ମନୋରଞ୍ଜନ

90 ଦଶକର Bollywood ର ଏହି 5 ଜଣ ହିରୋଇନଙ୍କ ଝିଅ ତାଙ୍କ ଠାରୁ ମଧ୍ୟ ଆହୁରି ଅଧିକ ସୁନ୍ଦର, ଦେଖନ୍ତୁ ଫଟୋ

ବନ୍ଧୁଗଣ ବଲିଉଡ ର ଏମିତି ଅନେକ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ନିଜ ଅଭିନୟ ଓ ନିଜ ସୁନ୍ଦରତା ଯୋଗୁଁ ଅଧିକ ପରିଚିତ। ସେମାନଙ୍କ ଅଭିନୟ ଅପେକ୍ଷା ସେମାନଙ୍କ ସୁନ୍ଦର ରୂପ ଓ ଚେହେରା ଯୋଗୁଁ ଅଧିକ ଲୋକପ୍ରିୟ ଓ ପ୍ରସିଦ୍ଧ ହୋଇ ପାରିଛନ୍ତି।ଏହି ଅଭିନେତ୍ରୀ ମାନେ ଏତେ ସୁନ୍ଦରୀ ଯେ ସେମାନଙ୍କୁ କେହି ବି ଟପେଇ ପାରିବେନି। ଯେଉଁଠି ଏହି ଅଭିନେତ୍ରୀ ମାନେ ଏତେ ସୁନ୍ଦରୀ ଅଛନ୍ତି ସେଠି ସେମାନଙ୍କ ଝିଅ ମଧ୍ୟ କିଛି କାମ ନୁହଁନ୍ତି। ସେମାନଙ୍କ ଝିଅ ମଧ୍ୟ ନିଜ ସୁନ୍ଦର ଓ ଆକର୍ଷଣୀୟ ଚେହେରା ଦ୍ୱାରା ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। ତେବେ ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀ ଓ ତାଙ୍କ ଝିଅ ମାନଙ୍କ ବିଷୟରେ।

୧- ପ୍ରଥମ ଅଭିନେତ୍ରୀ ହେଲେ ମିନାକ୍ଷୀ ଶେଷାଦ୍ରି । ହିରୋ ଫିଲ୍ମ ର ମୁଖ୍ୟ ଅଭିନେତ୍ରୀ ଭାବେ ପରିଚିତ। ଏହି ଅଭିନେତ୍ରୀ କେବଳ ଅଭିନୟ ନୁହେଁ ବରଂ ନିଜର ନୃତ୍ୟ ଓ ନିଜ ସୁନ୍ଦରତା ପାଇଁ ମଧ୍ୟ ପ୍ରସିଦ୍ଧ। ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ଝିଅ ହେଲେ କେନ୍ଦ୍ରା ମାହୀଶୂର। ସେ ଏବେ ନିୟୁର୍କ ରେ ରହି ନିଜ ପାଠ ପଢୁଛନ୍ତି। ସୁନ୍ଦରତା ରେ ସେ ନିଜ ମାଆ ଙ୍କ ମଧ୍ୟ ବାଦ ଦେଇଦେଲେ।

୨- ଦ୍ୱିତୀୟ ଅଭିନେତ୍ରୀ ହେଲେ ଅମୃତା ସିଂହ। ୯୦ ଦଶକ ର ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଅମୃତା ଜଣେ ସେ ନିଜର ଅଭିନୟ ଓ ସୁନ୍ଦରତା ରେ ସମସ୍ତଙ୍କ ହୃଦୟ ଜିଣି ପାରିଥିଲେ। ଅମୃତା ଙ୍କ ଝିଅ ଙ୍କ ନାମ ହେଲା ସାରା ସେ ମଧ୍ୟ ଏବେ ଜଣେ ପରିଚିତ ଅଭିନେତ୍ରୀ। ସେ ସୁନ୍ଦରତା କ୍ଷେତ୍ରରେ ସେ ନିଜ ମାଆ ଙ୍କୁ ମଧ୍ୟ ବାଦ ଦେଇଛନ୍ତି।

