IBN ଓଡ଼ିଶା ବ୍ୟୁରୋ

ଏହି ଉପାୟ କରନ୍ତୁ, ସ୍ମରଣ ଶକ୍ତି ଏତେ ବଢିଯିବ ଯେ କମ୍ପ୍ୟୁଟର ବି ଫେଲ ହେଇଯିବ, ଘରେ ଛୋଟ ପିଲା ଥିଲେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ପ୍ରାୟତଃ ମାତାପିତା ନିଜ ଛୁଆ ଙ୍କ ବ୍ରେନ ଡେଭଲପ୍ କୁ ନେଇ ଚିନ୍ତାରେ ରହିଥାନ୍ତି । ସେମାନଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ ଯେ ଯେତେ ଯାହା କରିଲେ ବି ତାଙ୍କ ଛୁଆ କଣ ପାଇଁ ପାଠପଢ଼ା ରେ କମଜୋର ଅଛି ବା କୌଣସି ଜିନିଷ କୁ ମନେ ରଖୁ ନାହିଁ । ଏଥି ନିମନ୍ତେ ଅଭିଭାବକ ନିଜ ଛୁଆ ଙ୍କୁ ମାର୍କେଟ ରେ ମିଳୁଥିବା କେତେ ଔଷଧ ମଧ୍ୟ ଖାଇବାକୁ ଦେଇଥାନ୍ତି କିନ୍ତୁ ତା’ର କୌଣସି ଫଳ ମିଳି ନଥାଏ ।

 

ପିଲା ମାନଙ୍କ ବ୍ରେନ ଡେଭଲପ୍ ହେବା ବହୁତ ଜରୁରୀ ହୋଇଥାଏ । ନଚେତ ଭବିଷ୍ୟତ ରେ ହଇରାଣ ହେବାକୁ ପଡ଼ିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣଙ୍କ ଛୁଆ ଙ୍କ ବ୍ରେନ ଡେଭଲପ୍ ହେବ ଏବଂ ସେ ସମସ୍ତ କଥା କୁ ମନେ ରଖିବାକୁ ଲାଗିବ ।

ଏହାକୁ ଯଦି ଆପଣ ନିଜ ଛୁଆ ଙ୍କୁ ଦୈନନ୍ଦିନ ଜୀବନ ରେ ଖାଇବାକୁ ଦେବେ ତେବେ ଆପଣଙ୍କ ଛୁଆ ଙ୍କ ବ୍ରେନ କମ୍ପୁଟର ଭଳି କାମ କରିବକୁ ଲାଗିବ । ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର କୁ କିପରି ଭାବରେ ପ୍ରସ୍ତୁତ କରିବା । ତେବେ ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ନଡ଼ିଆ ।

 

ନଡ଼ିଆ ଛୁଆ ଙ୍କ ବ୍ରେନ ଡେଭଲପ୍ କରିବାରେ ବହୁତ ସାହାଯ୍ୟ କରିଥାଏ । ତେବେ ଆପଣ ୨୦ ଗ୍ରାମ ର ନଡ଼ିଆ ନିଅନ୍ତୁ ଏବଂ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହାପରେ ଆପଣଙ୍କୁ ଯେଉଁ ଦ୍ଵିତୀୟ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ପିସ୍ତା ବାଦାମ । ଆପଣଙ୍କୁ ଏହା ମାର୍କେଟ ରେ ସହଜ ରେ ମିଳିଯିବ । ଏହା ମଧ୍ୟ ବ୍ରେନ ଡେଭଲପ୍ମେଣ୍ଟ ରେ ସହାୟକ ହୋଇଥାଏ ।

ଆପଣ ପାଞ୍ଚ ଟି ପିସ୍ତା ବାଦାମ ନିଅନ୍ତୁ ଏବଂ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହାପରେ ଆପଣଙ୍କୁ ତୃତୀୟ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ଅଖରୋଟ୍ । ଅଖରୋଟ୍ ମଧ୍ୟ ଛୁଆ ମାନଙ୍କ ବ୍ରେନ ଡେଭଲପ୍ କରିବାରେ ଲାଭଦାୟୀ ହୋଇଥାଏ । ଆପଣ ମାତ୍ର ଗୋଟିଏ ଅଖରୋଟ୍ କୁ ନିଅନ୍ତୁ ଏହାକୁ ଭାଙ୍ଗି ଅଖରୋଟ୍ କୁ କାଢ଼ି ଛୋଟ ଛୋଟ ପିସ କରି କାଟି ଦିଅନ୍ତୁ ।

 

ଏହାପରେ ଆପଣ ଏହି ତିନୋଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଆପଣଙ୍କୁ ବର୍ତ୍ତମାନ ଶେଷ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ମିଶ୍ରି । ଆପଣ ସ୍ୱାଦ ଅନୁସାରେ ମିଶ୍ରି କୁ ସେହି ମିଶ୍ରଣ ରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ଏହାକୁ ନିଜ ଛୁଆ ଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ଏହା ଧ୍ୟାନ ରଖିବେ ଯେ ଏହି ମିଶ୍ରଣ କୁ ଚୋବାଇ ଚୋବାଇ ଖାଇବାକୁ ହେବ ।

 

ଏହାକୁ ଖାଇବା ପରେ ଆପଣ ନିଜ ଛୁଆ ଙ୍କୁ ଏକ ଗ୍ଲାସ କ୍ଷୀର ପିଇବାକୁ ଦିଅନ୍ତୁ । ଆପଣ ଦିନ ର ଯେ କୌଣସି ସମୟ ରେ ମଧ୍ୟ ଏହାକୁ ଖାଇ ପାରିବେ । ଏହି ଉପଚାର କୁ ପ୍ରୟୋଗ କରିବା ଦ୍ବାରା ଛୁଆ ଙ୍କ ବ୍ରେନ ଦ୍ରୁତ ଗତିରେ ଡେଭଲପ୍ ହୋଇଥାଏ ଏବଂ ବୁଦ୍ଧି ପ୍ରଖର ହୋଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button