହେବେ ଏବଂ ଆପଣଙ୍କୁ କୌଣସି ପ୍ରକାର ରୋଗ ହେବ ନାହିଁ ଏବଂ ଆପଣ ସର୍ବଦା ସୁସ୍ଥ ଏବଂ ରୋଗମୁକ୍ତ ରହିବେ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଆଜିକାଲି ପ୍ରାୟତଃ ବ୍ୟକ୍ତି ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି ଏବଂ ସେହି ରୋଗରୁ ମୁକ୍ତ ହେବା ନିମନ୍ତେ ଅନେକ ପ୍ରକାରର ଔଷଧ ସେବନ କରୁଛନ୍ତି ଏବଂ ଆହୁରି ବହୁତ କିଛି ଉପାୟ ପ୍ରୟୋଗ କରୁଛନ୍ତି।

କିନ୍ତୁ ଯେତେ ପ୍ରକାର ଉପାୟ ପ୍ରୟୋଗ କଲେ ମଧ୍ୟ ତାହା ଫଳପ୍ରଦ ହୋଇନଥାଏ ଏବଂ ରୋଗରୁ ମୁକ୍ତି ମିଳିନଥାଏ। କହିବାକୁ ଗଲେ ସେହି ରୋଗ ଦିନକୁ ଦିନ ଆହୁରି ବଢ଼ିବାକୁ ଲାଗିଥାଏ। କିନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ ଏଥି ନିମନ୍ତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ପତ୍ର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଆପଣଙ୍କୁ ସର୍ବଦା ରୋଗମୁକ୍ତ ରଖିବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

ବନ୍ଧୁଗଣ ଆପଣ ମାନେ ଅମୃତଭଣ୍ଡା ତ ନିଶ୍ଚିତ ଭାବରେ ଖାଇଥିବେ। ବନ୍ଧୁଗଣ ଅମୃତଭଣ୍ଡା ସହିତ ଏହାର ପତ୍ର ମଧ୍ୟ ବହୁତ ଉପକାରୀ ହୋଇଥାଏ। ଅମୃତଭଣ୍ଡା ର ପତ୍ର ଖାଇବା ଦ୍ଵାରା ଆପଣଙ୍କ ଶରୀର ସମ୍ପୂର୍ଣ୍ଣ ସୁସ୍ଥ ରହିବ ଏବଂ ଆପଣଙ୍କ ଶରୀର ରେ କୌଣସି ପ୍ରକାରର ରୋଗ ପ୍ରବେଶ କରିପାରିବ ନାହିଁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଅମୃତଭଣ୍ଡା ପତ୍ରର ଉପକାରୀତା ସମ୍ବନ୍ଧରେ।

୧. ବନ୍ଧୁଗୁଣ ଅମୃତଭଣ୍ଡା ର ପତ୍ରରେ ଭିଟାମିନ ଏ ବି ସି ଡି ରହିଥାଏ। ଏହି ପତ୍ର ଖାଇବାକୁ ତ ବହୁତ ପିତା ହୋଇଥାଏ,କିନ୍ତୁ ଏଥିରେ ଔଷଧୀୟ ଗୁଣ ଭରପୁର ମାତ୍ରା ରେ ରହିଥାଏ। ଏହି ପତ୍ରର ଜୁସ ମଧ୍ୟ ବହୁତ ଉପକାରୀ ହୋଇଥାଏ। ଏହି ପତ୍ରକୁ ଖାଇବା ଦ୍ଵାରା ଶରୀର ର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

୨. ବନ୍ଧୁଗଣ ଅମୃତଭଣ୍ଡା ର ପତ୍ରରେ ଇମ୍ୟୁନିଟି ପାୱାର ଭରପୁର ମାତ୍ରାରେ ରହିଥାଏ। ଏହା ଶରୀରର ଇମ୍ୟୁନିଟି ପାୱାର କୁ ବଢ଼ାଇଥାଏ। ଏହା ସହିତ ଏହି ପତ୍ର ଶରୀରେ କୌଣସି ପ୍ରକାରର ବ୍ୟାକ୍ଟେରିଆ କୁ ପ୍ରବେଶ କରିବାକୁ ଦେଇନଥାଏ।

୩. ବନ୍ଧୁଗଣ ଅମୃତଭଣ୍ଡା ର ପତ୍ର ଖାଇବା ଦ୍ୱାରା ଥଣ୍ଡା,କାଶ ଭଳି ରୋଗ ହୋଇନଥାଏ ଏବଂ ଏହାସହିତ ଏହା ରକ୍ତରେ ହ୍ଵାଇଟ ବ୍ଲଡ଼ ସେଲ ର ମାତ୍ରା କୁ ମଧ୍ୟ ବଢାଇଥାଏ।

୪. ବନ୍ଧୁଗଣ ଅମୃତଭଣ୍ଡା ର ପତ୍ରରେ ଆଣ୍ଟି ମ୍ୟାଲେରିଆ ଗୁଣ ଥାଏ ଏବଂ ମ୍ୟାଲେରିଆ ରୋଗ ପାଇଁ ଏହି ପତ୍ର ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହାସହିତ ଡେଙ୍ଗୁ ଜ୍ଵରରେ ଏହି ପତ୍ର ରାମବାଣ ଭଳି କାର୍ଯ୍ୟ କରିଥାଏ।ଡେଙ୍ଗୁ ରୋଗରେ ଲଢ଼ିବା ପାଇଁ ଏହି ପତ୍ର ସାହାଯ୍ୟ କରିଥାଏ ଏବଂ ଏହାସହିତ ଏହି ପତ୍ର ଅନେକ ମହାମାରୀ ରୋଗରୁ ମଧ୍ୟ ବଞ୍ଚାଇଥାଏ।

୫. ଅମୃତଭଣ୍ଡା ର ପତ୍ର ର ସେବନ ଦ୍ୱାରା ଆପଣଙ୍କ ଚେହେରା କୁ ମଧ୍ୟ ଅନେକ ପ୍ରକାର ର ଲାଭ ମିଳିଥାଏ ଏବଂ ଚେହେରା ରେ ଥିବା ସମସ୍ତ ବ୍ରଣ ଏହି ପତ୍ର ନଷ୍ଟ କରିଦେଇଥାଏ। ଆପଣ ଯାଦି ଏହି ପତ୍ରକୁ ସବୁଦିନ ଖାଇଥାନ୍ତି ଅଥବା ଏହାର ଜୁସ ପିଅନ୍ତି ତେବେ ଆପଣଂକୁ ସଠିକ ଭାବରେ ଭୋକ ଲାଗିଥାଏ ଯାହାଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ସୁସ୍ଥ ରହିଥାଏ ଏବଂ ଆପଣଙ୍କ ଶରୀର ମଧ୍ୟ ସୁସ୍ଥ ରହିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button