ଗଙ୍ଗା ଭଳି ପବିତ୍ର ହେଇଥାନ୍ତି ଏହି ୫ଟି ନାମର ଝିଅ

ଏହି ଦୁନିଆରେ ସମସ୍ତ ଝିଅମାନଙ୍କୁ ବୁଝିବା ବହୁତ କଷ୍ଟ ହୋଇଥାଏ । ଗୋଟିଏ ଝିଅ ମନରେ କଣ ଚାଲିଥାଏ କେହି କହିପାରିବେ ନାହିଁ । ସେମିତି ତ ଆପଣ ଗୋଟେ କଥା ଶୁଣିଥିବେ ଯେବେ ଭଗବାନ ନାରୀଙ୍କୁ ବୁଝି ପାରିଲେ ନାହିଁ ତା ହେଲେ ସାମାନ୍ଯ ମଣିଷ କିପରି ବୁଝି ପାରିବ । ପ୍ରକୃତରେ କଥା ଏହା ଯେ ଝିଅ ମାନଙ୍କ ବ୍ୟବହାର ଏତେ ଅଲଗା ହେଇଥାଏ ଯେ ସେମାନେ କେବେ କଉ ଜିନିଷ ଉପରେ କଣ ପ୍ରତିକ୍ରିୟା ଦେବେ କେହି କହି ପାରିବେ ନାହିଁ । ଏହି ଦୁନିଆରେ ବହୁତ ଝିଅମାନେ ଏମିତି ମଧ୍ୟ ହୋଇଥାନ୍ତି ଯେଉଁମାନେ ପାଣି ଭଳି ନିର୍ମଳ ଓ ଗଙ୍ଗା ଜଳ ଭଳି ପବିତ୍ର ହୋଇଥାନ୍ତି । ସେମିତି ବହୁତ ଝିଅମାନେ ଏମିତି ବି ଥାନ୍ତି ଯେଉଁମାନେ ବହୁତ ଚାଲାକ ହୋଇଥାନ୍ତି , ଏବଂ ଭରଷା ର ଯୋଗ୍ୟ ହୋଇନଥାନ୍ତି ।
ଆଜି ଆମେ ସେହି ଝିଅମାନଙ୍କ ବିଷୟରେ କହିବୁ , ଯେଉଁମାନେ ବହୁତ ପବିତ୍ର ହୋଇଥାନ୍ତି । ଆପଣମାନଙ୍କୁ ଜାଣିବା ପାଇଁ କହିଦେଉଛୁ ଯେ , ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ ସେମାନେ ବହୁତ ପବିତ୍ର ବୋଲି ମନାଯାଏ । ସେଥିପାଇଁ ଆପଣମାନେ ଏହି ବିଷୟକୁ ଧ୍ୟାନର ସହିତ ପଢନ୍ତୁ , ହୋଇପାରେ ଆପଣଙ୍କ ନାମ ବି ଥାଇପାରେ । ତେବେ ଚାଲନ୍ତୁ ଜାଣିବା ।
ଶାନ୍ତ ସ୍ଵଭାବର ହୋଇଥାନ୍ତି ଓ ନିଜ ଜୀବନସାଥିଙ୍କର ବହୁତ ବିଶ୍ବାସର ପାତ୍ର ହୋଇଥାନ୍ତି । ଏମାନେ କୌଣସି ପରିସ୍ଥିତିରେ ମଧ୍ୟ ନିଜ ଜୀବନ ସାଥିଙ୍କର ସାଥ ଛାଡନ୍ତି ନାହିଁ ଏବଂ ଏମାନଙ୍କ ବ୍ୟବହାର ମଧ୍ୟ ବହୁତ କୋମଳ ହୋଇଥାଏ । ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମନାଯାଏ ।
N ନାମର ଝିଅ
ଯେଉଁ ଝିଅମାନଙ୍କର ନାମ N ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ତେଜ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ପରିବାରର ଏବଂ ନିଜ ଜୀବନ ସାଥିଙ୍କର ବହୁତ ଧ୍ୟାନ ରଖିଥାନ୍ତି । ଆଜ୍ଞା ହଁ ଏମାନେ କେବେ ଏମିତି କିଛି କାମ କରି ନଥାନ୍ତି , ଯେଉଁଥି ପାଇଁ ତାଙ୍କ ପରିବାରର ନାମ ଖରାପ ହେବ ଏବଂ ନିଜ ଜୀବନ ସାଥୀଙ୍କୁ କଷ୍ଟ ହେବ , କହି ଦେଉଛୁ ଯେ ଏହି ନାମ ଥିବା ଝିଅ ମାନଙ୍କର ବ୍ୟବହାର ମଧ୍ୟ ବହୁତ ଭଲ ହୋଇଥାଏ । ଏହି କାରଣରୁ ଏମାନଙ୍କୁ ବହୁତ ପବିତ୍ର ବୋଲି ମନାଯାଏ ।
P ନାମର ଝିଅ
ଯେଉଁ ଝିଅ ମାନଙ୍କର ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନଙ୍କୁ ସଂପର୍କକୁ ଯୋଡି ରଖିବା ବହୁତ ଭଲ ଭାବରେ ଜଣାଥାଏ । ଆଜ୍ଞା ହଁ କହିଦେଉଛୁ ଯେ , ଏହି ନାମ ଥିବା ଝିଅମାନେ ପ୍ରତ୍ୟେକ ମଣିଷ ର ଭାବନାକୁ ବହୁତ ଧ୍ୟାନର ସହିତ ବୁଝି ପାରନ୍ତି ହୋଇପାରେ ସେମାନେ ତାଙ୍କଠାରୁ ବଡହୋଇଥାନ୍ତୁ ବା ସାନ କିନ୍ତୁ ଏମାନେ କେବେ କାହାରିକୁ ଦୁଃଖ ଦିଅନ୍ତି ନହିଁ ଏବଂ ଏମାନେ ସମସ୍ତଙ୍କ ସହିତ ମଧୁର କଥା କୁହନ୍ତି । ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମନାଯାଏ ।
S ନାମର ଝିଅ
ଯେଉଁ ଝିଅ ମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ମଧ୍ୟ ବହୁତ ପବିତ୍ର ବୋଲି ମନାଯାଏ । ଏମାନେ ବହୁତ ଲାଜକୁରା ହୋଇଥାନ୍ତି , କିନ୍ତୁ ଏମାନେ ତାଙ୍କ ପରିବାରର ମାନ ମର୍ଯ୍ୟାଦା ର ପୁରା ଧ୍ୟାନ ରଖିଥାନ୍ତି । ସିଧା ସିଧା କହିଲେ ଏମାନେ କୌଣସି ବି ପରିସ୍ଥିତିରେ ନିଜ ପରିବାରକୁ ଖୁସିରେ ରଖିବା ପାଇଁ ପୁରା ଚେଷ୍ଟା କରିଥାନ୍ତି । ଏମାନେ ନିଜ ପରିବାର ଲୋକଙ୍କର ଇଛା ପୂରଣ କରିବାକୁ ମଧ୍ୟ ପୁରା ଚେଷ୍ଟା କରିଥାନ୍ତି ।
M ନାମର ଝିଅ