IBN ଓଡ଼ିଶା ବ୍ୟୁରୋ

ଘରକୁ ମାଙ୍କଡ ଆସିବାର ଅର୍ଥ କଣ ? ଶୁଭ ନା ଅଶୁଭ ?

ଆଜି ଆମେ ପୁଣି ଥରେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଏପରି ବିଷୟ ଯାହାଦ୍ୱାରା ଆପଣ ମାନେ ଜାଣି ପାରିବେ ଯଦି ଘରକୁ ହଟାତ ମାଙ୍କଡ ମାନେ ଆସି ଯାଇଥାନ୍ତି । ତେବେ ଏହାର ଅର୍ଥ କ’ଣ ହୋଇପାରେ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ କୁହାଯାଇଥାଏ, କେବେବି କୌଣସି ଜିନିଷ ଅକାରଣ ରେ ହୋଇ ନଥାଏ । ଆପଣ ମାନେ ଜାଣିଥିବେ ମାଙ୍କଡ କୁ ହନୁମାନ ବୋଲି  ମଧ୍ୟ ବିବେଚିତ କରାଯାଇଥାଏ ।

 

ବନ୍ଧୁଗଣ ସମୟ ଖରାପ ଆସିବାକୁ ଥିଲେ ସେହି ମାଙ୍କଡ ହିଁ ଘରକୁ ଆସି ଏପରି ସଂକେତ ମାନ ଦେଇଥାଏ । ବନ୍ଧୁଗଣ ଯେଉଁ ଗୃହରେ କେବେ କୌଣସି ନିୟମ ନିଷ୍ଠା ପାଳନ ହୋଇ ନଥାଏ କିମ୍ବା ଘରେ କେବେ ହେଲେ ଭାଗବତ ର ପାଠ ହୋଇ ନଥାଏ, ସେହି ଘରେ କେବେ ମା’ଲକ୍ଷ୍ମୀ ବାସ କରି ନଥା’ନ୍ତି । ଯଦି ଘରେ ସବୁବେଳେ କଳହ ଲାଗି ରହିଥାଏ, ତେବେ ସେହି ଘରୁ ମା’ଲକ୍ଷ୍ମୀ ଛାଡି ଚାଲି ଯାଆନ୍ତି ।

ବନ୍ଧୁଗଣ ଖରାପ ସମୟ ଆସିଲେ ମା’ ଲକ୍ଷ୍ମୀ ଘର ଛାଡି ଯାଇଥାନ୍ତି । କିନ୍ତୁ ଆମର କର୍ମ ହିଁ ଆମର ଭଲ ସମୟ କିମ୍ବା ଖରାପ ସମୟ ଜୀବନକୁ ଆଣିଥାଏ । ସେହି ଭଳି ଜୀବନରେ ଭଲ ସମୟ କିମ୍ବା ଖରାପ ସମୟ ଆସିବା ପୂର୍ବରୁ ପ୍ରକୃତି କିଛି ସଙ୍କେତେ ମାନ ମଧ୍ୟ ଆମକୁ ଦେଇଥାଏ ।

 

ବନ୍ଧୁଗଣ ଯଦି କୌଣସି ବାହାର ବୁଲା କୁକୁର, ହଟାତ ଘରେ ପଶି ଯାଇଥାଏ । ଏହାର ଅର୍ଥ ହେଉଛି ମା’ ଲକ୍ଷ୍ମୀ ଆପଣଙ୍କ ଉପରେ କିମ୍ବା ଆପଣଙ୍କ ଗୃହ ଉପରେ ରୁଷ୍ଠ ଅଛନ୍ତି । ଏହାଛଡା ଯଦି କୁକୁଡା କିମ୍ବା କଳା ମୁହଁ ବାଲା ମାଙ୍କଡ ମଧ୍ୟ ଘରେ ହଟାତ ପଶି ଯାଇଥାଏ । ତେବେ ମଧ୍ୟ ଏହା ଏହି ସଂକେତ ଦେଇଥାଏ କି ମା’ଲକ୍ଷ୍ମୀ ଆପଣଙ୍କ ଗୃହ ଉପରେ କୌଣସି କାରଣ ରୁ ରୁଷ୍ଠ ଅଛନ୍ତି । ବନ୍ଧୁଗଣ ଯଦି କୌଣସି ଛେଲି ଗୋଡ ଘରେ ପଡେ । ତେବେ ସେହି ଘରେ ମା’ଲକ୍ଷ୍ମୀ କେବେ ରହି ନଥାନ୍ତି ।

 

ବନ୍ଧୁଗଣ ଆଗକାଳ ରେ ଯେଉଁଠାରେ ଲୋକ ମାନେ ଗୋ ପାଳନ କରି ଗୋ ସେବା କରୁଥିଲେ, ଆଜିକାଲି ର ଆଧୁନିକ ମଣିଷ କୁକୁର ପାଳି କୁକୁର ସେବା କରୁଅଛି । କିନ୍ତୁ ଶାସ୍ତ୍ର ଅନୁସାରେ କୁକୁର କୁ ଘରେ ରଖିବା ଅଶୁଭ ମନେ କରାଯାଇଥାଏ । ତେଣୁ ବନ୍ଧୁଗଣ ଯଦି ଆପଣ ମଧ୍ୟ ନିଜ ଘରେ କିଛି ଏପରି ସଂକେତ ମାନ ଦେଖିବାକୁ ପାଉଛନ୍ତି, ତେବେ ବିଳମ୍ବ ନ କରି ଶୀଘ୍ର ଏହାର କିଛି ପ୍ରତିକାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button