IBN ଓଡ଼ିଶା ଏକ୍ସକ୍ଲୁସିଭ୍IBN ଓଡ଼ିଶା ବ୍ୟୁରୋ

ଗର୍ଭରେ ଶିଶୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ଏହି ଜିନିଷ ଖାଆନ୍ତୁ !

ସବୁ ବ୍ୟକ୍ତି ଚାହିଁଥାନ୍ତି ବିବାହ ପରେ ସନ୍ତାନ ଟିଏ ଆସିବା ପାଇଁ । ଯେତେବେଳେ ଜଣେ ମହିଳା ଗର୍ଭବତୀ ଥାଏ ସେହି ସମୟରେ ନିଜର ବହୁତ ଧ୍ୟାନ ନେଇଥାଏ । ଯେପରି ଶିଶୁ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସେଥିଲାଗି କୌଣସି କଷ୍ଟ କାମ କରନ୍ତି ନାହିଁ । କେବଳ ପୃଷ୍ଟକର ଖାଦ୍ଯ ଖାଇଥାନ୍ତି । ଯେପରି ଶିଶୁକୁ ବହୁତ ଭିଟାମିନ ମିଳିପାରିବ । ଶିଶୁ ଯେପରି ସୁସ୍ଥ ସବଳ ରହିବ । ଆଜି ଆସନ୍ତୁ ଜାଣିବା ଗର୍ଭବତୀ ସମୟରେ କେଉଁ ଜିନିଷ ଖାଇବା ଦ୍ଵାରା ଶିଶୁ ସୁସ୍ଥ ଓ ସୁନ୍ଦର ହୋଇଥାଏ ।

ଜଣେ ମହିଳା ଗର୍ଭବତୀ ସମୟରେ ବହୁତ କଷ୍ଟର ସହିତ ନିଜ ଶିଶୁକୁ ସମ୍ଭାଳିଥାଏ । ୯ ମାସ ପର୍ଯ୍ୟନ୍ତ ଶିଶୁକୁ ପୃଷ୍ଟିକର ଭିଟାମିନ ମିଳିବ ଉଚିତ । ଯଦି ଗର୍ଭବତୀ ସମୟରେ ମା ନିଜେ ପୃଷ୍ଟିକର ଖାଦ୍ଯ ଖାଇଥାଏ । ଠିକ ସେହିପରି ଶିଶୁ ପର୍ଯ୍ୟନ୍ତ ଭିଟାମିନ ପହଞ୍ଚିପାରେ । ସେଥିଲାଗି ଗର୍ଭବତୀ ସମୟରେ ସବୁଜ ପାରିବ ,ଫଳ ,କ୍ଷୀର ଇତ୍ୟାଦି ଖାଇବା ଉଚିତ । ଗର୍ଭବତୀ ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ବହୁତ କିଛି ଖାଇବାକୁ ମନା କରିଥାନ୍ତି । ବହୁତ କିଛି ଭିଟାମିନ ଜିନିଷ ଖାଇବାକୁ ମଧ୍ୟ କହିଥାନ୍ତି ।

ସେହି ସମୟରେ ଗର୍ଭବତୀ ମହିଳା ମାନେ ଭିତନିମ ଖାଦ୍ଯ ଖାଇବା ଉଚିତ ଯାହା ଫଳରେ ଶିଶୁଟି ସୁସ୍ଥ ହୋଇ ଜନ୍ମ ନେଇଥାଏ । ଏହା କରିବା ଦ୍ଵାରା କୌଣସିବି ସମସ୍ଯା ବାହାରିବ ନାହିଁ । ଯେପରି ବିପି ,ଥାଇରେଡ , ରକ୍ତ ଅଭାବର ସମସ୍ଯା ଦେଖାଦେବ । ଗର୍ଭବତୀ ମହିଳା ଠିକ ସମୟରେ ପୃଷ୍ଟିକର ଖାଦ୍ଯ ଖାଇବା ଉଚିତ । ଗର୍ଭବତୀ ସମୟରେ କନ୍ଦମୂଳ ଖାଇବା ଉଚିତ । କନ୍ଦମୂଳରେ ବହୁତ ପରିମାଣରେ ଭିଟାମିନ ଥାଏ । ଏହା ଖାଇବା ଦ୍ଵାରା ଶରୀରକୁ ବହୁତ ପରିମାଣରେ ଶକ୍ତି ମିଳିଥାଏ ।

କନ୍ଦମୂଳକୁ ସିଝେଇକି ଖାଇପାରିବେ । ଦ୍ବିତୀୟରେ ବିଟ ଖାଇବା ବହୁତ ଭଲ ହୋଇଥାଏ । ବିଟ ଖାଇବା ଦ୍ଵାରା ଗର୍ଭବତୀ ମହିଳା ବହୁତ ମାତ୍ରାରେ ଆଇରନ ପାଇଥାନ୍ତି । ବିଟ ଖାଇବା ଦ୍ଵାରା ରକ୍ତ ହୀନତା ସମସ୍ଯା ମଧ୍ୟ ରହିନଥାଏ । ବିଟ ଶରୀରର ରକ୍ତର ପରିମାଣ ବଢାଇବାରେ ସାହାର୍ଯ୍ୟ କରିଥାଏ । ବିଟକୁ ଜୁସ କରି ପିଇପାରିବେ । ତୃତୀୟରେ କ୍ୟାପସିକମ ଖାଇବା ଦ୍ଵାରା ଗର୍ଭବତୀ ମହିଳାଙ୍କ ଶରୀରରେ ଆଇରନର ମାତ୍ର ବଢାଇଥାଏ । କ୍ୟାପସିକମରେ ବହୁତ ପରିମାଣରେ ଆଇରନ ଓ ଫାଇବାର ମଧ୍ୟ ଥାଏ ।

କ୍ୟାପସିକମ ଖାଇବା ଦ୍ଵାରା ଗର୍ଭବତୀ ମହିଳା ଓ ଶିଶୁଙ୍କର ବହୁତ ଭଲ ହୋଇଥାଏ । କ୍ୟାପସିକମକୁ ଭାଜିକି ଖାଇପାରିବେ । ଚତୁର୍ଥରେ ସବୁଜ କୋବି ଓ ବିଲାତି ଖାଇବା ଉଚିତ । ସବୁଜ କୋବି ଓ ବିଲଟିକୁ ଖାଇବା ଦ୍ଵାରା ଗର୍ଭବତୀ ମହିଳାଙ୍କୁ ଓ ତାଙ୍କ ଶିଶୁକୁ ବହୁତ ପରିମାଣରେ ଭିଟାମିନ ମିଳିବ । ଏହାକୁ ଭାଜିକି ହେଉ ବା ତରକାରୀ କରିକି ମଧ୍ୟ ଖାଇପାରିବେ । ଏହା କରିବା ଦ୍ଵାରା ଗର୍ଭରେ ଥିବା ଶିଶୁ ସୁସ୍ଥ ଓ ସୁନ୍ଦର ହୋଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button