IBN ଓଡ଼ିଶା ବ୍ୟୁରୋ

ଝିଅମାନେ କାହିଁକି ଟାଇଟ ପୋଷାକ ପିନ୍ଧନ୍ତି? 12 GK ଇଣ୍ଟରଭିଉ ପ୍ରଶ୍ନ

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣ ଜ୍ଞାନ,ମଜାଦାର,ରହସ୍ୟମୟ,କୌତୁକ ପୂର୍ଣ ପ୍ରଶ୍ନ ଏବଂ ଉତ୍ତର ।ଆଜି କାଲି ସବୁଆଡେ ନିଜର ଜ୍ଞାନ ରଖିବା ଉଚିତ । ବନ୍ଧୁଗଣ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ଆମ ସଭିଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ଅନେକ ସରକାରୀ,ବେସରକାରୀ ପରୀକ୍ଷା ତଥା IAS, OAS ଇତ୍ୟାଦି ଇଣ୍ଟରଭିଉ ପରୀକ୍ଷା ରେ ଏହି ପ୍ରଶ୍ନ ଗୁଡିକ ପଚରା ଯାଇଥାଏ । ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା

1 . ଖରିଫ ଫସ ରେ କେଉଁଟି ଚାଷ ହୁଏ ?

ଉତ୍ତର : ମକ୍କା

2 . ବାଜରା ଫସଲ କେବେ ଅମଳ ହୁଏ ?

ଉତ୍ତର : ଅକ୍ଟୋବର – ନଭେମ୍ବର

3 . ଇସ୍କିମୋ ଘରଗୁଡ଼ିକ କେଉଁଥିରେ ନିର୍ମାଣ କରାଯାଇ ଥାଏ ?

ଉତ୍ତର : ବରଫ

4 . ଦିଲ୍ଲୀ ପୂର୍ବରୁ କଣ ଭାରତର ରାଜଧାନୀ ଥିଲା ?

ଉତ୍ତର : କଲିକତା

5 . ଲାଲ୍ ଟ୍ରିକୋଡ୍ (∆) କେଉଁ ସମ୍ବନ୍ଧୀୟ ଅଟେ ?

ଉତ୍ତର : ପାରିବାରିକ କଲ୍ୟାଣ

6 . କଣ୍ଟୁର୍ ରେଖା କଣ ଦର୍ଶାଇ ଥାଏ ?

ଉତ୍ତର : ସମୁଦ୍ର ପତ୍ତନଠାରୁ ସମାନ ଉଚ୍ଚତା ଏବଂ ଆକାର ସ୍ଥାନରୁ

7 . କାବେରୀ ନଦୀ ପ୍ରବାହିତ ହେଉଛି ?

ଉତ୍ତର-ଦକ୍ଷିଣରେ

8 . ମହାଭାରତର ଲେଖକ କିଏ ?

ଉତ୍ତର : ବେଦବ୍ୟାସ

9 . କେଉଁ ଜନଜାତି ସାଧାରଣତ ଶ୍ରୀଲଙ୍କାରେ ଦେଖାଯାଏ ?

ଉତ୍ତର : ସିହ୍ନାଲ୍

10 . ହୋଲିକା ଡାହାନ ସମୟରେ କେଉଁ ଶସ୍ୟ ପୋଡ଼ା ଯାଏ ?

ଉତ୍ତର : ବାଜରା ।

11 . ଏକ ସାମୁଦ୍ରିକ ଜାହାଜ ହାରାହାରି କେତେ ଦେଇଥାଏ ?

ଉତ୍ତର : 1 ଲିଟରରେ କେବଳ 83 ମିଟର

12 . ଝିଅମାନେ କାହିଁକି ଟାଇଟ ପୋଷାକ ପିନ୍ଧନ୍ତି ? – ପୁଅମାନଙ୍କୁ ଅଧିକ ଆକର୍ଷିତ କରିବା ପାଇଁ ଏବଂ ପତଳା ଏବଂ ସେକ୍ସି ଦେଖାଯିବା ପାଇଁ ।

Related Articles

Leave a Reply

Your email address will not be published. Required fields are marked *

Back to top button