୩- ତୃତୀୟ ଅଭିନେତ୍ରୀ ହେଲେ ସବୁଠୁ ଲୋକପ୍ରିୟ ଅଭିନେତ୍ରୀ କାଜୋଲ।କାଜୋଲ ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି ସେ ନିଜର ସୁନ୍ଦର ଅଭିନୟ ସହିତ ନିଜର ସୁନ୍ଦରତା ରେ ମଧ୍ୟ ଲୋକପ୍ରିୟତା ହାସଲ କରିପାରିଥିଲେ। କାଜୋଲ ଙ୍କ ଝିଅ ହେଉଛନ୍ତି ନିଆସା ସେ ଏବେ ୧୬ ବର୍ଷ ର ହୋଇ ଗଲେଣି। ଯେଉଁଠି କାଜୋଲ ନିଜ ସୁନ୍ଦରତା ରେ ସମସ୍ତଙ୍କ ହୃଦୟ ଜିତି ପାରିଛନ୍ତି ସେଠି ତାଙ୍କ ଝିଅ ଙ୍କର ଶ୍ୟାମଳ ବର୍ଣ୍ଣ ଯୋଗୁଁ ସବୁବେଳେ ଚର୍ଚ୍ଚା ରେ ଥାନ୍ତି।

୪- ଚତୁର୍ଥ ଅଭିନେତ୍ରୀ ହେଲେ କରିସ୍ମା କପୂର। କପୂର ଖାଁଦାନ ଙ୍କ ବଡ଼ ଝିଅ କରିସ୍ମା ୯୦ ଦଶକ ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ସେ ନିଜ ଅଭିନୟ, ନୃତ୍ୟ ଓ ନିଜର ସୁନ୍ଦରତା ରେ ସମସ୍ତ ଙ୍କ ହୃଦୟ ରେ ଘର କରିପାରିଥିଲେ। କରିସ୍ମା ଙ୍କ ଝିଅ ଙ୍କ ନାମ ହେଲା ସମାୟାରା କପୂର। ସେ ଏବେ ୧୬ ବର୍ଷ ର ହୋଇ ଗଲେଣି। ସେ ଏବେ ପଢୁଛନ୍ତି ଓ ନିଜ ମାଆ ଙ୍କ ଭଳି ସୁନ୍ଦର ମଧ୍ୟ କିନ୍ତୁ ତାଙ୍କୁ ଲାଇମ ଲାଇଟ ରେ ରହିବ ପସନ୍ଦ ନୁହେଁ।

 

୫- ପଞ୍ଚମ ଅଭିନେତ୍ରୀ ହେଲେ ଜୁହି ଚାଵଲା। ୯୦ ଦଶକ ର ସବୁଠୁ ଚୁଲବୁଲି ଓ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଜୁହି ଚାଵଲା। ସେ ନିଜ ସୁନ୍ଦର ଓ ଅଲଗା ଅନ୍ଦାଜ ର ଅଭିନୟ ସହ ନିଜର ସୁନ୍ଦରତା ରେ ସମସ୍ତ ଙ୍କ ହୃଦୟ ରେ ଜାଗା କରିପାରିଥିଲେ।

ସେ ମିସ ଇଣ୍ଡିଆ ମଧ୍ୟ ହୋଇଛନ୍ତି।ତାଙ୍କ ଝିଅ ଙ୍କ ର ନାମ ହେଲା ଜାନବୀ ମେହେତା। ସେ ଏବେ ୨୦ ବର୍ଷ ର ହୋଇ ଗଲେଣି। ଏବଂ ସେ ତାଙ୍କ ମାଆ ଙ୍କ ଭଳି ସୁନ୍ଦରୀ ଓ ଚୁଲବୁଲି ମଧ୍ୟ ସେ ଅଭିନୟ ଅପେକ୍ଷା ଖେଳକୁଦ ରେ ଅଧିକ ରୁଚି ରଖନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button